Browsing Tag

power play

ଆଇପିଏଲ୍‌ରେ ଆସିବ ନୂଆ ରୋମାଞ୍ଚ, ଆରମ୍ଭ ହେବ ପାଓ୍ଵାର ପ୍ଲେୟାର ନିୟମ

ନୂଆଦିଲ୍ଲୀ:ଆଇପିଏଲ୍‌ରେ ଆସିବ ନୂଆ ରୋମାଞ୍ଚ । ଆରମ୍ଭ ହେବ ପାଓ୍ଵାର ପ୍ଲେୟାର ନିୟମ । ମ୍ୟାଚ୍ ମଝିରେ ପରିବର୍ତ୍ତନ କରାଯାଇପାରିବ ଚୂଡାନ୍ତ ଏକାଦଶ । ଏପରି ଏକ ନିୟମ ଲାଗୁ ପାଇଁ ବିଚାର କରୁଛି ବିସିସିଆଇ । ଏହି ନିୟମ ଦ୍ୱାରା କୌଣସି ଦଳ ମ୍ୟାଚ୍ ମଝିରେ ଖେଳାଳି ପରିବର୍ତ୍ତନ କରିପାରିବେ ।…