PPF କୁ ନେଇ ସରକାରଙ୍କ ବଡ ପରିବର୍ତ୍ତନ , ଏତିକି ସୁଧ ହାରରେ ଲୋକଙ୍କୁ ମିଳିବ ଜୋରଦାର ରିଟର୍ଣ୍ଣ
ପିିପିଏଫରେ ୧୫ ବର୍ଷର ଲକ ଇନ ପିରିୟଡ ରହିଥାଏ। ଯାହାର ଅର୍ଥ ହେଉଛି ନିବେଶକ ସମୟ ସମାପ୍ତ ହେବା ପୂର୍ବରୁ ଟଙ୍କା ବାହାର କରିପାରିବେ ନାହିଁ। ୧୫ ବର୍ଷ ପରେ ଏହି ସ୍କିମରୁ ମ୍ୟାଚୁରିଟି ପରେ ଭଲ ରକମର ରାଶି ମିିଳିଥାଏ। ତେବେ ବି କିଛି ନିୟମ ରହିଛି ଯାହାକୁ ଧ୍ୟାନ ଦେଲେ ଆପଣ ଜରୁରୀ କାଳୀନ…