ବାହୁବଲି ନାଚିଲେ ମସ୍ତ ମସ୍ତ ରବିନାଙ୍କ ସହ, ଗୀତ ଥିଲା.. ଟିପ୍ ଟିପ୍ ବରଷା ପାନି…
ବାହୁବଳି ଷ୍ଟାର ପ୍ରଭାସଙ୍କ ଅକ୍ଷୟ କୁମାର ଷ୍ଟାଇଲ୍ରେ ଡ୍ୟାନ୍ସ । ଏବେ ‘ସାହୋ’ ଫିଲ୍ମର ପ୍ରମୋସନ୍ରେ ଲାଗିଥିବା ପ୍ରଭାସ ନିକଟରେ ଏକ ରିୟଲିଟି ଡ୍ୟାନ୍ସ ସୋ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ । ଏଥିରେ ଜଜ୍ ଥିଲେ ମସ୍ତ ମସ୍ତ ରବିନା ଟଣ୍ଡନ୍ । ରବିନାଙ୍କ ସହ ପ୍ରଭାସ ‘ଜମେ କି ରାତ ହୈ.. ଏବଂ…