prabhas

ସାମ୍ନାକୁ ଆସିଲା ପ୍ରଭାସଙ୍କ ଅପ୍‌କମିଂ ଫିଲ୍ମ ‘ରାଜା ସାବ’ର ଫାଷ୍ଟ ଲୁକ୍‌

ମକର ସଂକ୍ରାନ୍ତି ଅବସରରେ ପ୍ରଭାସ ଫିଲ୍ମ ‘ସାଲାର’ ରିଲିଜ୍‌ ହେବା ପରେ, ତାଙ୍କ ଅପ୍‌କମିଂ ଫିଲ୍ମର ପ୍ରଥମ ଲୁକ୍ ରିଲିଜ୍ ହୋଇଛି । ଗତ କିଛି ବର୍ଷ…

5 months ago

ସେନ୍ସର ବୋର୍ଡ ପାସ୍ କରିଲା ଦୀପିକା ପାଦୁକୋନ-ପ୍ରଭାସଙ୍କ ଫିଲ୍ମ ‘କଲ୍କି 2898 AD’ର ଟିଜର, ଜାଣନ୍ତୁ କେବେ ହେବ ରିଲିଜ

ହିନ୍ଦୀ ସିନେମା ଦର୍ଶକମାନେ ମଧ୍ୟ ସାଉଥ ମେଗାଷ୍ଟାରକୁ ବହୁତ ପସନ୍ଦ କରନ୍ତି । 'ସାଲାର' ପରେ ପ୍ରଭାସ ଖୁବ ଶୀଘ୍ର ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ…

5 months ago

ଏବେ ଓଟିଟି’ରେ ଫିଲ୍ମ ‘ଆଦିପୁରୁଷ’, ଆଜି ହେଲା ରିଲିଜ୍

ସାଉଥ୍‌ ସୁପରଷ୍ଟାର୍‌ ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’ ସିନେମା ହଲ୍‌ରେ ରିଲିଜ୍‌ ହେବାର ଦୁଇ ମାସ ପରେ ଏବେ ଓଟିଟି ରେ ରିଲିଜ ହୋଇଛି । ଫିଲ୍ମଟି ଏକା…

11 months ago

ଅଯୋଧ୍ୟାରେ ପ୍ରଥମେ ରିଲିଜ୍ ହେବ ‘ଆଦିପୁରୁଷ’ର ଟିଜର, ଆରମ୍ଭ ହେଲା ପ୍ରମୋସନ

ବାହୁବଳୀ ଫିଲ୍ମ ସୁପର୍ ଷ୍ଟାର୍ ପ୍ରଭାସ ପୁଣିଥରେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଆଦିପୁରୁଷ' ବିଷୟରେ ଆଲୋଚନା କରୁଛନ୍ତି। ନିର୍ମାତାମାନେ ଫିଲ୍ମର ଟିଜର ରିଲିଜ କରିବାକୁ ଅଯୋଧ୍ୟାଙ୍କୁ ବାଛିଛନ୍ତି।…

2 years ago

ପ୍ରଭାସ କରୁଛନ୍ତି କ୍ରିତିଙ୍କୁ ଡେଟିଂ ! ଆଦିପୁରୁଷ ସେଟ୍ ରୁ ଗଢି ଉଠିଛି ଅତୁଟ ସମ୍ପର୍କ

ବଲିଉଡର ସୁନ୍ଦରୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କ୍ରିତି ସାନନ। ଗତ କିଛି ଦିନ ହେବ ତାଙ୍କ ଫିଲ୍ମ "ଆଦିପୁରୁଷ" କୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି…

2 years ago

‘ଆଦିପୁରୁଷ’ ନିର୍ମାତାଙ୍କୁ ବଡ଼ ଝଟ୍‌କା: ରାତାରାତି ଫିସ୍‌ ବଢ଼ାଇଲେ ପ୍ରଭାସ, ମାଗିଲେ ୧୨୦ କୋଟି

ସାଉଥ୍‌ ସୁପରଷ୍ଟାର ପ୍ରଭାସ ଏବେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ଯେତେବେଳେ ସେ କ୍ୟାମେରା ସାମ୍ନାକୁ ଆସିଲେ, ତାଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ…

2 years ago

ପ୍ରଭାସଙ୍କ ମୋଟାପଣ ଯୋଗୁ ଚିନ୍ତାରେ ନିର୍ଦ୍ଦେଶକ, ବନ୍ଦ କଲେ ଫିଲ୍ମ ସୁଟିଂ

ବାହୁବଳୀ ଅଭିନେତା ପ୍ରଭାସଙ୍କ ବ୍ୟାକ୍‌ ଟୁ ବ୍ୟାକ୍‌ ଦୁଇଟି ଫ୍ଲପ୍‌ ଫିଲ୍ମ ତାଙ୍କ ଫ୍ୟାନ୍‌ଙ୍କୁ ଖୁବ୍‌ ନିରାଶ କରିଛି। ପ୍ରଭାସଙ୍କ ଆଗାମୀ ଫିଲ୍ମ କେଜିଏଫ୍‌ର ଡାଇରେକ୍ଟର ପ୍ରଶାନ୍ତ…

2 years ago

ମହାଶିବରାତ୍ରିରେ ପ୍ରଭାସଙ୍କ ଫ୍ୟାନ୍ସଙ୍କୁ ବଡ଼ ଉପହାର! ଘୋଷଣା ହେଲା ବହୁ ପ୍ରତୀକ୍ଷିତ ‘ଆଦିପୁରୁଷ’ର ରିଲିଜ୍‌ ତାରିଖ

ପବିତ୍ର ମହାଶିବରାତ୍ରି ଅବସରରେ ସାଉଥ୍‌ ସୁପରଷ୍ଟାର୍ ପ୍ରଭାସଙ୍କ ଫ୍ୟାନମାନଙ୍କ ପାଇଁ ବଡ଼ ଖୁସି ଖବର। ତାଙ୍କ ଅଭିନୀତ ତଥା ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ର ରିଲିଜ୍‌ ତାରିଖ…

2 years ago

ମାର୍ଚ୍ଚ ୧୧ ପୂର୍ବରୁ ଦେଶରେ ପ୍ରମୋସନ ହେବ ଫିଲ୍ମ ରାଧେ ଶ୍ୟାମ

ମାର୍ଚ୍ଚ ୧୧ ରେ ବଡ ପରଦାରେ ରିଲିଜ ହେବାକୁ ଯାଉଛି ସୁପରଷ୍ଟାର ପ୍ରଭାତଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ରାଧେ ଶ୍ୟାମ । ତେବେ ନିଜ ଫିଲ୍ମର ପ୍ରମୋସନ…

2 years ago

ହୋଲି ପୂର୍ବରୁ ପରଦାକୁ ଆସୁଛି ପ୍ରଭାସଙ୍କ ୩୦୦ କୋଟିର ଫିଲ୍ମ ‘ରାଧେଶ୍ୟାମ’, ଏହି ଦିନ ହେବ ରିଲିଜ୍‌

ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍‌ ଅଭିନେତ୍ରୀ ପୂଜା ହେଗଡେଙ୍କ ଅପକମିଂ ଫିଲ୍ମ ‘ରାଧେ ଶ୍ୟାମ୍‌’କୁ ନେଇ ଦର୍ଶକ ବେଶ୍‌ ଉତ୍ସାହିତ ଅଛନ୍ତି ଓ ଏହାର ଟ୍ରେଲରକୁ ବି…

2 years ago

୨୦୨୨ ରେ ମାଇଥୋଲୋଜିକାଲ ଫିଲ୍ମ ର ବଡ ସ୍କ୍ରିନ ରେ ହେବ ବଡ ଧମାକା, ‘ବ୍ରହ୍ମାସ୍ତ୍ର’ ଠାରୁ ଆରମ୍ଭ କରି ‘ଆଦିପୁରୁଷ’ ପର୍ଯ୍ୟନ୍ତ ଅନେକ ବିଗ ବଜେଟ ଫିଲ୍ମ ଲିଷ୍ଟ ରେ ସାମିଲ

୨୦୨୧ ଦର୍ଶକମାନଙ୍କ ସାମ୍ନାକୁ ଅନେକ ଭଲ ଭଲ ଫିଲ୍ମ ଓ ୱେବସିରିଜ ନେଇ ଆସିଛି । କୋଭିଡ କଟକଣା ମଧ୍ୟରେ ବି ଇଣ୍ଡିଆନ ଫିଲ୍ମ ଇଣ୍ଡଷ୍ଟ୍ରି, ଫିଲ୍ମ…

2 years ago

ପ୍ରଭାସଙ୍କ ‘୯୭ କିସ୍‌’ କଲା କମାଲ, ଟ୍ରେଲର ରିଲିଜ ହେବାର କିଛି ହିଁ ଘଣ୍ଟା ଭିତରେ କୋଟିଏରୁ ଅଧିକ ଭ୍ୟୁଜ୍‌

ପ୍ରଭାସ ଓ ପୂଜା ହେଗଡେ ଅଭିନୀତ 'ରାଧେ ଶ୍ୟାମ' ଜାନୁଆରୀ ୧୪ରେ ମୁକ୍ତିଲାଭ କରିବ। ଏଥି ପୂର୍ବରୁ ନିର୍ମାତା ଅଲଗା ଅଲଗା ଭାଷାରେ ଶୁକ୍ରବାର ଫିଲ୍ମର ଟ୍ରେଲର…

2 years ago