Browsing Tag

prabhat biswal

ନିର୍ବାଚନ ଲଢ଼ିବେନି ପ୍ରଭାତ ବିଶ୍ୱାଳ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଲେ

କଟକ : ଚୌଦ୍ୱାର କଟକ ବିଧାୟକ ପ୍ରଭାତ ବିଶ୍ୱାଳ ନିର୍ବାଚନ ଲଢିବେ ନାହିଁ। ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଲେ ପ୍ରଭାତ ବିଶ୍ୱାଳ । ନୈତିକା ଦୃଷ୍ଟିରୁ ସେ ନିର୍ବାଚନ ନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି। ଚିଟ୍‌ଫଣ୍ଡ ନେଇ ତାଙ୍କ ନାଁରେ ଏକ ମାମଲା ରହିଛି। ଯେତେ ପର୍ଯ୍ୟନ୍ତ ଏହି ମାମଲରୁ…

ଦିଲ୍ଲୀ ଏମ୍‌ସରୁ ଡିସଚାର୍ଜ ହେଲେ ପ୍ରଭାତ ବିଶ୍ୱାଳ

ଦିଲ୍ଲୀ : ଏମ୍‌ସରୁ ଡିସ୍‌ଚାର୍ଜ ହେଲେ ବିଧାୟକ ପ୍ରଭାତ ବିଶ୍ୱାଳ । ମେରୁଦଣ୍ଡ ଆଘାତଜନିତ ଚିକିତ୍ସା ପାଇଁ ସେ ଏମ୍‌ସରେ ଭର୍ତ୍ତି ହୋଇଥିଲେ । ଦୀର୍ଘଦିନ ହେବ ସେ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଥିଲେ । ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଏମ୍‌ସ ପଠାଯାଇଥିଲା । ଆଜି ସେ ଡିସ୍‌ଚାର୍ଜ…

ଏସସିବିରୁ ଡିସଚାର୍ଜ ପରେ ଘରକୁ ଫେରିଲେ ପ୍ରଭାତ ବିଶ୍ୱାଳ : ଅଧିକ ଚିକିତ୍ସା ପାଇଁ ଆଜି ଯିବେ ଦିଲ୍ଲୀ

ଭୁବନେଶ୍ବର : ଘରକୁ ଫେରିଲେ ବିଧାୟକ ପ୍ରଭାତ ବିଶ୍ୱାଳ । ଏସ୍‌ସିବିରୁ ଡିସ୍‌ଚାର୍ଜ ପରେ ବିଧାୟକ ପ୍ରଭାତ ବିଶ୍ୱାଳ ଘରକୁ ଫେରିଛନ୍ତି । ଅଧିକ ଚିକିତ୍ସା ପାଇଁ ସେ ଆଜି ଦିଲ୍ଲୀ ଯିବେ । ରାଜ୍ୟ ବାହାରେ ଚିକିତ୍ସା ପାଇଁ ହାଇକୋର୍ଟ ପ୍ରଭାତ ବିଶ୍ୱାଳଙ୍କୁ ଅନୁମତି ପ୍ରଦାନ କରିଛନ୍ତି ।…

ବିଧାୟକ ପ୍ରଭାତ ବିଶ୍ବାଳଙ୍କୁ ଭେଟିଲେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା

କଟକ : ବିଧାୟକ ପ୍ରଭାତ ବିଶ୍ବାଳଙ୍କୁ ଭେଟିଲେ ସ୍ୱାସ୍ଥ୍ୟମନ୍ତ୍ରୀ । କଟକ ଏସ୍‌ସିବିରେ ଅସୁସ୍ଥ ପ୍ରଭାତ ବିଶ୍ୱାଳଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ପ୍ରତାପ ଜେନା । ଆବଶ୍ୟକ ହେଲେ ରାଜ୍ୟ ବାହାରକୁ ଚିକିତ୍ସା ପାଇଁ ଯିବେ ବୋଲି ମନ୍ତ୍ରୀ କହିଛନ୍ତି । ଏହା ତାଙ୍କ ଆରୋଗ୍ୟ କାମନା…