Browsing Tag

Pradeep Maharathy

ପିପିଲି ଓ ଡେଲାଙ୍ଗରେ ଦୁଇଟି ବଡ ଜୀବନ ନେଲା କରୋନା: ପ୍ରଦୀପ ମହାରଥୀଙ୍କ ପରେ ଅଜିତ ମଙ୍ଗରାଜଙ୍କ ପରଲୋକ

ପିପିଲି: ପିପିଲି ଓ ଡେଲାଙ୍ଗରେ ଦୁଇଟି ବଡ ଜୀବନ ନେଇଛି ମହାମାରୀ କରୋନା। ପ୍ରଥମେ ବିଧାୟକ ପ୍ରଦୀପ ମହାରଥୀ ଓ ଗତକାଲି ଜିଲ୍ଲା କଂଗ୍ରେସ ସଭାପତି ଅଜିତ ମଙ୍ଗରାଜଙ୍କ ମୁତ୍ୟୁ ହୋଇଛି। ଲାଗାତାର ଦୁଇ ଦୁଇଟି ଦୁଃଖଦ ଘଟଣା ସମଗ୍ର ପୁରୀ ଜିଲ୍ଲାରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି। ମହାରଥୀଙ୍କ…

କିଏ ହେବେ ପିପିଲି ପ୍ରାର୍ଥୀ? ମୁହଁ ଖୋଲିଲେ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ, କହିଲେ ସୁଯୋଗ ମିଳିଲେ ନିର୍ବାଚନ…

ପିପିଲି : ପିପିଲି ଉପନିର୍ବାଚନ ପାଇଁ ସରଗରମ ହେଲାଣି ରାଜନୀତି । ପିପିଲିରେ କିଏ ହେବେ ପ୍ରାର୍ଥୀ ? ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ପ୍ରାର୍ଥୀ ଯୋଗାଡ କରିବାରେ ଲାଗିଛନ୍ତି । ଏହାରି ଭିତରେ ମୁହଁ ଖୋଲିଛନ୍ତି ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ । ସେ କହିଛନ୍ତି…

ଯାକଜମକରେ ସମ୍ପନ୍ନ ହେଲା ପ୍ରଦୀପ ମହାରଥୀଙ୍କ ଝିଅ ବାହାଘର, ବରମୁଣ୍ଡା ପଡ଼ିଆ ହୋଇଗଲା ଲୋକାରଣ୍ୟ

କୁହାଯାଏ ବିବାହ ଜନ୍ମ ଜନ୍ମର ବନ୍ଧନ । ଯାହା ସେହି ଈଶ୍ୱର ହିଁ ଭାଗ୍ୟରେ ଲେଖି ଦେଇଥାନ୍ତି । ଏମିତି ଏକ ବାହାଘର ଖୁବ୍‌ ଯାକଜମକରେ ସରିଛି ଦୁଇଜଣ ହାଇପ୍ରୋଫାଇଲ୍‌ ବ୍ୟକ୍ତିତ୍ୱଙ୍କ ମଧ୍ୟରେ । ବଲିଉଡ୍‌ ଅଭିନେତା ଅର୍ଦ୍ଧେନ୍ଦୁ ଓ ଡାକ୍ତର ପଲ୍ଲବୀ ପରସ୍ପରର ହାତ ଧରିଛନ୍ତି, ଅଗ୍ନିକୁ ସାକ୍ଷୀ…

ଗତକାଲିଠୁ ମୁଁ କିଛି ଖାଇନି : ପ୍ରଦୀପ ମହାରଥୀ

ଭୁବନେଶ୍ବର : ପୁଣି ଫେରିଲା ପ୍ରଦୀପ ମହାରଥୀ ଓ ନିରଞ୍ଜନ ପୂଜାରୀଙ୍କ ମଧ୍ୟରେ କଥା କଟାକଟି ପ୍ରସଙ୍ଗ । ଗତକାଲି ମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇଥିବା ମନ୍ତବ୍ୟକୁ ନେଇ ଗୃହରେ ବିବୃତ୍ତି ରଖିଥଲେ ପ୍ରଦୀପ ମହାରଥୀ । ମହାରଥୀ କହିଥିଲେ, ଗତକାଲିଠାରୁ ମୁଁ କିଛି ଖାଇନି । ୩୫ ବର୍ଷର ରାଜନୈତିକ…

ମହାରଥୀଙ୍କୁ ମିଳିଲା ଜାମିନ୍, ମଞ୍ଜୁର କଲେ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ

ବିଧାୟକ ପ୍ରଦୀପ ମହାରଥୀଙ୍କୁ ମିଳିଲା ଜାମିନ । ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ୫୦ହଜାର ଲେଖାଏଁ ୨ ଜାମିନଦାରଙ୍କ ବଦଳରେ ଜାମିନ ଦିଆଯାଇଛି । ଗତ ରବିବାର ରାତିରେ ପିପିଲିରେ ନିର୍ବାଚନ ଫ୍ଲାଇଂ ସ୍କ୍ଵାଡ ଉପରେ ଆକ୍ରମଣ ଘଟଣାରେ ମହାରଥୀଙ୍କୁ…

୨୭ ତାରିଖକୁ ଘୁଞ୍ଚିଲା ବିଧାୟକ ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି

ଭୁବନେଶ୍ବର(କେନ୍ୟୁଜ୍) :ଘୁଞ୍ଚିଲା ବିଧାୟକ ପ୍ରଦୀପ ମହାରଥୀଙ୍କ ଜାମିନ ଆବେଦନ ଶୁଣାଣି । ଭୁବନେଶ୍ୱର ସ୍ୱତନ୍ତ୍ର ଏଡିଜେ କୋର୍ଟ ଶୁଣାଣିକୁ ଆସନ୍ତା ୨୭ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି । କେସ ଡାଏରୀ ଓ ଇଂଜୁରୀ ରିପୋର୍ଟ ଆସି ନଥିବାରୁ ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି । ଗତ ରବିବାର ଦିନ…

ବିଧାୟକ ପ୍ରଦୀପ ମହାରଥୀଙ୍କ ଜାମିନ ଆବେଦନ ଉପରେ ଆଜି ଶୁଣାଣି

ଭୁବନେଶ୍ବର(କେନ୍ୟୁଜ୍): ବିଧାୟକ ପ୍ରଦୀପ ମହାରଥୀଙ୍କ ଜାମିନ ଆବେଦନ ଉପରେ ଆଜି ଶୁଣାଣି ହେବ । ଭୁବନେଶ୍ୱର ସ୍ୱତନ୍ତ୍ର ଏଡିଜେ କୋର୍ଟ ଏହି ଶୁଣାଣି କରିବେ । ଗତ ରବିବାର ଦିନ କୋର୍ଟ ଜାମିନ ଆବେଦନର ଶୁଣାଣିକୁ ସ୍ଥଗିତ ରଖିଥିଲେ । ଏହାପରେ ମହାରଥୀଙ୍କୁ ଭୁବନେଶ୍ୱର ଝାରପଡ଼ା ଜେଲକୁ…

ଝାରପଡ଼ା ଜେଲ ଗଲେ ପ୍ରଦୀପ ମହାରଥୀ, ଆସନ୍ତା ୨୪ ତାରିଖରେ ଜାମିନ ଆବେଦନର ଶୁଣାଣି

ଜେଲ ଗଲେ ପ୍ରଦୀପ ମହାରଥୀ । ପ୍ରଦୀପଙ୍କ ଜାମିନ ଶୁଣାଣି ଆସନ୍ତା ୨୪ ତାରିଖରେ କରାଯିବ । କୋର୍ଟ ପରିସରରେ ବେହୋସ ହେବା ପରେ ଚିକିତ୍ସା ପାଇଁ ପ୍ରଦୀପଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଥିଲା । ହେଲେ ଜାମିନ ଆବେଦନ ଶୁଣାଣି ସ୍ଥଗିତ ହେବା ପରେ ପ୍ରଦୀପଙ୍କୁ ଝାରପଡା ଜେଲ ପଠାଇ ଦଆଯାଇଛି । ଜେଲ…

ବିଜେଡିର ଆଉ ୯ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା, ଜାଣନ୍ତୁ ପ୍ରଦୀପ ମହାରଥୀଙ୍କୁ ଟିକେଟ୍ ମିଳିଲା କି ନାହିଁ

ପ୍ରକାଶ ପାଇଲା ବିଜେଡିର ଆଉ ୯ ବିଧାନସଭା ପ୍ରାର୍ଥୀ ତାଲିକା । ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ୯ଟି ବିଧାନସଭା ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜୁ ଜନତା ଦଳ । ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନଜର ପକାନ୍ତୁ କିଏ କେଉ…

ମନ୍ତ୍ରୀଙ୍କ ପାଇଁ ମହଙ୍ଗା ପଡିଲା ମନ୍ତବ୍ୟ, ଶେଷରେ ଇସ୍ତଫା ଦେଲେ ପ୍ରଦୀପ ମହାରଥୀ

ଭୁବନେଶ୍ବର : କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ପଦରେ ଥିଲେ ମହାରଥୀ। ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ଆସିବା ପରେ ବୟାନ ଦେଇ ବିବାଦୀୟ ହୋଇପଡ଼ିଥିଲେ ମହାରଥୀ। ଏହାପର ଠାରୁ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ଦାବି କରିଥିଲା ବିଜେପି ଓ କଂଗ୍ରେସ ମହିଳା ମୋର୍ଚ୍ଚା।…

ଚାଷୀଙ୍କ ପାଇଁ ହୋଇପାରେ କୃଷିଋଣ ଛାଡ଼

ଭୁବନେଶ୍ବର : ଚାଷୀଙ୍କ ପାଇଁ ହୋଇପାରେ କୃଷିଋଣ ଛାଡ଼ । ଏନେଇ ରାଜ୍ୟ ସରକାର ବିଚାରବିମର୍ଶ କରୁଛନ୍ତି । କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି, ଚାଷୀଙ୍କ ହିତ ପାଇଁ ଯାହା ଆବଶ୍ୟକ, ସେନେଇ ପଦକ୍ଷେପ ନିଆଯିବ । ସେପଟେ ଚାଷୀଙ୍କୁ ଆଣ୍ଡ୍ରଏଡ୍‌ ଫୋନ୍‌ ପ୍ରଦାନ କରାଯିବ । ମନ୍ତ୍ରୀ…