Browsing Tag

Pradhan Mantri Garib Kalyan Anna Yojana

ଆଉ ଆଗକୁ ବଢ଼ିବନି ମାଗଣା ରାଶନ ବିତରଣ, ନଭେମ୍ବରରୁ ବନ୍ଦ ହୋଇଯିବ ଗରିବଙ୍କୁ ଖାଦ୍ୟଶସ୍ୟ ପ୍ରଦାନ ଯୋଜନା

ଦେଶର ଗରିବ ଓ ଅସହାୟ ଲୋକଙ୍କ ପାଇଁ ଏକ ନୈରାଶ୍ୟଜନକ ଖବର। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଉ ଆଗକୁ ବଢ଼ାଇବେନି। କରୋନା କାଳରେ ଯେପରି କୌଣସି ଗରିବ ଭୋକିଲା ପେଟରେ ଶୋଇବେ ନାହିଁ, ସେଥିପାଇଁ ଆରମ୍ଭ କରାଯାଇଥିବା ଏହି ଗରିବ କଲ୍ୟାଣ ଅନ୍ନ ଯୋଜନା ଚଳିତ…

ହୋଲି ପର୍ଯ୍ୟନ୍ତ ସରକାର ମାଗଣାରେ ଦେବେ ତେଲ, ଲୁଣ ଓ ଚିନି: ଜାଣନ୍ତୁ କେଉଁ ରାଜ୍ୟରେ କାର୍ଯ୍ୟକାରୀ ହୋଇଛି ଯୋଜନା

ରାମ ନଗରୀ ଅଯୋଧ୍ୟାରେ ଦୀପୋତ୍ସବ କାର୍ଯ୍ୟକ୍ରମ ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ଼ ଘୋଷଣା କରିଛନ୍ତି। ଯୋଗୀ କହିଛନ୍ତି, କରୋନା ସମୟରେ ଆରମ୍ଭ ହୋଇଥିବା ମାଗଣା ରାସନ ଯୋଜନାକୁ ହୋଲି ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଯୋଗୀଙ୍କ ଏହି ନିଷ୍ପତ୍ତି ଯୋଗୁଁ…