ଆଉ ଆଗକୁ ବଢ଼ିବନି ମାଗଣା ରାଶନ ବିତରଣ, ନଭେମ୍ବରରୁ ବନ୍ଦ ହୋଇଯିବ ଗରିବଙ୍କୁ ଖାଦ୍ୟଶସ୍ୟ ପ୍ରଦାନ ଯୋଜନା
ଦେଶର ଗରିବ ଓ ଅସହାୟ ଲୋକଙ୍କ ପାଇଁ ଏକ ନୈରାଶ୍ୟଜନକ ଖବର। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଉ ଆଗକୁ ବଢ଼ାଇବେନି। କରୋନା କାଳରେ ଯେପରି କୌଣସି ଗରିବ ଭୋକିଲା ପେଟରେ ଶୋଇବେ ନାହିଁ, ସେଥିପାଇଁ ଆରମ୍ଭ କରାଯାଇଥିବା ଏହି ଗରିବ କଲ୍ୟାଣ ଅନ୍ନ ଯୋଜନା ଚଳିତ…