ବିବାହ ସିଜିନ୍ ରେ ରାଜନେତାଠୁ ନେଇ ଅଭିନେତା ହାତକୁ ଦିହାତ ହେଉଛନ୍ତି ଅନେକ ଯୋଡି
ନବରଙ୍ଗପୁର: ଚାଳିଛି ବାହାଘର ସିଜିନ୍ । ହାତକୁ ଦିହାତ ହେଉଛନ୍ତି ଅନେକ ଯୋଡି । ସେମାନଙ୍କ ଭିତରେ ଯୁବ ନେତା ପ୍ରଦୀପ ମାଝୀଙ୍କ ନା ଏବେ ସାମ୍ନାକୁ ଆସିଛି । ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ବାହା ହେବେ ଯୁବ ନେତା ପ୍ରଦୀପ ମାଝୀ । ଶେଷରେ ବାହା ହେବେ ନବରଙ୍ଗପୁରର ପୂର୍ବତନ ସାଂସଦ ତଥା…