Browsing Tag

prakruti mishra

ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର, ପ୍ରଯୋଜକ ସଞ୍ଜୟ ନାୟକଙ୍କ ନାଁରେ ଏତଲା

କେନ୍ୟୁଜ୍(ବ୍ୟୁରୋ): ବଢିଲା ପ୍ରକୃତି ଓ ସଞ୍ଜୟ ବିବାଦ । ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ପ୍ରଯୋଜକ ସଞ୍ଜୟ ନାୟକଙ୍କ ନାଁରେ ଏତଲା ଦେଇଛନ୍ତି । ମୁମ୍ବାଇର ଦାଦାଭାଇ ନାରୋଜି ନଗର ଥାନାରେ ଏତଲା ପରେ ମାମଲା ରୁଜୁ ହୋଇଛି । ପ୍ରକୃତିଙ୍କ ଅଭିଯୋଗ ଆଧାରରେ ମାମଲା କରିଛି…

ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ବିବାଦ ମାମଲା: ପୁନଃ ତଦନ୍ତ କରି ଦୁଇ ମାସ ମଧ୍ୟରେ…

କଟକ(କେନ୍ୟୁଜ୍): ଅଭିନେତା ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ବିବାଦ ମାମଲାରେ ପ୍ରକୃତି ମିଶ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେହାଇକୋର୍ଟ ଆଜି ଏହି ମାମଲାର ଶୁଣାଣି ଶେଷ କରି ଘଟଣାର ପୁନଃ ତଦନ୍ତ କରି ଦୁଇ ମାସ ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ…

ଆସିଗଲା ‘ବିଗ୍‌ ବସ୍‌ ୧୬’ର ପ୍ରତିଯୋଗୀ ତାଲିକା; ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସମେତ ଏହି ସବୁ ସେଲିବ୍ରିଟି…

ପପୁଲାର ରିଆଲିଟି ଶୋ’ ‘ବିଗ୍‌ ବସ୍‌’ ପୁଣିଥରେ ଆରମ୍ଭ ହେବାକୁ ଯାଉଛି। ସଲମାନ ଖାନ ନିଜର ଜବରଦସ୍ତ ହୋଷ୍ଟିଂ ସହିତ ‘ବିଗ୍‌ ବସ୍‌’ ସିଜନ ୧୬ ନେଇ ଆସୁଛନ୍ତି। ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ଶୋ’ରେ ଅନେକ ବଡ଼ ବଡ଼ ଚେହେରାଙ୍କୁ ଦେଖିବାକୁ ମିଳିପାରିବ। ‘ବିଗ୍‌ ବସ୍‌’ ଶୋ’ରେ ଏ ପର୍ଯ୍ୟନ୍ତ ଅନେକ…

ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିବା ପରେ ଏବେ ‘ବିଗ୍‌ ବସ୍‌’ରେ ନଜର ଆସୁଛନ୍ତି ପ୍ରକୃତି ମିଶ୍ର !

ମୁମ୍ବାଇ: କଲର୍ସ ଟିଭିର ରିଆଲିଟି ଶୋ’ ବିଗ୍‌ ବସ୍‌-୧୬ ରେ ନଜର ଆସିବେ ଓଡ଼ିଆ ଲଳନା ପ୍ରକୃତି ମିଶ୍ର। ପୁଣିଥରେ ପ୍ରକୃତିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରକୃତି ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ର ସହ କେତେକ ଟିିଭି ଶୋ’ରେ ମଧ୍ୟ କାମ କରିଛନ୍ତି। ପ୍ରକୃତି ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି।…

ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ବିବାଦ ମାମଲା: ୨୯ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି

କଟକ(କେନ୍ୟୁଜ୍):  ଅଭିନେତା ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ବିବାଦ ମାମଲାରେ ପ୍ରକୃତି ମିଶ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଆଜି ଏହି ମାମଲାର ଶୁଣାଣି କରି ମାମଲାର ସ୍ଥିତି ସମ୍ପର୍କରେ ଅବଗତ ହେବା ପାଇଁ ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ…

ଆଜି ହାଇକୋର୍ଟରେ ହେବ ଅଭିନେତ୍ରୀ ପ୍ରକୃତି ମିଶ୍ର କରିଥିବା ଆବେଦନର ଶୁଣାଣି

କଟକ(କେନ୍ୟୁଜ୍): ଆଜି ହାଇକୋର୍ଟରେ ହେବ ଅଭିନେତ୍ରୀ ପ୍ରକୃତି ମିଶ୍ର କରିଥିବା ଆବେଦନର ଶୁଣାଣି । ତାଙ୍କୁ ଆକ୍ରମଣ ଘଟଣାରେ ଅଭିନେତା ବାବୁସାନଙ୍କ ପତ୍ନୀ ତୃପ୍ତୀ ଶତପଥୀ ଓ ଶ୍ୱଶୁର ଲଳିତ ଶତପଥୀଙ୍କ ନାଁରେ କମିଶନରେଟ ପୋଲିସର କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ଅଭିଯୋଗ କରି ହାଇକୋର୍ଟଙ୍କ…

ଭୁବନେଶ୍ୱର କୋର୍ଟରେ ପ୍ରକୃତି ମିଶ୍ର, ୫ କୋଟି ଟଙ୍କାର କଲେ ମାନହାନୀ ମକଦ୍ଦମା

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର କୋର୍ଟରେ ପ୍ରକୃତି ମିଶ୍ର ଓ ତାଙ୍କ ଓକିଲ ବ୍ୟୋମକେଶ। ୫ କୋଟି ଟଙ୍କାର ମାନହାନୀ ମକଦ୍ଦମା କଲେ ପ୍ରକୃତି ମିଶ୍ର। ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥି ଓ ଶ୍ୱଶୁରଙ୍କ ନାଁରେ ମକଦ୍ଦମା କରିଛନ୍ତି।...ଜୁଲାଇ ୨୩ ତାରିଖରେ ବାବୁସାନଙ୍କ ଗାଡ଼ିରେ ପ୍ରକୃତି…

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପ୍ରକୃତି, ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ନନେବାରୁ କୋର୍ଟରେ ମାମଲା କଲେ ଦାଏର

କଟକ (କେନ୍ୟୁଜ): ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ସେ କମିଶନରେଟ ପୋଲିସ ନିକଟରେ ଦେଇଥିବା ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ପ୍ରକୃତି । ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଏକ ପିଟିସନ ମାଧ୍ୟମରେ ସେ…

‘ଦ୍ରୌପଦୀ’ ସାଜିବେ ପ୍ରକୃତି ମିଶ୍ର, ସେୟାର କଲେ ଫିିଲ୍ମର ପ୍ରଥମ ପୋଷ୍ଟର

ଦ୍ରୌପଦୀ ସାଜିବେ ପ୍ରକୃତି ମିଶ୍ର। ପରଦାରେ ଦ୍ରୌପଦୀଙ୍କ ଚରିତ୍ର ନେଇ ଆସୁଛନ୍ତି ପ୍ରକୃତି ମିଶ୍ର । ନିକଟରେ ପ୍ରକୃତି ନିଜ ବ୍ୟକ୍ତିଗତ କାରଣ ପାଇଁ ଖୁବ ଚର୍ଚ୍ଚାରେ ରହିଥିଲେ। ତେବେ ଏହି ଚଳଚ୍ଚିତ୍ରର ଶୀର୍ଷକ ‘ଦ୍ରୌପଦୀ’ ଥିବା ବେଳେ ମୁଖ୍ୟ ଚରିତ୍ରରେ ପ୍ରକୃତି ମିଶ୍ର ଅଭିନୟ କରୁଛନ୍ତି ।…

ବିବାଦ ପରେ ନିଜ ଆଗାମୀ ଫିଲ୍ମ ସୁଟିଂ ପାଇଁ ମୁମ୍ବାଇ ଗଲେ ପ୍ରକୃତି ମିଶ୍ର

ଭୁବନେଶ୍ୱର(କେନ୍ୟୁଜ୍): ମୁମ୍ବାଇ ଗଲେ ପ୍ରକୃତି ମିଶ୍ର । ରାଜଧାନୀ ରାଜରାସ୍ତାରେ ବାବୁସାନ୍‌-ପ୍ରକୃତି-ତୃପ୍ତି ବିବାଦ ପରେ ମୁମ୍ବାଇ ଚାଲିଯାଇଥିବା ସୂଚନା ମିଳିଛି। ନିଜ ଆଗାମୀ ଫିଲ୍ମ ସୁଟିଂ ପାଇଁ ମୁମ୍ବାଇ ଯାଇଥିବା କହିଛନ୍ତି ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର। ତାଙ୍କ ସହ ମାଆ…

ଚେନ୍ନାଇରେ ପ୍ରକୃତିଙ୍କ ସହ ଫ୍ୟାମିଲି ଫଟୋ ସେୟାର କଲେ ମା’ କ୍ରିଷ୍ଣା, ଲେଖିଲେ ପ୍ରତିବନ୍ଧକ ପରେ ସମସ୍ତେ ହୋଇଛନ୍ତି…

ଭୁବନେଶ୍ୱର(କେନ୍ୟୁଜ୍): ଚେନ୍ନାଇରେ ପ୍ରକୃତି ମିଶ୍ର । ଚେନ୍ନାଇରେ ପ୍ରକୃତିଙ୍କ ସହ ବାପା ମନ୍ମଥ ଓ କୃଷ୍ଣପ୍ରିୟା ମିଶ୍ର । ବାବୁସାନ ଓ ପ୍ରକୃତିଙ୍କ ସମ୍ପର୍କକୁ ନେଇ ଦେଖାଦେଇଥିବା ଝଡ଼ ଥମିବାର ନା ଧରୁନି । ଗୋଟିଏ ପରେ ଗୋଟିଏ ଭିଡ଼ିଓ ଜାରି କରି ଦୁଇ ପରିବାରର ସଦସ୍ୟ ପରସ୍ପରକୁ ଦୋଷାରୋପ…

ସେଲିବ୍ରିଟିଙ୍କ ସମ୍ମାନର କଥା : ଘର କଳି ଘରେ ରହୁ, ଓଲିଉଡ୍‌ ବଞ୍ଚିକି ଥାଉ

କେନ୍ୟୁଜ୍(ବ୍ୟୁରୋ):  ଆମ ଓଲିଉଡ୍‌ ବଲିଉଡ୍‌ରୁ କିଛି କମ୍‌ ନୁହେଁ । ସେ ନାଁରେ ହେଉ କି ବଦନାମରେ । ଗତକାଲି ଠାରୁ ଓଲିଉଡ୍‌ ହିରୋ ବାବୁଶାନ୍‌ ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ଯେଉଁ ଘଟଣା ସବୁ ଘଟି ଚାଲିଛି ସେଥିରେ ନାଁ’ତ ହେଉନି ବଦନାମୀ ମିଳୁଛି । ଇଏ ଗୋଟିଏ ଘଟଣା ନୁହେଁ, ଗତ…