Browsing Tag

pramila mallick

ଓଡ଼ିଶା ବିଧାନସଭା ପାଇଲା ପ୍ରଥମ ମହିଳା ବାଚସ୍ପତି, ବିଧିବଦ୍ଧ ଭାବେ ଦାୟୀତ୍ୱ ନେଲେ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର (କେନ୍ୟୁଜ): ଇତିହାସ ରଚିଲା ଓଡିଶା ବିଧାନସଭା। ପ୍ରଥମ ମହିଳା ବାଚସ୍ପତି ହେଲେ ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ। ବିଧିବଦ୍ଧ ଭାବେ ଦାୟୀତ୍ୱ ନେଲେ ପ୍ରମିଳା ମଲ୍ଲିକ। ଏନେଇ ଗୃହରେ ଉପ ବାଚସ୍ପତି ବିଧିବଦ୍ଧ ଭାବେ ଘୋଷଣା କରିଥିଲେ। ତାପରେ ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ…

ବିଧାନସଭାରେ ଆଉ ଶୁଭିବ ନାହିଁ ଅନରେବଲ ସ୍ପିକର ସାର୍, ଏଣିକି ଶୁଭିବ ଅନରେବଲ ମାଡାମ

ଭୁବନେଶ୍ୱର (କେନ୍ୟୁଜ): ଇତିହାସ ରଚିବ ଓଡ଼ିଶା ବିଧାନସଭା। ପ୍ରଥମ ଥର ବାଚସ୍ପତି ପଦରେ ବସିବେ ଜଣେ ମହିଳା। ପ୍ରମିଳା ମଲ୍ଲିକ ହେବେ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି । ଆଜି ବାଚସ୍ପତି ପଦ ପାଇଁ ନିର୍ବାଚନ ରହିଛି । ପ୍ରମିଳା ମଲ୍ଲିକଙ୍କ ବ୍ୟତୀତ ଅନ୍ୟ କେହି ନାମାଙ୍କନ ଭରି…

ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର (କେନ୍ୟୁଜ): ବିଧାନସଭାର ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପ୍ରମିଳା ମଲ୍ଲିକ। ଏଥିପାଇଁ ସେ ରାଜସ୍ବ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ନାମାଙ୍କନ ପତ୍ର ଦାଖଲ ସମୟରେ ବିଜେଡିର ମନ୍ତ୍ରୀ ଓ ବିଧାୟକ ମାନେ ଉପସ୍ଥିତ ଥିଲେ। ଏହା ପୂର୍ବରୁ ପ୍ରମିଳା ମୁଖ୍ୟମନ୍ତ୍ରୀ…

ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରମିଳା ମଲ୍ଲିକ, ବାଚସ୍ପତି ପଦ ପାଇଁ ଭରିବେ ନାମାଙ୍କନ

ଭୁବନେଶ୍ୱର (କେନ୍ୟୁଜ): ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ପ୍ରମିଳା ମଲ୍ଲିକ । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ପ୍ରମିଳା । ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ପ୍ରମିଳା । ଆଜି ବାଚସ୍ପତି ପଦ…

ଓଡ଼ିଶା ବିଧାନସଭାରେ ସୃଷ୍ଟି ହେବ ଇତିହାସ : ପ୍ରମିଳା ମଲ୍ଲିକ ହେବେ ପ୍ରଥମ ମହିଳା ବାଚସ୍ପତି

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ବିଧାନସଭାରେ ସୃଷ୍ଟି ହେବ ଇତିହାସ। ପ୍ରଥମ ଥର ଜଣେ ମହିଳା ହେବେ ବାଚସ୍ପତି । ବିଧାନସଭାରେ ନୂଆ ବାଚସ୍ପତି ହେବେ ବରିଷ୍ଠ ବିଧାୟିକା ତଥା ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ତାଙ୍କୁ ବିଜେଡି ପ୍ରାର୍ଥୀ କରିଛି । ଆଜି ସେ ନାମାଙ୍କନ ଦାଖଲ କରିବେ ।…

ପ୍ରମିଳା ମଲ୍ଲିକ ହେବେ ବିଜେଡିର ବାଚସ୍ପତି ପ୍ରାର୍ଥୀ, କାଲି ନାମାଙ୍କନ ପତ୍ର ଦାଖଲ କରିବେ

କେନ୍ୟୁଜ୍(ବ୍ୟୁରୋ):  ପ୍ରମିଳା ମଲ୍ଲିକ ହେବେ ବିଜେଡିର ବାଚସ୍ପତି ପ୍ରାର୍ଥୀ । ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ହେବେ ବିଜେଡିର ବାଚସ୍ପତି ପ୍ରାର୍ଥୀ । କାଲି ନାମାଙ୍କନ ପତ୍ର ଦାଖଲ କରିବେ ପ୍ରମିଳା। ଆସନ୍ତା ୨୨ ତାରିଖରେ ହେବ ବାଚସ୍ପତି ନିର୍ବାଚନ ।  ପ୍ରମିଳା ପ୍ରଥମଥର ଜନତା ଦଳରୁ…

ବଢ଼ିପାରେ ଯୁକ୍ତ ଦୁଇ ସିଟ୍ ! ଗଣଶିକ୍ଷାମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର (କେନ୍ୟୁଜ): ବଢ଼ିପାରେ ଯୁକ୍ତ ଦୁଇ ସିଟ୍ ସଂଖ୍ୟା । ଆବଶ୍ୟକ ସ୍ଥଳରେ ଯୁକ୍ତ ଦୁଇ କଲେଜ ଗୁଡିକରେ ସିଟ୍ ବଢ଼ାଯିବ । ଜିଲ୍ଲାର ଆବଶ୍ୟକତା ଦେଖି ସିଟ୍ ବଢ଼ାଯିବ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ପ୍ରମିଳା ମଲ୍ଲିକ । କାରଣ ମେ’ ୧୮ ତାରିଖରେ ମାଟ୍ରିକ ରେଜଲ୍ଟ…

ପ୍ରମିଳା ମଲ୍ଲିକଙ୍କୁ ମିଳିଲା ୨ଟି ବିଭାଗର ବଡ଼ ଦାୟିତ୍ବ, ନିଜ ବିଭାଗ ସହ ଶ୍ରମ ଓ ଶିକ୍ଷା ବିଭାଗର ଦାୟିତ୍ବ ତୁଲାଇବେ

କେନ୍ୟୁଜ୍(ବ୍ୟୁରୋ):  ବିପର୍ଯ୍ୟୟ ଓ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ମିଳିଲା ୨ଟି ବିଭାଗର ବଡ଼ ଦାୟିତ୍ବ। ନିଜ ବିଭାଗ ସହ ଅତିରିକ୍ତ ଦୁଇଟି ବିଭାଗର ଦାୟିତ୍ବ ତୁଲାଇବେ। ଗତକାଲି ଗଣଶକ୍ଷା ବିଭାଗର ମନ୍ତ୍ରୀ ସମୀର ଦାସଙ୍କ ସହ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ।…

ଧାମନଗର ବିଧାନସଭା ଉପନିର୍ବାଚନରେ ୨୦ରୁ ୨୫ ହଜାର ଭୋଟ ବ୍ୟବଧାନରେ ଜିତିବ ବିଜେଡି: ପ୍ରମିଳା ମଲ୍ଲିକ

ଭଦ୍ରକ(କେନ୍ୟୁଜ୍): ଧାମନଗର ବିଧାନସଭା ଉପନିର୍ବାଚନରେ ୨୦ରୁ ୨୫ ହଜାର ଭୋଟ ବ୍ୟବଧାନରେ ଜିତିବ ବିଜେଡି। ଦଳର ବିଜୟ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ମହିଳା, ଯୁବକ, ଛାତ୍ରଙ୍କ ଭୋଟ ବିଜେଡି ଖାତାକୁ ଆସିଛି। ସବୁ ମହିଳା ଭୋଟ ବିଜେଡି ସପକ୍ଷରେ ଆସିଛି।…

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ଭାବେ ଆଜିଠୁ ଇନିଂସ ଆରମ୍ଭ କଲେ ପ୍ରମିଳା ମଲ୍ଲିକ

କେନ୍ୟୁଜ୍(ବ୍ୟୁରୋ):ମହିଳାଙ୍କୁ ଗୁରୁଦାୟିତ୍ୱ। ରାଜ୍ୟରେ ପ୍ରଥମ ଥର ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ଜଣେ ମହିଳା। ଆଜି କାର୍ଯ୍ୟ ଆରମ୍ଭ କରିଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲିକ । ବିଭାଗୀୟ ଅଧିକାରୀଙ୍କ ସହ ପ୍ରଥମ ବୈଠକ କରିଛନ୍ତି । ବିପର୍ଯ୍ୟୟ…

ପ୍ରମିଳା ମଲ୍ଲିକଙ୍କୁ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ: କାରଣ ଦର୍ଶାଅ ନୋଟିସ୍‌ ଜାରି କଲେ…

କେନ୍ୟୁଜ୍(ବ୍ୟୁରୋ): ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ପରେ କାରଣ ଦର୍ଶାଅ ନୋଟିସ୍‌ । ବିଧାୟିକାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର । ପ୍ରମିଳା ମଲ୍ଲିକ ନିର୍ବାଚନ…

ସ୍କୁଲକୁ ବନ୍ଦ କରାଯାଇନାହିଁ ବରଂ ମିଶ୍ରଣ କରାଯାଇଛି : ପ୍ରମିଳା ମଲ୍ଲିକ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ସ୍କୁଲ ବନ୍ଦ ପ୍ରସଙ୍ଗରେ ବିଧାନସଭାରେ ସରକାର ଆଣିଲେ ମୋସନ । ସରକାରୀ ଦଳ ମୁଖ୍ୟ ସଚେତକ ସ୍କୁଲ ବନ୍ଦ ସମ୍ପର୍କିତ ପ୍ରସ୍ତାବ ଆଣିଛନ୍ତି । ପ୍ରସ୍ତାବ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଉଛି । ଗୃହକାର୍ଯ୍ୟ ସ୍ୱାଭାବିକ ଚାଲିଛି । ସ୍କୁଲକୁ ବନ୍ଦ…