Browsing Tag

pramod bhagat

ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ, ସ୍ୱର୍ଣ୍ଣ ଜିତିଲେ ପ୍ରମୋଦ ଭଗତ

ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଛନ୍ତି ପ୍ରମୋଦ ଭଗତ । ସିଙ୍ଗଲ୍ସ ଫାଇନାଲରେ ଇଂଲଣ୍ଡର ଡାନିଏଲ୍ ବେଥଲଙ୍କୁ ହରାଇ ଚାମ୍ପିଅନ୍ ହୋଇଛନ୍ତି ।  ସେ ଡାନିଏଲଙ୍କୁ ୧୪-୨୧, ୨୧-୧୫, ୨୧-୧୪ ସେଟରେ ହରାଇଛନ୍ତି । ଏହି ବିଜୟ ସହ ପ୍ରମୋଦ ଭଗତ ପଞ୍ଚମ ଥର ପାଇଁ ବିଶ୍ୱ ପାରା…

ପାରା ଏସିଆନ ଗେମ୍ସରେ ଓଡ଼ିଶା ପାଇଁ ଗୌରବ ଆଣିଲେ ପ୍ରମୋଦ ଭଗତ, ୨ କୋଟି ଟଙ୍କା ପୁରସ୍କାର ଦେବେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ସୁନା ଜିତିଲେ ସୁନା ପୁଅ । ଓଡ଼ିଶା ପାଇଁ ଗୌରବ ଆଣିଲେ ପାରା ଆଥଲେଟ୍ ପ୍ରମୋଦ ଭଗତ । ପାରା ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ ଭଗତ । ବ୍ୟାଡମିଣ୍ଟନ ସିଙ୍ଗିଲ୍ସରେ ପ୍ରମୋଦ ଜିତିଛନ୍ତି ଗୋଲ୍ଡ ମେଡାଲ । ନିଜ ଦେଶର ନିତେଶ କୁମାରଙ୍କୁ ହରାଇ ସେ…

ଏସୀୟ ପାରା କ୍ରୀଡ଼ା, ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଲେ ପ୍ରମୋଦ ଭଗତ

(କେନ୍ୟୁଜ): ଚୀନ୍‌‌ର ହାଙ୍ଗଝୋଉରେ ଚାଲିଥିବା ଚତୁର୍ଥ ଏସୀୟ ପାରା କ୍ରୀଡ଼ାରେ ଓଡ଼ିଆ ଅଭିଜ୍ଞ ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଏକକରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏକକ ଫାଇନାଲରେ ନିଜ ଦେଶର ନୀତେଶ କୁମାରଙ୍କୁ ୨୨-୨୦,୧୮-୨୧,୨୧-୧୯ ରେ ପରାଜିତ କରି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି।…

ପ୍ରମୋଦଙ୍କୁ ପୁଣି ଏକ ପୁରସ୍କାର, ଟାଇମ୍ସ ଅଫ୍ ଇଣ୍ଡିଆ ସ୍ପୋର୍ଟସ ଆୱାର୍ଡରେ ସମ୍ମାନିତ

ଭୁବନେଶ୍ୱର (କେନ୍ୟୁଜ) : ଟୋକିଓ ପାରା ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ତଥା ପଦ୍ମଶ୍ରୀ ସମ୍ମାନ ହାସଲକରିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତ ପୁଣି ଥରେ ଟାଇମ୍ସ ଅଫ୍ ଇଣ୍ଡିଆ ସ୍ପୋର୍ଟସ ଆୱାର୍ଡ (ଟିଓଆଇଏସ୍ଏ)ରେ ପାରା ବ୍ୟାଡମିଣ୍ଟନ୍ ପ୍ଲେୟାର୍ ଅଫ୍ ଦ ଇୟର୍ ବିବେଚିତ ହୋଇଛନ୍ତି। ଶୁକ୍ରବାର…

ସ୍ପାନିସ ପାରାବ୍ୟାଡ୍‌ମିଣ୍ଟନ୍‌ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କ କମାଲ୍, ଜିତିଲେ…

ଭୁବନେଶ୍ବର(କେନ୍ଯୁଜ୍):  ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କ କମାଲ୍ । ସ୍ପେନ୍‌ର ଭିଟୋରିଆରେ ଆୟୋଜିତ ସ୍ପାନିସ ପାରାବ୍ୟାଡ୍‌ମିଣ୍ଟନ୍‌ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି ହ୍ୟାଟ୍ରିକ୍‌ ସ୍ବର୍ଣ୍ଣ ପଦକ । ସେ ପୁରୁଷ ଏକକ ଓ ଯୁଗଳ ସାଙ୍ଗକୁ ମିଶ୍ରିତ ଯୁଗଳରେ ଏହି ସଫଳତା ହାସଲ…

ଜାତୀୟ ସ୍ତରରେ ଗୌରବ ଆଣିଲେ ଓଡିଆ ପୁଅ, ପ୍ରମୋଦ ଏବଂ ବରିଷ୍ଠ କ୍ରୀଡା ସାମ୍ବାଦିକ ସମ୍ବିତ ମହାପାତ୍ରଙ୍କୁ ଏସଜେଏଫ୍‌ଆଇ…

ଜାତୀୟ ସ୍ତରର ଗୌରବ ଆଣିଛନ୍ତି ପାରାଅଲିମ୍ପିକ୍ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ଏବଂ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସମ୍ବିତ ମହାପାତ୍ର। ମଙ୍ଗଳବାର ଗୌହାଟୀରେ ଅନୁଷ୍ଠିତ ଏସ୍‌ଜେଏଫଆଇ (ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ)ର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌)ରେ ପ୍ରମୋଦଙ୍କୁ ବର୍ଷର…

ଓଡିଶା ପାଇଁ ଗର୍ବର ଖବର: ପାରା ଅଲମ୍ପିଆନ ପ୍ରମୋଦ ଭଗତ ପାଇବେ ଖେଳରତ୍ନ ପୁରସ୍କାର

କେନ୍ୟୁଜ୍(ବ୍ୟୁରୋ):  ଘୋଷଣା ହେଲା ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର।  ପାରା ଅଲମ୍ପିଆନ ପ୍ରମୋଦ ଭଗତ ପାଇବେ ଖେଳରତ୍ନ ପୁରସ୍କାର।  ପ୍ରମୋଦଙ୍କ ସମେତ  ୧୨ ଜଣ ଖେଳାଳି ପାଇବେ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର।  ଖେଳ ରତ୍ନପାଇବାରେ ପ୍ରମୋଦ ଭଗତ ହେବେ ପ୍ରଥମ ଓଡିଆ। ମେଜର…

ସୁନାପୁଅଙ୍କୁ ୬ କୋଟି ଟଙ୍କାର ପୁରସ୍କାର ସହ ମିଳିଲା A ଲେବୁଲ ଚାକିରିର ନିଯୁକ୍ତି ପତ୍ର, ପ୍ରମୋଦ କହିଲେ ଡେପ୍ୟୁଟି…

କେନ୍ୟୁଜ୍(ବ୍ୟୁରୋ):ଟୋକିଓ ପାରାଅଲିମ୍ପିକ୍‌ସ ବ୍ୟାଡମିଣ୍ଟନ ସିଙ୍ଗଲସ୍‌ରେ ସ୍ୱର୍ଣ୍ଣପଦକ ବିଜୟୀ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରମୋଦଙ୍କୁ ରାଜ୍ୟ ସରକାର ୬ କୋଟିର ପୁରସ୍କାର ପ୍ରଦାନ କରାଯାଇଛି । ଏହା ସହ ସରକାରୀ ଚାକିରିରେ ତାଙ୍କୁ ଗ୍ରୁପ ଏ…

ଓଡିଶା ଫେରିଲେ ସୁନାପୁଅ ଭଗତ, ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନାରେ ପାଛୋଟି ନେଲେ ଲୋକେ

ଭୁବନେଶ୍ୱର(କେ ନ୍ୟୁଜ): ଘରକୁ ଫେରିଲେ ସୁନାପୁଅ ପ୍ରମୋଦ ଭଗତ । ଟୋକିଓ ପାରାଅଲିମ୍ପିକ୍‌ସ ବ୍ୟାଡମିଣ୍ଟନ ସିଙ୍ଗଲସ୍‌ରେ ସ୍ୱର୍ଣ୍ଣପଦକ ବିଜୟ ଲାଭ କରିଥିଲେ ପ୍ରମୋଦ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିଭିନ୍ନ ସ୍ଥାନରେ ସ୍ୱାଗତ ସହ ଶୋଭାଯାତ୍ରାରେ କଳିଙ୍ଗ ଷ୍ଟାଡିୟମ…

ସ୍ୱର୍ଣ୍ଣପଦକ ବିଜେତା ପ୍ରମୋଦଙ୍କୁ ୬କୋଟି ଟଙ୍କା ସହ ମିଳିଲା ଗ୍ରୁପ ‘ଏ’ ସରକାରୀ ଚାକିରି

ଭୁବନେଶ୍ୱର(କେନ୍ୟୁଜ): ପ୍ରମୋଦ ଭଗତଙ୍କୁ ରାଜ୍ୟ ସରକାରଙ୍କ ୬କୋଟିର ପୁରସ୍କାର ଘୋଷଣା। ଟୋକିଓ ପାରା ଅଲିମ୍ପିକ୍‌ସରେ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣପଦକ ବିଜେତା ପ୍ରମୋଦ ଭଗତଙ୍କୁ ୬କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ଭୁବନେଶ୍ୱରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ପାରାଅଲିମ୍ପିକ ଚାମ୍ପିୟନ ପ୍ରମୋଦ ଭଗତଙ୍କ ବିଷୟରେ ଜାଣନ୍ତୁ

ବିଶ୍ୱର ଏକ ନମ୍ୱର ଖେଳାଳି ଏବେ ପାରାଅଲିମ୍ପିକ ଚାମ୍ପିୟନ । ଓଡ଼ିଶାର ପ୍ରମୋଦ ଭଗତ ଟୋକିଓରେ ଚାଲିଥିବା ପାରାଅଲିମ୍ପିକ ବ୍ୟାଡ଼ମିଣ୍ଟନରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ନିଜର ନିଷ୍ଠା, ପରିଶ୍ରମ ଯୋଗୁ ଆଜି ସେ ଏ ସ୍ଥାନରେ ପହଂଚି ପାରିଛନ୍ତି । ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।…