Browsing Tag

pranab prakash dash

OCAରେ ଆରମ୍ଭ ହେଲା ପ୍ରଣବଙ୍କ ଇନିଂସ, ସଭାପତି ଭାବେ ଦାୟିତ୍ୱ ନେଲେ

କଟକ(କେନ୍ୟୁଜ୍):  ଆରମ୍ଭ ହେଲା ବବିଙ୍କ କ୍ରିକେଟ ଇନିଂସ । ଆଜି ଓଡ଼ିଶା କ୍ରିକେଟ ଆସୋସିଏସନ୍‌ର ସଭାପତି ଭାବେ ଦାୟିତ୍ୱ ନେଲେ ବିଧାୟକ ପ୍ରଣବ ପ୍ରକାଶ ଦାଶ । ପଙ୍କଜ ଲୋଚନ ମହାନ୍ତି ହେଲେ ଉପସଭାପତି । ସଞ୍ଜୟ ବେହେରା ପୁଣି ହେଲେ ଓସିଏ ସମ୍ପାଦକ । କୋଷାଧ୍ୟକ୍ଷ ହେଲେ ଖୋର୍ଦ୍ଧାର ବିକାଶ…

 ଆରଡି ଆଖଣ୍ଡଳମଣୀ ପୀଠ ବୁଲି ଦେଖିଲେ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ୍,  ମନ୍ଦିରର  ମାଷ୍ଟରପ୍ଲାନ…

ଚାନ୍ଦବାଲି(କେନ୍ୟୁଜ୍):ବିଜେଡି ସାଗଂଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳଣମଣୀ ପୀଠ ଗସ୍ତ କରି ପୀଠରେ ଜାରି ରହିଥିବା ଉନ୍ନତି ମୂଳକ କାମ ବୁଲି ଦେଖିଥିଲେ ।  ଏହି ସମୟରେ  ପୀଠର ସୁବିଧା ଓ ଅସୁବିଧା ସମ୍ବଦ୍ଧରେ ସ୍ଥାନୀୟ…