ବଦଳୁଛି ରୂପରେଖ, ଯାଜପୁର ସହରର ମୁଖଶାଳା ହେବ ମାଳଆନନ୍ଦପୁର : ପ୍ରଣବ ପ୍ରକାଶ
ଯାଜପୁର ଟାଉନ୍ (କେନ୍ୟୁଜ୍) : ଯାଜପୁର ସହରର ମୁଖଶାଳା ପାଲଟିବ ମାଳଆନନ୍ଦପୁର । ବ୍ରଜନଗର ଆଦି ଅଞ୍ଚଳର ରୂପରେଖ ବଦଳି ଯିବ । ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଏହି ଅଞ୍ଚଳରେ ହେବାକୁ ଥିବା ପ୍ରକଳ୍ପ ଯୋଗୁଁ ସବୁଠୁ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ । ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରୁ ବହୁ ବଡ଼ ବଡ଼…