Browsing Tag

Pratap jena

ପ୍ରତାପ ଓ ସଞ୍ଜୟଙ୍କୁ ବିଜେଡିର ବଡ ଦାୟିତ୍ୱ, କେନ୍ଦ୍ରପଡ଼ା ଓ ଭଦ୍ରକ ପାଇଁ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ

ଭୁବନେଶ୍ୱର (କେନ୍ୟୁଜ): ବିଧାୟକ ପ୍ରତାପ ଜେନା ଓ ସଞ୍ଜୟ ଦାସବର୍ମାଙ୍କୁ ବଡ ଦାୟିତ୍ୱ । ପ୍ରତାପ ଜେନାଙ୍କୁ କେନ୍ଦ୍ରପଡ଼ା ଏବଂ ସଞ୍ଜୟ ଦାସବର୍ମାଙ୍କୁ ଭଦ୍ରକ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛି ବିଜୁ ଜନତା ଦଳ । ଉଭୟ ନେତାଙ୍କୁ ପର୍ଯ୍ୟବେପକ୍ଷ ଭାବେ ଦାୟିତ୍ୱ ଦେଇଛନ୍ତି ଦଳର…

ସାଲେପୁର ଜେଏମଏଫସି କୋର୍ଟରେ ଓକିଲଙ୍କ ଜରିଆରେ ହାଜର ହେବେ ପ୍ରତାପ ଜେନା, ୧୮ରେ ହେବ ଶୁଣାଣି

କଟକ(କେନ୍ୟୁଜ୍): ସାଲେପୁର ଜେଏମଏଫସି କୋର୍ଟରେ ପ୍ରତାପ ଜେନାଙ୍କ ବ୍ୟକ୍ତିଗତ ହାଜିରା ମାମଲାରେ ବ୍ୟକ୍ତିଗତ ନ ହୋଇ ଓକିଲଙ୍କ ଜରିଆରେ ହାଜର ହେବେ ବୋଲି ପ୍ରତାପ ଜେନା ଆବେଦନ କରିଥିବା ବେଳେ ଏହି ମାମଲାର ଶୁଣାଣି ଆସନ୍ତା ୧୮ ତାରିଖରେ ହେବ ବୋଲି ଧାର୍ଯ୍ୟ କରାଯାଇଛି। ସିଆରପିସିର ୨୦୫ ଧାରା…

ବିଦ୍ୟାଳୟରେ ପାଠ ପଢ଼ାଇଲେ ବିଧାୟକ ପ୍ରତାପ ଜେନା, ପ୍ରଧାନଶିକ୍ଷକ ଓ ଅଭିଭାବକଙ୍କ ସହ କଲେ ଆଲୋଚନା

ମାହାଙ୍ଗା(କେନ୍ୟୁଜ୍): ବିଧାୟକ ପଢ଼ାଇଲେ ପାଠ। 5T ବିଦ୍ୟାଳୟ ପରିଦର୍ଶନ ସହ ପିଲାଙ୍କ ଦକ୍ଷତା ପାଇଁ କିଛି ସମୟ ଧରି ମାହାଙ୍ଗା ମହାବୀର ବିଦ୍ୟାପୀଠରେ ପଢ଼ାଇଥିଲେ ବିଧାୟକ ପ୍ରତାପ ଜେନା। କଟକ ଜିଲ୍ଲା ପ୍ରକଳ୍ପ ଅଧିକାରୀ, ମାହାଙ୍ଗା ବ୍ଲକ ଶିକ୍ଷାଧିକାରୀ , ସ୍ଥାନୀୟ ବିଡିଓ , ବହୁ…

ପଞ୍ଚାୟତ ନିର୍ବାଚନ ଘୁଞ୍ଚିବାର ସମ୍ଭାବନା ନାହିଁ, ଠିକ୍‌ ସମୟରେ ବିଜ୍ଞପ୍ତି ଜାରି ହେବା ସହ ନିର୍ବାଚନ ହେବ: ପ୍ରତାପ…

କେନ୍ୟୁଜ୍(ବ୍ୟୁରୋ): ବାଜି ସାରିଛି ପଞ୍ଚାୟତ ନିର୍ବାଚନ ବିଗୁଲ୍‌ । ରାଜ୍ୟ ସରକାରଙ୍କ ପକ୍ଷରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ରିପୋର୍ଟ ନିର୍ବାଚନ କମିଶନରଙ୍କୁ ପ୍ରଦାନ କରାଯାଇଛି । କୌଣସି ପରିସ୍ଥିତିରେ ନିର୍ବାଚନ ଘୁଂଚିବାର ସଂଭାବନା ନାହିଁ ବୋଲି କହିଛନ୍ତି ମନ୍ତ୍ରୀ…

୨୦୨୩ ସୁଦ୍ଧା ବସ୍ତି ମୁକ୍ତ ହେବ ଓଡ଼ିଶା, ପ୍ରାୟ ୭୦ ହଜାର ଲୋକଙ୍କୁ ଦିଆଯିବ ସରକାରୀ ପଟ୍ଟା

ଭୁବନେଶ୍ବର: ୨୦୨୩ ସୁଦ୍ଧା ବସ୍ତି ମୁକ୍ତ ହେବ ଓଡ଼ିଶା । ରାଜ୍ୟରେ ୨୯୯୨ ବସ୍ତିରେ ପ୍ରାୟ ୭୦ ହଜାର ଲୋକଙ୍କୁ ଦିଆଯିବ ସରକାରୀ ପଟ୍ଟା । ଅନ୍ୟ ଜନବସତି ଅଞ୍ଚଳ ସହ ବସ୍ତି ଅଞ୍ଚଳରେ ବି ସାମଗ୍ରିକ ବିକାଶ କରାଯିବ । ରାଜ୍ୟରେ ଆଉ ରହିବ ନାହିଁ ବସ୍ତି । ବସ୍ତିବାସିନ୍ଦାଙ୍କ ନିକଟରେ ସରକାର…

ମାହାଙ୍ଗା ଡବଲ୍‌ ମର୍ଡର ଘଟଣା: ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା, କହିଲେ ଦୋଷୀ ଗିରଫ ହେଉ ଓ ତାକୁ ଦଣ୍ଡ…

ମାହାଙ୍ଗା: ମାହାଙ୍ଗାରେ ଡବଲ୍‌ ମର୍ଡର ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମାହାଙ୍ଗା ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା । କହିଛନ୍ତି, ତାଙ୍କର ବ୍ୟକ୍ତିଗତ ଭାବେ ଉଦ୍ୟମ ରହିବ ଦୋଷୀ ଗିରଫ ହୁଅନ୍ତୁ ଓ କଠୋରରୁ କଠୋର ଦଣ୍ଡ ମିଳୁ । ଯେତେବେଳେ ଓଡ଼ିଶାରେ କିଛି ଘଟଣା ଘଟୁଛି ଦୋଷୀ ଗିରଫ…

ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ମଧ୍ୟ ବ୍ୟାପକ ଆୟୋଜନ କରିଛନ୍ତି : ପ୍ରତାପ ଜେନା

ଭୁବନେଶ୍ବର: ବହୁତ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିବା ପାଇଁ ପଞ୍ଜୀକରଣ କରିଛନ୍ତି । ସେମାନଙ୍କୁ ଆଣିବା ପାଇଁ ରାଜ୍ୟ ସରକାର ମଧ୍ୟ ବ୍ୟାପକ ଆୟୋଜନ କରିଛନ୍ତି । ୬୭୯୮ ଗ୍ରାମପଞ୍ଚାୟତରେ ପାଖାପାଖି ୧୪୦୦୦ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ୫ ଲକ୍ଷ ଶଯ୍ୟାର କ୍ବାରାଣ୍ଟାଇନ କେନ୍ଦ୍ର…

ପୁରୀ: ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବାର ଏବେ କୌଣସି ପ୍ରସ୍ତାବ ନାହିଁ, ବିଧାନସଭାରେ ଉତ୍ତର ରଖିଲେ ଆଇନ ମନ୍ତ୍ରୀ…

ପୁରୀ(କେନ୍ୟୁଜ୍): ଏବେ ପୁରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବାର କୌଣସି ପ୍ରସ୍ତାବ ନାହିଁ । ୧୩ ମେ ୧୯୭୮ରୁ ୨୩ ଜୁଲାଇ ୧୯୭୮ ମଧ୍ୟରେ ତାଲିକା କରାଯାଇଥିବା ସୁନା ରୂପା ସାମଗ୍ରୀ ସୁରକ୍ଷିତ ଥିବା ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ୧୯୮୫…

ଆଇନ ମନ୍ତ୍ରୀଙ୍କ ଅଚାନକ ଖୋର୍ଦ୍ଧା ବ୍ଳକ ଗସ୍ତ, କର୍ମଚାରୀମାନେ ବିଳମ୍ବରେ ଅଫିସ ପହଞ୍ଚୁଥିବାରୁ ହେଲେ କ୍ଷୁବ୍ଧ

ଖୋର୍ଦ୍ଧା(କେନ୍ୟୁଜ୍) ଅଚାନକ ଖୋର୍ଦ୍ଧା ବ୍ଳକ କାର୍ଯ୍ୟାଳୟ ଗ୍ରସ୍ତ କରିଛନ୍ତି ପଞ୍ଚାୟତିରାଜ, ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା । ଦିନ ୧୦ଟାରେ କାର୍ଯ୍ୟାଳୟରେ ପହଞ୍ଚିବା ବେଳେ ସେଠାରେ ବିଡିଓଙ୍କ ସମେତ ବହୁ ସରକାରୀ ଅଧିକାରୀ ଓ କର୍ମଚାରୀ ଅନୁପସ୍ଥିତ ଥିବାରୁ ସେ କ୍ଷୁବ୍ଧ…

ଖୁବ ଶୀଘ୍ର କଟକରେ ଆରମ୍ଭ ହେବ ବିଶ୍ୱ ସ୍ତରୀୟ ମ୍ୟୁନିସିପାଲ ସର୍ଭିସେସ ପାଭିଲିଆନ, ମନ୍ତ୍ରୀ ପ୍ରତାପ ଜେନାଙ୍କ ଘୋଷଣା

କଟକ(କେନ୍ୟୁଜ୍):  ମହାନଗର ନିଗମ ପାଇଁ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବଡ ଘୋଷଣା । ଖୁବ ଶୀଘ୍ର ଆରମ୍ଭ ହେବ ବିଶ୍ୱ ସ୍ତରୀୟ ମ୍ୟୁନିସିପାଲ ସର୍ଭିସେସ ପାଭିଲିଆନ । ପ୍ରଥମେ କଟକରୁ ୩ଟି ପାଭିଲିଆନ ଆରମ୍ଭ ହେବାକୁ ଯାଉଥିବା ବେଳେ ସବୁ ମହାନଗରରେ ଏଭଳି ପାଭିଲିଆନ କରାଯିବ । ଏଠାରେ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ଜମି ଜମା ବିକ୍ରି ନେଇ ନୂଆ ପଲିସିରେ ଅତ୍ୟଧିକ…

ପୁରୀ(କେନ୍ୟୁଜ୍) : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା । ମନ୍ଦିର ପ୍ରଶାସନ ପକ୍ଷରୁ ଜମି ଜମା ବିକ୍ରି ନେଇ ନୂଆ ପଲିସିରେ ଅତ୍ୟଧିକ ଦର ପ୍ରସଙ୍ଗରେ ମତ ରଖିଛନ୍ତି । ଆଇନ ମନ୍ତ୍ରୀ କହିଛନ୍ତି, ଶ୍ରୀମନ୍ଦିର ଜମିଜମା ୟୁନିଫର୍ମ ପଲିସିକୁ ନେଇ ସରକାର କୈଣସି…

ଆକ୍ସନ ମୁଡରେ ମନ୍ତ୍ରୀ, ପ୍ରତିମାସ ୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ନିଜ ବିଭାଗ କାମ ସମ୍ପର୍କରେ ଦେବେ ରିପୋର୍ଟ

କଟକ : ପ୍ରତିମାସ ୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ନିଜ ବିଭାଗ କାମ ସମ୍ପର୍କରେ ରିପୋର୍ଟ ଦେବେ ମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗ୍ରାଉଣ୍ଡକୁ ଯାଉଛନ୍ତି ମନ୍ତ୍ରୀ । ଆଜି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କଟକ ଗସ୍ତ କରିଥିଲେ। କଟକ ମହାନଗର ନିଗମର ବିକାଶ ଭବନରେ ସହରର…