ବାଲେଶ୍ବର କାରାଗାରରେ କଏଦୀଙ୍କ ସହ ପ୍ରତାପ ଷଡଙ୍ଗୀ ପାଳିଲେ ରକ୍ଷାବନ୍ଧନ ଉତ୍ସବ
ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ଵର ଜିଲ୍ଲା କାରାଗାରରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ। ଆଜି ସନ୍ଧ୍ୟାରେ ବାଲେଶ୍ଵର ଜିଲ୍ଲା କାରାଗାରରେ ପହଞ୍ଚି ବନ୍ଦୀ ଜୀବନ ବିତାଉଥିବା କଏଦୀ ମାନଙ୍କ ସହ ରକ୍ଷା ବନ୍ଧନ ଉତ୍ସବ ପାଳିଥିଲେ । ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଜେଲରେ ବନ୍ଦୀ ଜୀବନ…