Browsing Tag

prathamastami

ଆଜି ଶ୍ରୀମନ୍ଦିରରେ ପୋଢ଼ୁଆଁ ହେବେ ବଡ଼ ଠାକୁର: ଲାଗି ହେବେ ମାମୁଁଘର ଆସିଥିବା ନୂଆ ପାଟବସ୍ତ୍ର

ପୁରୀ (କେନ୍ୟୁଜ): ଆଜି ମାର୍ଗଶୀର କୃଷ୍ଣପକ୍ଷ ଅଷ୍ଟମୀ ତିଥି। ଏହାକୁ ପ୍ରଥମାଷ୍ଟମୀ ତଥା ପଢ଼ୁଆଁ ଅଷ୍ଟମୀ ବୋଲି କୁହାଯାଏ। ଉତ୍କଳର ପ୍ରତି ଓଡ଼ିଆ ଘରର ଜ୍ୟେଷ୍ଠ ମାନଙ୍କୁ ପଢ଼ୁଆଁ କରାଯାଇଥାଏ। ହଳଦୀ ପତ୍ର ପିଠା ଭୋଗ ହେବା ସହ ବଡ଼ ସନ୍ତାନଙ୍କୁ ଦୂବ , ଚାଉଳ ଦେଇ ବନ୍ଦାପନା କରାଯାଇଥାଏ।…

ଆଜି ପ୍ରଥମାଷ୍ଟମୀ : ଗାଁଠୁ ସହର ଯାଏଁ ଏଣ୍ଡୁରୀ ପିଠାରେ ମହକୁଛି ଘର

ଭୁବନେଶ୍ୱର (କେନ୍ୟୁଜ): ଆଜି ପ୍ରଥମାଷ୍ଟମୀ । ମାର୍ଗଶିର ମାସର କୃଷ୍ଣପକ୍ଷ ଅଷ୍ଟମୀ ଓଡ଼ିଶାର ଏକ ପ୍ରମୁଖ ପର୍ବ । ଏହା ପ୍ରକୃତରେ ଜ୍ୟେଷ୍ଠ ସନ୍ତାନର ସମ୍ବର୍ଦ୍ଧନା। ଏହା ଓଡ଼ିଶାର ଏକ ପାରମ୍ପରିକ ପର୍ବ । ଏହା ଲୋକଭାଷାରେ ‘ପରୁହାଁ ଅଷ୍ଟମୀ’ ବା ‘ପଢ଼ୁଆଁ ଅଷ୍ଟମୀ’। ଏହିଦିନ ଜ୍ୟେଷ୍ଠ ସନ୍ତାନର…

ନିଆଳି ମାଧବାନନ୍ଦ ଜିୟୁଙ୍କ ପୀଠରୁ ଶ୍ରୀଜିଉଙ୍କ ପାଇଁ ଶ୍ରୀମନ୍ଦିର ଅଭିମୁଖେ ଗଲା ପ୍ରଥମାଷ୍ଟମୀ ଭାର

କେନ୍ୟୁଜ୍:  ନିଆଳିର ମାଧବାନନ୍ଦ ଜିୟୁଙ୍କ ପୀଠରୁ ଶ୍ରୀଜିଉଙ୍କ ପାଇଁ ଶ୍ରୀମନ୍ଦିର ଅଭିମୁଖେ ଗଲା ପ୍ରଥମାଷ୍ଟମୀ ଭାର। ଉତ୍କଳୀୟ ପରମ୍ପରାରେ ବାର ମାସରେ ତେର ପର୍ବ। ସେଥି ମଧ୍ୟରୁ ମାର୍ଗଶୀର କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳିତ ହୁଏ ପ୍ରଥମାଷ୍ଟମୀ । ଏହି ଦିନ ଘରର ଜ୍ୟେଷ୍ଠ ପୁଅ ଓ ଝିଅ ମାନେ…

ଚାରି ଆଡେ ମହ ମହ ବାସୁଛି ହଳଦୀ ପତ୍ର ପିଠା, ଆନନ୍ଦ ଉଲ୍ଲାସରେ ପାଳନ ହେଉଛି “ପ୍ରଥମାଷ୍ଟମୀ”

ପୁରୀ(କେ ନ୍ୟୁଜ): ପରମ୍ପରା ନେଇ ଗର୍ବ କରେ ଓଡ଼ିଆ। ପ୍ରତି ମାସରେ ପାଳିଥାଏ କିଛି ନା କିଛି ପର୍ବ । ଏଇ ଯେମିତି ପ୍ରଥମାଷ୍ଟମୀ । ଘରର ବଡ଼ମାନଙ୍କ ପାଇଁ ପାଳନ କରାଯାଇଥାଏ ଏହି ପର୍ବ । ନୂଆ ପୋଷାକ ସାଙ୍ଗକୁ ହଳଦି ପତର ପିଠାର ମହକରେ ମହକି ଉଠେ ଓଡ଼ିଆଙ୍କ ଘର ଆସନ୍ତୁ ପୁରୀ ଜିଲ୍ଲା ଜଗନ୍ନାଥପୁର…

ପ୍ରଥମାଷ୍ଟମୀ, ଜ୍ୟେଷ୍ଠ ମାନଙ୍କ ପାଇଁ ଦିନ ଟିଏ

ଓଡିଶାରେ ବାରମାସରେ ତେର ପର୍ବ ସବୁ ମାସରେ କିଛିନା କିଛି ପର୍ବ ପାଳନ କରିଥାନ୍ତି ଓଡିଶାବାସୀ । ଆଉ ଏହି ପର୍ବ ମାନଙ୍କ ମଧ୍ୟରେ ଅନ୍ୟତମ ପ୍ରଥମାଷ୍ଟମୀ । ମାର୍ଗଶିର ମାସର କୃଷ୍ଣପକ୍ଷ ଅଷ୍ଟମୀ ଓଡ଼ିଶାର ଏକ ପ୍ରମୁଖ ପର୍ବ। ଏହାକୁ ଲୋକଭାଷାରେ ‘ପୋରୁହାଁ ଅଷ୍ଟମୀ’ ବା ‘ପୋଢ଼ୁଆଁ ଅଷ୍ଟମୀ’ ବୋଲି…

ଆଜି ପୁରପଲ୍ଲୀରେ ପାଳିତ ହେଉଛି ପ୍ରଥମାଷ୍ଟମୀ ପର୍ବ, ପଢୁଆଁଙ୍କୁ କରାଯାଏ ପୂଜା-ଅର୍ଚ୍ଚନା

ପୁରୀ(କେନ୍ୟୁଜ୍‌): ପରମ୍ପରାକୁ ନେଇ ଗର୍ବ କରେ ଓଡ଼ିଆ। ଆଜି ପାଳିତ ହେଉଛି ପ୍ରଥମାଷ୍ଟମୀ ପର୍ବ।ଘରର ବଡ଼ମାନଙ୍କ ପାଇଁ ପାଳନ କରାଯାଇଥାଏ ଏହି ପର୍ବ । ନୂଆ ପୋଷାକ ସାଙ୍ଗକୁ ହଳଦି ପତର ପିଠାର ମହକରେ ମହକି ଉଠେ ପ୍ରତ୍ଯେକ ଓଡ଼ିଆଙ୍କ ଘର । ଆଜି ମାର୍ଗଶୀର ମାସ ଅଷ୍ଟମୀ । ଯାହା ପ୍ରଥମାଷ୍ଟମୀ…

ବାଙ୍କୀ: ପ୍ରଥମାଷ୍ଟମୀ ଭାରକୁ ନେଇ ନବବଧୂକୁ ସ୍ୱାମୀ ଓ ଶାଶୂ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ

ବାଙ୍କୀ(କେନ୍ୟୁଜ୍): ପ୍ରଥମାଷ୍ଟମୀ ଭାରକୁ ନେଇ ନବବଧୂକୁ ସ୍ୱାମୀ ଓ ଶାଶୂ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ । ଏପରିକି ମାଡ଼ ମାରି ରାସ୍ତାରେ ଫିଙ୍ଗି ଦେଇଥିଲେ । ବାଙ୍କୀ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦିଆଯିବା ପରେ ମୁମୂର୍ଷୁ ଅବସ୍ଥାରେ ନବବଧୂକୁ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି…

ଆସନ୍ତାକାଲି ଓଡିଆଙ୍କ ପାରମ୍ପରିକ ପର୍ବ ପ୍ରଥମାଷ୍ଟମୀ, ପରିବାରର ଜ୍ୟେଷ୍ଠ ସନ୍ତାନଙ୍କ ସୁଖ ସମୃଦ୍ଧି ଓ ଦୀର୍ଘଜୀବନ…

ଆସନ୍ତାକାଲି ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି । ଏହି ତିଥି ଦିନ ପାଳନ କରାଯାଏ ଓଡିଶାର ପାରମ୍ପରିକ ପର୍ବ ପ୍ରଥମାଷ୍ଟମୀ ବା ପଢୁଆଁଷ୍ଟମୀ । ଏହାକୁ ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପା ନାଶିନୀ ଅଷ୍ଟମୀ ବୋଲି ମଧ୍ଯ କୁହାଯାଏ । ଅତୀତରେ ମାର୍ଗଶିର ମାସରୁ ବର୍ଷର ପ୍ରଥମ…

ପ୍ରଥମାଷ୍ଟମୀ: ଓଡିଆ ପରମ୍ପରା ଓ ସଂସ୍କୃତିର ପର୍ବ, ପାଳନ କରନ୍ତି ଘରର ଜ୍ୟେଷ୍ଠ ପୁଅ ଓ ଝିଅ

ଓଡିଆ ପରମ୍ପରା ଏବଂ ସଂସ୍କୃତି ଅନୁସାରେ ୧୨ ମାସରେ ୧୩ଟି ପ୍ରମୁଖ ପର୍ବ ପାଳନ କରାଯାଇଥାଏ । ଏହି ସବୁ ପର୍ବ ମାନଙ୍କ ମଧ୍ୟରେ ପ୍ରଥମାଷ୍ଟମୀ ଅନ୍ୟତ୍ତମ । ଯେଉଁ ପର୍ବରେ ଘରର ଜ୍ୟେଷ୍ଠ ପୁଅ କିମ୍ବା ଝିଅମାନଙ୍କୁ ପୂଜା କରାଯାଇଥାଏ । ଏହି ପୁଅ ଏବଂ ଝିଅମାନଙ୍କୁ ପୋଢୁଆଁ ବୋଲି କୁହାଯାଏ । ଏହି…