ଜୀବନ ପାଇଁ ସଂଘର୍ଷ କରୁଛନ୍ତି ପ୍ରତିଚି, ଲୁହ ଗଡ଼ାଉଛନ୍ତି ପରିବାର
ନାଁ ତାଙ୍କର ପ୍ରତିଚି ମହାନ୍ତି । ବୟସ ୨୦ ବର୍ଷ । ଦେଖିଲେ ବିଶ୍ବାସ କରି ହେବନି ଯେ ଏତେ କମ୍ ବୟସର ଝିଅଟି ଏପରି ଜୀବନ ପାଇଁ ସଂଘର୍ଷ କରୁଛି ବୋଲି । ତାଙ୍କ କଷ୍ଟ ଦେଖିଲାରୁ ଆଖିରେ ଲୁହ ରହୁନି। ତାଙ୍କ ବୟସର ଝିଅ ସମସ୍ତେ ସାଙ୍ଗ ସାଥି ସହ ନିଜ ଜୀବନରେ ବହୁତ ଅଗକୁ ବଢ଼ିଥିବା ବେଳେ ସେ ଆଜି…