ମହାକୁମ୍ଭରେ ବୁଡ଼ ପକାଇ ସାରିଲେଣି ୪୫ କୋଟି ଶ୍ରଦ୍ଧାଳୁ, ଶେଷ ସୁଦ୍ଧା ୫୫ କୋଟି ଲୋକ ଆସିବାର ଆଶା
ପ୍ରୟାଗରାଜ ମହାକୁମ୍ଭ ଶେଷ ହେବାକୁ ଆଉ ମାତ୍ର ୧୫ ଦିନ ବାକି, କିନ୍ତୁ ଜାନୁୟାରୀ ୧୩ରୁ ଆରମ୍ଭ ହୋଇଥିବା ଏହି ଭବ୍ୟ ଆୟୋଜନ ପରଠାରୁ ଏ ପର୍ଯ୍ୟନ୍ତ ୪୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ସଙ୍ଗମରେ ବୁଡ଼ ପକାଇ ସାରିଲେଣି । ଉତ୍ତରପ୍ରଦେଶ ସରକାର ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ଫେବୃୟାରୀ ୨୬…