Browsing Tag

pregnancy

ପୁଣି ଥରେ ମା’ ହେବେ ସୋନମ, ଫ୍ୟାନ୍ସଙ୍କୁ ନିଜେ ଦେଲେ ଖୁସି ଖବର

ବଲିଉଡ ଡିଭା ସୋନମ କପୁର ପୁଣି ଥରେ ଖୁସି ଖବର ଦେବାକୁ ଯାଉଛନ୍ତି । ସୋନମ ଦ୍ବିତୀୟ ଥର ମା’ ହେବାକୁ ଯାଉଛନ୍ତି । ଗର୍ଭବତୀ ଥିବା ନେଇ ସୋନମ ଖାସ୍ ଅନ୍ଦାଜରେ ଫ୍ୟାନ୍ସଙ୍କ ସହିତ ସେୟାର କରିଛନ୍ତି । ସୋନମ ଏକ ପିଙ୍କ କଲର ଆଉଟଫିଟରେ ବେବିବମ୍ପ ଦେଖିବାକୁ ମିଳିଛି । ସୋନମଙ୍କ ଷ୍ଟାଇଲିଶ…

ପୁଣି ଥରେ ମା’ ହେବେ ଅଭିନେତ୍ରୀ ସୋନମ କପୁର! ଜୋର ଧରିଛି ଚର୍ଚ୍ଚା

ପୁଣି ଥରେ ମା’ ହେବାକୁ ଯାଉଛନ୍ତି ବଲିଉଡ୍ ଅଭିନେତ୍ରୀ ସୋନମ କପୁର, ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ ସୋନମ କପୁର ଏବଂ ଆନନ୍ଦ ଆହୁଜାଙ୍କ ଘରେ ଆଉ ଏକ ଅତିଥି ଆସୁଛନ୍ତି । ସୋନମ କପୁର ତାଙ୍କର ଦ୍ୱିତୀୟ ସନ୍ତାନକୁ ଅପେକ୍ଷା କରିଛନ୍ତି । ନିକଟରେ ଏକ ରିପୋର୍ଟରେ ଦାବି…

ଦ୍ୱିତୀୟ ଥର ମା’ ହେବାକୁ ଯାଉଛନ୍ତି ସନା ଖାନ, ଫ୍ୟାନମାନଙ୍କୁ ଏମିତି ଜଣାଇଲେ ଖୁସି ଖବର

ବିଗ୍ ବିସ୍ ଫେମ୍ ସନା ଖାନ ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି । ନିଜର ପ୍ରେଗନାନ୍ସି ବିଷୟରେ ଘୋଷଣା କରି ସେ ଫ୍ୟାନମାନଙ୍କୁ ଖୁସି ଖବର ଦେଇଛନ୍ତି । ସନା ଖାନ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ୍ କରିଛନ୍ତି । ଏହା ଜରିଆରେ ସେ ସ୍ୱାମୀଙ୍କ ସହିତ ନିଜର…

ବାପା ହେବାକୁ ଯାଉଛନ୍ତି କ୍ରିକେଟର କେଏଲ୍ ରାହୁଲ, ଆଥିଆ ସେଟ୍ଟି ଦେଲେ ଖୁସି ଖବର

ଭାରତୀୟ କ୍ରିକେଟର କେଏଲ୍ ରାହୁଲ ଓ ସୁନିଲ ସେଟ୍ଟିଙ୍କ ଝିଅ ଅଭିନେତ୍ରୀ ଆଥିଆ ସେଟ୍ଟି ଖୁବ୍ ଜଲଦି ବାପା, ମାଆ ହେବାକୁ ଯାଉଛନ୍ତି । ଅଭିନେତ୍ରୀ ନିଜ ପ୍ରେଗନାନ୍ସି ବିଷୟରେ ଘୋଷଣା କରି ଫ୍ୟାନମାନଙ୍କୁ ଖୁସି ଖବର ଦେଇଛନ୍ତି । ଏ ନେଇ ଆଥିଆ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି ।…

ପ୍ରେଗ୍ନେନ୍ସି ସମୟରେ ପ୍ୟାକଡ୍ ଫ୍ରୁଟ୍‌ ଜୁସ୍‌ ଏବଂ କୋଲ୍ଡ ଡ୍ରିଙ୍କସ୍ ପିଇବା ଅତ୍ୟନ୍ତ ବିପଜ୍ଜନକ, ଛୁଆ ଉପରେ…

ଆମେ ସମସ୍ତେ ଜାଣୁ ଯେ ସୁଗାର ଡ୍ରିଙ୍କ୍‌ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇଥାଏ । ସୁଗାର ଡ୍ରିଙ୍କ୍‌ ପିଇବା ଦ୍ୱାରା ଦାନ୍ତ ସମସ୍ୟା, ଓଜନ ବଢିବା, ଡାଇବେଟିସ୍‌ ଏବଂ ହାଇ ବ୍ଲଡ ପ୍ରେସର ଭଳି ସମସ୍ୟା ହୋଇଥାଏ । ବର୍ତ୍ତମାନ ଏକ ନୂଆ ଅନୁସନ୍ଧାନରୁ ଜଣାପଡିଛି ଯେ ପ୍ରେଗ୍ନେନ୍ସି…

ମା’ ହେବେ ଦେବୋଲିନା ଭଟ୍ଟାଚାର୍ଯ୍ୟ, ସ୍ୱାମୀ ଶହନବାଜଙ୍କ ସହ ସେୟାର କଲେ ଫଟୋ

ଦେବୋଲିନା ଭଟ୍ଟାଚାର୍ଯ୍ୟ ଶେଷରେ ତାଙ୍କ ପ୍ରେଗ୍ନେନ୍ସି ଖବରକୁ ନିଶ୍ଚିତ କରିଛନ୍ତି । ଏହି ଅଭିନେତ୍ରୀ ସୋସିଆଲ ମିଡିଆ ମାଧ୍ୟମରେ ଘୋଷଣା କରିଛନ୍ତି ଯେ ସେ ତାଙ୍କ ପ୍ରଥମ ସନ୍ତାନକୁ ସ୍ୱାମୀ ଶହନବାଜ ଶେଖଙ୍କ ସହ ସ୍ୱାଗତ କରିବାକୁ ପ୍ରସ୍ତୁତ ଅଛନ୍ତି । ଦେବୋଲିନା ତାଙ୍କ ଘରେ ଅନୁଷ୍ଠିତ…

ପ୍ରେଗ୍ନେନ୍ସି ସମୟରେ ଡେଙ୍ଗୁ ହୋଇଥିଲେ କ’ଣ କରିବା ଉଚିତ୍, ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ବର୍ତ୍ତମାନ ମୌସୁମୀର ସମୟ ଚାଲିଛି । ତେବେ ବର୍ଷା ଋତୁରେ ଭାଇରାଲ୍ ଜ୍ୱର ଏବଂ ଇନ୍‌ଫେକ୍ସନ୍‌ର ଆଶଙ୍କା ଅଧିକ ରହିଥାଏ । ବିଶେଷକରି, ପ୍ରେଗ୍ନେନ୍ସିରେ ମହିଳାମାନେ ଏହି ଋତୁରେ ସେମାନଙ୍କ ସ୍ୱାସ୍ଥ୍ୟର ଅଧିକ ଯତ୍ନ ନେବା ଉଚିତ । ଏହି ଋତୁରେ ମ୍ୟାଲେରିଆ ଏବଂ ଡେଙ୍ଗୁ ଭଳି ରୋଗ ଅତି ସାଧାରଣ…

ମା’ ହେବେ କି ଦେବୋଲିନା ଭଟ୍ଟାଚାର୍ଯ୍ୟ ? ପ୍ରେଗ୍ନେନ୍ସି ଖବରକୁ ନେଇ ଭାଙ୍ଗିଲେ ନିରବତା

ଟିଭି ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ ୨୦୨୨ରେ ଶହନବାଜ ଶେଖ।ଙ୍କୁ ବିବାହ କରିଛନ୍ତି । ଅଭିନେତ୍ରୀଙ୍କ ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ଉପସ୍ଥିତିରେ ମୁମ୍ବାଇ ବାହାରେ ଲୋଖଣ୍ଡବାଲାରେ କୋର୍ଟ ମ୍ୟାରେଜ କରିଥିଲେ । ତେବେ ବିବାହର ଫଟୋ ସେ ନିଜ ପ୍ରଶଂସକଙ୍କ ସହ ସେୟାର କରିଥିଲେ । ଦୁହେଁ…

ଗର୍ଭାବସ୍ଥା ସମୟରେ ମହିଳାମାନେ ନିଜ ଡାଏଟ୍‌ରେ ସାମିଲ କରନ୍ତୁ ଏହି ସବୁ ଜିନିଷ, ପିଲାଟି ରହିବ ହେଲଦି ଏବଂ ଫିଟ୍‌

ଗର୍ଭାବସ୍ଥା ସମସ୍ତ ମହିଳାଙ୍କ ପାଇଁ ବିଶେଷ ଖୁସିର ସମୟ ହୋଇଥାଏ । ଏହି ସମୟରେ ଡାକ୍ତରମାନେ ସେମାନଙ୍କୁ ଘରେ ପ୍ରସ୍ତୁତ ଖାଦ୍ୟ ଏବଂ ହେଲଦି ଖାଦ୍ୟ ଖାଇବାକୁ ପରାମର୍ଶ ଦିଅନ୍ତି । ଗର୍ଭାବସ୍ଥାରେ ଆପଣଙ୍କ ସ୍ୱାସ୍ଥ୍ୟ ବ୍ୟତୀତ ଶିଶୁର ସଠିକ୍ ବିକାଶକୁ ଧ୍ୟାନରେ ରଖି ଆପଣଙ୍କୁ ଖାଦ୍ୟ ଗ୍ରହଣ…

ପ୍ରସବ ପରେ ଓଜନ ବୃଦ୍ଧିକୁ ନେଇ ଚିନ୍ତା କରୁଛନ୍ତି କି, ତେବେ ବ୍ୟସ୍ତ ନହୋଇ ଆପଣାନ୍ତୁ ଏହି ଉପାୟ

ନିଜ ସନ୍ତାନକୁ ନେଇ ଅନେକ କିଛି ସୁନ୍ଦର ଅନୁଭୂତି ଥାଏ ଗର୍ଭବତୀ ମହିଳାଙ୍କର । ତେବେ କିନ୍ତୁ ଗର୍ଭାବସ୍ଥା ସମୟ ପ୍ରତ୍ୟେକ ମହିଳାଙ୍କ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ଅଟେ । ପ୍ରତ୍ୟେକ ମା ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ସମୟ ହୋଇଥାଏ ଗର୍ଭାବସ୍ଥା । ଏହାବ୍ୟତୀତ ପ୍ରସବ ପରେ ମଧ୍ୟ ଅନେକ କିଛିକୁ…

ଜାଣନ୍ତୁ କ’ଣ ପାଇଁ ଗର୍ଭଧାରଣ ସମୟ ୪୦ ସପ୍ତାହ ଅର୍ଥାତ୍‌ ୯ ମାସ ? ଏହା ପଛରେ କାରଣ କ’ଣ

ଗର୍ଭଧାରଣ ସମୟ ମହିଳାମାନଙ୍କ ପାଇଁ ବହୁତ ଖୁସିର ସମୟ ହୋଇଥାଏ । ସେହି ସମୟରେ ମହିଳାମାନଙ୍କୁ ନିଜର ଅଧିକ ଧ୍ୟାନ ନେବା ଜରୁରୀ ହୋଇଥାଏ । ଏହା ବ୍ୟତୀତ ଏହି ପ୍ରଶ୍ନ ମଧ୍ୟ ପ୍ରାୟତଃ ଲୋକଙ୍କ ମନକୁ ଆସେ କାହିଁକି ଗର୍ଭଧାରଣ ସମୟ କେବଳ ୪୦ ସପ୍ତାହ ଅର୍ଥାତ୍‌ ୯ ମାସ ହୋଇଥାଏ । କାହିଁକି ଏହି ସମୟ…