Browsing Tag

pregnancy

ଗର୍ଭ ନିରୋଧକ ଔଷଧ ର ଅଧିକ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ, ହୋଇପାରନ୍ତି ସାରା ଜୀବନ ପାଇଁ ନିସନ୍ତାନ

ଅନେକ ସମୟରେ କିଛି ମହିଳା ଅଛନ୍ତି ଯେଉଁମାନେ ଗର୍ଭ ନିରୋଧକ ବଟିକାର ବ୍ୟବାହାର ଅଧିକ କରିଥାଆନ୍ତି । କିନ୍ତୁ ଆପଣ କ'ଣ ଜାଣିଛନ୍ତି କି ଏହି ଗର୍ଭ ନିରୋଧକ ବଟିକାର ଅଧିକ ବ୍ୟବହାର କରିବା ଦ୍ୱାରା କେଉଁସବୁ ଅସୁବିଧାର ସାମ୍ନା କରିବାକୁ ପଡିଥାଏ ? ତେବେ ଆସନ୍ତୁ ଜାଣିବା କ'ଣ ଏହି ଔଷଧର…

ଆମ ଦେଶରେ ଏମିତି ପାହାଡ଼ ଅଛି, କହୁଛି ଗର୍ଭରେ ଝିଅ ଅଛି ନା ପୁଅ

ଗର୍ଭବତୀଙ୍କ ପେଟରେ ଥିବା ସନ୍ତାନର ଲିଙ୍ଗ ନିରୂପଣ କରିବା ଆମ ଦେଶରେ ଆଇନଗତ ଅପରାଧ । ତଥାପି ଲୁଚାଛପାରେ ପେଟରେ ପୁଅ ଅଛି କି ଝିଅ ଜାଣିବା ପାଇଁ ଚୋରା କାମ ଚାଲିଛି । ହେଲେ ଆମ ଭାରତରେ ଅଛି ଏମିତି ଏକ ଗାଁ ଯେଉଁଠି ଅଛି ଏକ ଅଜବ ପର୍ବତ । ଏହି ପର୍ବତକୁ ପଥର ଫିଙ୍ଗିବା ମାତ୍ରେ ଏହା ଜଣାଇଦିଏ…

କ’ଣ ଧୋନୀ ଦ୍ୱିତୀୟ ଥର ବାପା ହେବାକୁ ଯାଉଛନ୍ତି କି! ପତ୍ନୀ ସାକ୍ଷୀ ଧୋନୀ ପ୍ରେଗ୍‌ନାଣ୍ଟ ଥିବାର ଖବର ସୋସିଆଲ ମିଡିଆରେ…

ଚେନ୍ନାଇ ସୁପର କିଙ୍ଗ୍ସର କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀ ଆଇପିଏଲ୍‌ ୨୦୨୧ର ଟାଇଟଲ ଜିତିବା ପରେ ଏବେ ଚର୍ଚ୍ଚାରେ ଅଛନ୍ତି। କାହିଁକିନା, ଫାଇନାଲ ମ୍ୟାଚ୍‌ ପରେ ହଠାତ୍‌ ସୋସିଆଲ ମିଡିଆରେ ତାଙ୍କ ପତ୍ନୀ ସାକ୍ଷୀ ଧୋନୀ ପ୍ରେଗ୍‌ନାଣ୍ଟ ଥିବାର ଖବର ଭାଇରାଲ ହେବାକୁ ଲାଗିଛି। ମିଡିଆ ରିପୋର୍ଟ…

ମହିଳା ମାନେ ଗର୍ଭାବସ୍ଥା ସମୟରେ ଏହି ସବୁ ଜିନିଷ ଖାଆନ୍ତୁ ନାହିଁ , ନଚେତ ଶିଶୁ ଉପରେ ପଡିପାରେ ବିପଦ

ଗର୍ଭାବସ୍ଥାରେ ମହିଳାମାନେ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ । କାରଣ ଏହି ସମୟରେ ସାମାନ୍ୟ ଅବହେଳା ଶିଶୁ ଉପରେ ପଡ଼ିଥାଏ । ଗର୍ଭଧାରଣ ସମୟରେ କିଛି ଜିନିଷ ଖାଇବାକୁ ବାରଣ କରାଯାଇଥିବା ବେଳେ ଆଉ କିଛି ସୀମିତ ପରିମାଣରେ ଖାଇବା ଉଚିତ । ଆସନ୍ତୁ ଜାଣିବା ଏହି ଜିନିଷଗୁଡ଼ିକ…

କରୋନା ଟିକା ନେବାର କେତେ ଦିନ ପରେ ପ୍ରେଗନାନ୍ସି ପାଇଁ କରିପାରିବେ ପ୍ଲାନ୍, ଜାଣନ୍ତୁ ବିଶେଷଜ୍ଞଙ୍କ ମତ

କରୋନା ଭାଇରସ କବଳରୁ ମୁକ୍ତି ପାଇବାକୁ ଏବେ ସାରା ବିଶ୍ୱରେ ଟିକାକରଣ ଜୋରଦାର ଚାଲିଛି। ସଂକ୍ରମଣ ରୋକିବାରେ ଏହା ବେଶ୍ ସହାୟକ ହେବ ବୋଲି କୁହାଯାଉଛି। କିନ୍ତୁ କିଛି ବୟସର ଲୋକ, ଗର୍ଭବତୀ ଓ ପିଲାଙ୍କ ପାଇଁ ଟିକା କେତେ ସୁରକ୍ଷିତ ସେନେଇ ଏବେ ବି ତର୍କ ଜାରି ରହିଛି। କେତେକ ରିସର୍ଚ୍ଚ…

ପୁରୁଷଙ୍କ ସ୍ପର୍ମଠାରୁ ବହୁ ଗୁଣ ଦାମୀ ମହିଳାଙ୍କ ଏଗ୍, ଜାଣନ୍ତୁ ଡିମ୍ଵାଣୁ ବିଷୟରେ କେତେକ ରୋଚକ କଥା

ମହିଳାଙ୍କ ଶରୀରରେ ସୃଷ୍ଟି ହେଉଥିବା ଡିମ୍ଵାଣୁ ବା ଏଗ୍ ବିଷୟରେ ଖୁବ ଲୋକଙ୍କର ଜ୍ଞାନ ଥାଏ। ଆମେରିକାର ମେଡିକାଲ ଲେଖକ ରେଣ୍ଡି ହଟର ଏପଷ୍ଟିନ ନିଜ ପୁସ୍ତକ 'Get Me Out'ରେ ଏଗ୍ ଓ ଗର୍ଭାବସ୍ଥା ସମ୍ପର୍କରେ ଅନେକ ରୋଚକ କଥା ଲେଖିଛନ୍ତି। ଆସନ୍ତୁ ଜାଣିବା ମହିଳାଙ୍କ ଡିମ୍ଵାଣୁ ବା ଏଗ୍…

ଅଷ୍ଟ୍ରେଲିଆନ କ୍ରିକେଟର ମେଗନ ସ୍କଟଙ୍କ ଫିମେଲ ପାର୍ଟନର ହେଲେ ଗର୍ଭବତୀ, ୨ ବର୍ଷ ପୂର୍ବେ ହୋଇଥିଲା ବିବାହ

ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମର ଷ୍ଟାର ବୋଲର ମେଗନ ସ୍କଟଙ୍କ ଘରେ ଖୁସିର ଲହରୀ। ମେଗନ ଘୋଷଣା କରିଛନ୍ତି କି, ଖୁବଶୀଘ୍ର ତାଙ୍କ ଘରେ କୁଆଁ କୁଆଁ ଡାକ ଶୁଭିବ। ସେ ଟ୍ୱିଟରରେ ଏକ ଫଟୋ ସେୟାର କରି ଲେଖିଛନ୍ତି, 'ଜେସ ଆଉ ମୁଁ ବହୁତ ଉତ୍ସାହିତ ଅଛୁ। ଜେସ ଏହି କଥାରେ ଖୁସି ଅଛନ୍ତି କି, ସେ…

ମା’ ହେବାକୁ ଯାଉଛନ୍ତି ଶ୍ରେୟା ଘୋଷାଲ, ବେବି ବମ୍ପ ଫଟୋ ସେୟାର କରି କହିଲେ ପିଲାର ନାଁ

ମା’ ହେବାକୁ ଯାଉଛନ୍ତି କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ। ଖୁବ୍‌ଶୀଘ୍ର ଶ୍ରେୟା ନିଜର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ଏ ନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ନିଜେ ଶ୍ରେୟା। ଅନୁଷ୍କା ଶର୍ମା, କରୀନା କପୁର, କପିଲ ଶର୍ମା ପ୍ରମୁଖ ଅନେକ ସେଲିବ୍ରିଟିଙ୍କ ପରେ ଏବେ ଶ୍ରେୟା ନୂଆ…

ସ୍ୱାମୀଙ୍କୁ ଛାଡ଼ପତ୍ର ଦେବା ପରେ ୧୪ଟି ପିଲା ଜନ୍ମ କଲେ ମହିଳା, ବେଲୁନ୍‌ ଭଳି ପେଟକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ମା’ ହେବା ଯେକୌଣସି ମହିଳାଙ୍କ ପାଇଁ ଏକ ସୁଖଦ ଅନୁଭବ। ୯ ମାସ ଛୁଆକୁ ଗର୍ଭରେ ଧରିବା ପରେ ମହିଳାମାନେ ଜନ୍ମ ପୂର୍ବରୁ ହିଁ ପିଲା ସହ ଯୋଡ଼ି ହୋଇଯାଇଥାନ୍ତି। କିନ୍ତୁ ବେଳେବେଳେ କିଛି ଅଜବ ପ୍ରେଗନାନ୍ସି ମାମଲା ବି ସାମ୍ନାକୁ ଆସିଥାଏ, ଯାହା କ୍ରମେ ଚର୍ଚ୍ଚାର ପରିସରକୁ ଆସେ। ସେଭଳି ଏକ ଘଟଣା…

ପ୍ରେଗନାନ୍ସିରେ କାହିଁକି ଜରୁରୀ ହୋଇଥାଏ କାଜୁର ସେବନ, ଜାଣନ୍ତୁ ଏହାର ଫାଇଦା

କାଜୁ ଏକ ଭଲ ଡ୍ରାଏ ଫରୁଟ୍। ଏହା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ପ୍ରତିଦିନ ଅଳ୍ପ ଅଳ୍ପ କାଜୁ ଖାଇଲେ ଆପଣଙ୍କ ଶରୀର ସବୁବେଳେ ସୁସ୍ଥ ରହିଥାଏ। ଏହା ଆମ ଶରୀରକୁ ଅନେକ ରୋଗରୁ ମୁକ୍ତ କରିଥାଏ। ବିଶେଷ କରି ଗର୍ଭାବସ୍ଥାରେ କାଜୁ ଖାଇଲେ ଅନେକ କିଛି ଫାଇଦା ମିଳିଥାଏ। ଆଜି ଆମେ ଆପଣଙ୍କୁ…

ପ୍ରେଗନାଣ୍ଟ ଥିବା କାରଣରୁ ଏବେ ଏହି କାମ କରିପାରୁନାହାନ୍ତି ଅନୁଷ୍କା, ଫଟୋ ସେୟାର କରି କହିଲେ- ‘ଏବେ ମୁଁ ଏପରି…

ବଲିଉଡ୍‌ ଅଭିନେତ୍ରୀ ଏବଂ ନିର୍ମାତା ଅନୁଷ୍କା ଶର୍ମା ବର୍ତ୍ତମାନ ପ୍ରେଗନାଣ୍ଟ ଥିବା ଖବର ଖୁବ୍‌ ଚର୍ଚ୍ଚାରେ ରହିଛି। ଏନେଇ ଅନୁଷ୍କା ଗତ ଅଗଷ୍ଟ ମାସରେ ପ୍ରେଗନାଣ୍ଟ ଥିବା ଘୋଷଣା କରିବା ପରେ ସୋସିଆଲ ମିଡିଆରେ ଏହି ଖବର ଚର୍ଚ୍ଚାର ବିଷୟ ପାଲଟିଛି। ନିଜର ଏଭଳି ପରିସ୍ଥିତିରେ ଅନୁଷ୍କା…

ପ୍ରେଗନେଣ୍ଟ ଥାଇ ମଧ୍ୟ ସୁଟିଂରେ ବ୍ୟସ୍ତ ଅଛନ୍ତି କରିନା, ସୋସିଆଲ ମିଡିଆରେ ସେୟାର କଲେ ଫଟୋ

ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି କରିନା କପୁର। ଏନେଇ ସେ ସର୍ବଦା ସୋସିଆଲ ମିଡିଆରେ ଅପଡେଟ୍ ମଧ୍ୟ କରୁଛନ୍ତି। କରିନା ନିଜର ଇନଷ୍ଟାଗ୍ରାମରୁ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଆଗକୁ ଆସିବାକୁ ଥିବା ତାଙ୍କ ପିଲା ସହ ସୁଟିଂ କରୁଥିବାର ନଜର ଆସିଛନ୍ତି। ସୋସିଆଲ ମିଡିଆରେ ଏହି…