ବିବାହ ପୂର୍ବରୁ ଗର୍ଭବତୀ ଥିଲେ ଏହି ବଲିଉଡ୍ ଅଭିନେତ୍ରୀ, ହେଲେ କୁଆଁରୀ ମା
ଯେତେବେଳେ ଜଣେ ଝିଅ ମା' ହୋଇଥାଏ ସେତେବେଳେ ତାଙ୍କୁ ଦୁନିଆର ସବୁଠାରୁ ବଡ ଖୁସି ମିଳିଥାଏ । କିନ୍ତୁ କେହି ଝିଅ ଯଦି ବିବାହ ପୂର୍ବରୁ ଗର୍ଭବତୀ ହୋଇଯାଆନ୍ତି ତେବେ ତାଙ୍କର ଏହି ସୁଖ ଅଭିଶାପରେ ପରିବର୍ତ୍ତିତ ହୋଇଯାଇଥାଏ । କାରଣ ଆଜି ବି କିଛି ଲୋକ ପୁରୁଣା ଚିନ୍ତାଧାରକୁ ନେଇ ବଞ୍ଚୁଛନ୍ତି ।…