Browsing Tag

pregnant lady

ପୁଣି ଜନନୀ ଯନ୍ତ୍ରଣା, ଗର୍ଭବତୀଙ୍କୁ ୩ କିମି କାନ୍ଧରେ ବୋହିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ରାୟଗଡା (କେନ୍ୟୁଜ) : ରାୟଗଡାରେ ପୁଣି ଜନନୀ ଯନ୍ତ୍ରଣା । ୩ କିମି ଖାଲ ଖମା, ନଈ ନାଳରେ କାନ୍ଧରେ ବୁହା ହୋଇ ମେଡ଼ିକାଲ ଗଲେ ଗର୍ଭବତୀ । ରାୟଗଡା ଜିଲ୍ଲା ସୀମାନ୍ତ ଲକ୍ଷ୍ମୀପୁର ବ୍ଲକ ପିପଲ ପଦର ପଞ୍ଚାୟତ ଅନ୍ତର୍ଗତ ବାଘମାରି ଗ୍ରାମର ଘଟଣା । ଗର୍ଭବତୀ ମହିଳା ଅଭି ମାଣ୍ଡିଙ୍ଗାଙ୍କ…

୭ ବର୍ଷରେ ୯ଟି ପିଲା ଜନ୍ମ କରି ଚର୍ଚ୍ଚାକୁ ଆସିଛନ୍ତି ଏହି ମହିଳା,ଜନ୍ମ କରିବେ ଦଶମ ସନ୍ତାନ

୭ ବର୍ଷରେ ୯ଟି ଛୁଆ । ପୁଣି ଥରେ ହୋଇଛନ୍ତି ପ୍ରେଗନାଣ୍ଟ । ଏକଥା ଶୁଣିଲେ ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ । ଆଜିର ସମୟରେ ଗୋଟିଏ ପିଲାକୁ ସମ୍ଭାଳିବା ମୁସ୍କିଲ ହେଉଥିବା ବେଳେ ୯ ଟି ପିଲାକୁ ସମ୍ଭାଳିବା କେତେ ଯେ କଷ୍ଟକର ବ୍ୟାପାର ତାହା କଳ୍ପନା ମଧ୍ୟ କରିହେବ ନାହିଁ । କିନ୍ତୁ ଜଣେ…

ଗାଁକୁ ନାହିଁ ରାସ୍ତା, ଗୋଟିଏ କିଲୋମିଟର ଭାରରେ ବୁହାହେଲେ ଗର୍ଭବତୀ

ପୁଣି ଭାରରେ ବୁହା ହେଲେ ଗର୍ଭବତୀ ମହିଳା । ଗାଁକୁ ରାସ୍ତା ନଥିବାରୁ ଭାର ହିଁ ସାଜିଲା ସାହାରା । ଗର୍ଭ ଯନ୍ତ୍ରଣାରେ ଛଟପଟ୍‌ ହେଉଥିବା ବେଳେ ତୁରନ୍ତ ହସ୍ପିଟାଲକୁ ମହିଳାଙ୍କୁ ନିଆଯାଇ ପାରିଲା ନାହିଁ । ଦୁନିଆ ଯେତେ ଆଧୁନିକତା ଆଡ଼କୁ ଗତି କରୁଥିଲେ ମଧ୍ୟ ଆଜି ବି ଅନେକ ଉପାନ୍ତ ଅଞ୍ଚଳ ଅଛି…

ଉପାନ୍ତ ଅଞ୍ଚଳର ବିକଳ ଚିତ୍ର: ଦଉଡି ସାହାଯ୍ୟରେ ଭରା ନଦୀ ପାର୍ ହେଲେ ଗର୍ଭବତୀ

ବାଂଶପାଳ(କେନ୍ୟୁଜ୍):ଉଛୁଳା ସମାକୋଈ ନଦୀରେ ଗୁରୁତର ଥିବା ଜଣେ ଗର୍ଭବତୀଙ୍କୁ ତେଲକୋଇ ଅଗ୍ନିଶମ ବାହିନୀ ଦଉଡି ସାହାଯ୍ୟରେ ପାରି କରି ମେଡିକାଲକୁ ଆଣିବା ଭଳି ଲକ ଘଟଣା ଏବେ ସାମ୍ନାକୁ ଆସିଛି। ଯାହା ସରକାରଙ୍କ ପରିବା ପଣିଆକୁ ପଦାରେ ପକାଇଛି। ତେଲକୋଇ ବ୍ଲକ ତାଳପଦା ପଞ୍ଚାୟତର ମୁଣ୍ଡା…

ମହାନତା ଦେଖାଇଲେ ଆଶାକର୍ମୀ : ରକ୍ତ ଦେଇ ଗର୍ଭବତୀଙ୍କ ଜୀବନ ବଞ୍ଚାଇଲେ ; ଟ୍ୱିଟ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ବାରିପଦା (କେନ୍ୟୁଜ): ପ୍ରସୂତୀଙ୍କୁ ନିଜେ ରକ୍ତ ଦେଇ ଜୀବନ ବଞ୍ଚାଇଲେ ଆଶା ଦିଦି। ଆଶାଦିଦିଙ୍କ କର୍ତ୍ତବପରାୟଣତା ଏବଂ ନିଷ୍ଠାପର ସେବା ସମସ୍ତଙ୍କ ପାଇଁ ଆଜି ପାଲୋଟିଛି ଉଦାହରଣ । ଏଭଳି ମହାନତା ଦେଖିବାକୁ ମିଳିଛି ଆଦିବାସୀ ବହୁଳ ,ମୟୂରଭଞ୍ଜ ଜିଲ୍ଲାରେ। ଆଦିବାସୀ ମହିଳା ତଥା ଆଶା ଦିଦି ଧନୀ…

ସୂର୍ଯ୍ୟପରାଗ ସମୟରେ ଗର୍ଭବତୀ ମହିଳା ମାନେ ମାନନ୍ତୁ ଏହି ନିୟମ, ନଚେତ୍‌ ଗର୍ଭସ୍ଥ ଶିଶୁ ଉପରେ ପଡ଼ିବ ଖରାପ ପ୍ରଭାବ

ଗର୍ଭବତୀ ମହିଳାମାନେ ସୂର୍ଯ୍ଯ ଗ୍ରହଣ ସମୟରେ କିଛି ନିୟମ ରହିଛି ଯାହାକୁ ନେଇ ସତର୍କତା ଅବଲମ୍ବନ କରିବା ଉଚିତ୍। ଚଳିତ ବର୍ଷର ପ୍ରଥମ ସୂର୍ଯ୍ଯ ପରାଗ । ବର୍ଷର ଏହି ପ୍ରଥମ ପରାଗ ଆଂଶିକ ହେବ। ଜ୍ୟୋତିଷ ଶାସ୍ତ୍ର ଓ ଜ୍ୟୋତିର୍ବିଜ୍ଞାନ ଦୃଷ୍ଟିରୁ ଏହି ପରାଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବର୍ଷର…

ଲାଲ କରିଡରରେ ଦେବଦୂତ ସାଜିଲେ ଯବାନ, ଗର୍ଭବତୀଙ୍କୁ ଖଟରେ ବୋହି ନେଲେ ଡାକ୍ତରଖାନା

ମାଲକାନଗିରି (କେନ୍ୟୁଜ): ଦେବଦୂତ ସାଜିଲେ ଯବାନ। ଗର୍ଭବତୀଙ୍କୁ ଖଟରେ ବୋହି ଡାକ୍ତରଖାନା ନେଲେ ସୁରକ୍ଷାକର୍ମୀ। ଅପରାଧୀଙ୍କୁ ଦଣ୍ଡ ଓ ଅସହାୟଙ୍କୁ ସାହାଯ୍ୟ। ଏଭଳି ସ୍ଲୋଗାନ ଦେଇ ଜନହିତକର କାମରେ ନିୟୋଜିତ ଅଛନ୍ତି ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦନ୍ତେୱାଡାରେ କାର୍ଯ୍ୟରତ ଡିଆରଜି ଯବାନ।…

ଝଗଡ଼ାରୁ ଗଲା ନିରୀହ ଜୀବନ: ମହିଳାଙ୍କୁ ସଙ୍ଘବଦ୍ଧ ଆକ୍ରମଣ, ଗର୍ଭସ୍ଥ ଶିଶୁର ମୃତ୍ଯୁ

ନୟାଗଡ଼(କେନ୍ଯୁଜ୍): ଝଗଡ଼ାରୁ ଗଲା ନିରୀହ ଜୀବନ। ସାମାନ୍ୟ ବଚସାରୁ ବଡ ଅଘଟଣ। ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ବାଦିଲୋ ଗାଁରେ ଘଟିଛି ଅମାନୁଷିକ ଘଟଣା। ଅଭିଯୋଗ ଅନୁଯାୟୀ, ଗାଁର ଅଯୋଧ୍ୟା ବେହେରାଙ୍କ ସହ ମିଲୁ ଜେନା ଓ ଅନ୍ୟ ଲୋକଙ୍କ ଝଗଡ଼ା ହୋଇଥିଲା। ଏହି ସମୟରେ ଅଯୋଧ୍ୟାଙ୍କ ସ୍ତ୍ରୀ ଆସି…

ଦେବଦୂତ ସାଜିଲେ ୧୦୮ ଆମ୍ବୁଲାନ୍ସ କର୍ମୀ, ରାସ୍ତା ଖରାପ ଥିବାରୁ ଗର୍ଭବତୀଙ୍କୁ ବୁହାଇ ଆଣିଲେ ୭ କିଲୋମିଟର

ମୋହନା(କେନ୍ଯୁଜ୍): ଗର୍ଭବତୀଙ୍କ ପାଇଁ ଦେବଦୂତ ସାଜିଲେ ୧୦୮ ଆମ୍ବୁଲାନ୍ସ କର୍ମୀ। ଏଭଳି ଘଟଣା ଦେଖିବା ପାଇଁ ମିଳିଛି ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଶିକୁଳିପଦର ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ଓଲଣ୍ଡା ଗ୍ରାମରେ। ଗ୍ରାମର ରାଇକା ଶବରଙ୍କ ସ୍ତ୍ରୀ ଶୁନିଲା ଶବରଙ୍କ ପ୍ରସବ ଯନ୍ତ୍ରଣା ହେବା ଯୋଗୁଁ…

ଘର ଭିତରୁ ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର, ସ୍ୱାମୀ ଅଟକ

ଯୋଡା(କେନ୍ଯୁଜ୍): ଘର ଭିତରୁ ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ । ସ୍ୱାମୀ ଥାନାରେ ଅଟକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ବିଲେଇପଦା ରୂପା ସାହିରେ । ଗ୍ରାମର ସୁରୁ କାରୁଆଙ୍କ ଘର ଭିତରୁ ଦୁର୍ଗନ୍ଧ ବାହାରିବାରୁ…

ଗର୍ଭବତୀ ମହିଳାଙ୍କ ପାଇଁ ବେଷ୍ଟ ହୋଇଥାଏ “ହଲିମ ମଞ୍ଜି ଲଡ୍ଡୁ”

ଗର୍ଭବତୀ ମହିଳାଙ୍କ ବିଶେଷ ରୂପେ ଧ୍ୟାନ ରଖିବା ପାଇଁ କୁହାଯାଏ । ଘରେ ହଉ କି ବାହାର ତାଙ୍କର ଖାଦ୍ୟପେୟ ପ୍ରତି ମଧ୍ୟ ସତର୍କ ରହିବାକୁ ପଡିଥାଏ । ଯେଉଁମାନେ ପ୍ରଥମ କରି ମାଁ ହେଉଛନ୍ତି ତାଙ୍କୁ ଅଧିକ ଯତ୍ନ ନେବାକୁ ପରାମର୍ଶ ଦିଆଯାଏ ।ଏହାଦ୍ୱାରା ମାଆର ସ୍ୱାସ୍ଥ ସହ ଶିଶୁର ସ୍ୱାସ୍ଥ୍ୟ ମଧ୍ୟ…

କେନ୍ଦ୍ରରୁ ମିଳିଲା ଗ୍ରୀନ ସିଗନାଲ୍, ଗର୍ଭବତୀ ନେଇପାରିବେ କରୋନା ଟିକା

କେନ୍ୟୁଜ୍(ବ୍ୟୁରୋ):  ଗର୍ଭବତୀ ନେଇପାରିବେ କରୋନା ଟିକା । ବିଭିନ୍ନ ପରୀକ୍ଷା ଓ ତର୍ଜମା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ଦିଆଯାଇଛି । ଅଫଲାଇନ ଓ ଅନଲାଇନ ପଞ୍ଜୀକରଣ ପଦ୍ଧତିରେ ଟିକାର ଡୋଜ୍‌ ନେଇପାରିବେ । ଗର୍ଭବତୀମାନେ ଚାହିଁଲେ କୋୱିନ ଆପରେ ପଞ୍ଜୀକରଣ କରି ସ୍ଲଟ…