ନିଜର ଯୌନ ପିପାଶା ମେଣ୍ଟାଇବା ପାଇଁ ୮ମାସର ଗର୍ଭବତୀ ଖୁଡି ସହ ନିନ୍ଦନୀୟ କାଣ୍ଡ କଲା ପୁତୁରା
ବାଲିଗୁଡା: ଯୌନ ରାକ୍ଷସର ନାରକୀୟ କାଣ୍ଡ । ନିଜର ଯୌନ ପିପାଶା ମେଣ୍ଟାଇବା ପାଇଁ ଭୁଲିଗଲା ସମ୍ପର୍କ । ହରାଇ ବସିଲା ମଣିଷତ୍ୱ । ସତରେ କି ଯୁଗ ହେଲା । ଏଠି ଯେମିତି ମାନବିକତା ହରାଇ ବସିଲାଣି ମଣିଷ । ଦିନକୁ ଦିନ କୁତ୍ସିତ ହେଇଗଲାଣି ଏ ସମାଜ । ଯୌନ ଲାଳସା ପୂରଣ କରିବା ପାଇଁ ମଣିଷ ଏତେ…