Browsing Tag

pregnant woman

୫୬ ବର୍ଷ ଧରି ମହିଳାଙ୍କ ପେଟରେ ଥିଲା ମୃତ ଛୁଆ, ଜୀବିତ ଥିଲେ ମହିଳା

ମହିଳାଙ୍କ ପେଟରେ ୫୬ ବର୍ଷ ଧରି ରହିଥିଲା ମୃତ ଛୁଆ । କିନ୍ତୁ ଜୀବିତ ଥିଲେ ମହିଳା ଜଣକ । ଯେବେ ମହିଳାଙ୍କ ପେଟରୁ ବାହାର କରାଗଲା ମୃତ ଶିଶୁକୁ ସେତେବେଳେ ମୃତ୍ୟୁବରଣ କଲେ ମହିଳା । ବିଶ୍ୱାସ ହେଉନଥିଲେ ମଧ୍ୟ ଘଟଣାଟି ସମ୍ପୂର୍ଣ୍ଣ ସତ । ସତରେ ପ୍ରକୃତିର ଖେଳ ନିଆରା । ଅନେକ ଥର ଏପରି…

ବିବାହର ୭ବର୍ଷ ପରେ ଥିଲେ ଗର୍ଭବତୀ, ହେଲେ ବଞ୍ଚିଲାନି ଜୀବନ

ସୋର(କେନ୍ୟୁଜ୍‌): ମାରି ଦେଇଛନ୍ତି ମୋ ଭଉଣୀକୁ । ମୋ ଉଭଣୀ ନିଜେ ମରିନି । ଶାଶୁ ଘର ଲୋକେ ତାକୁ ମାର୍ ପିଟ୍ କରି ତାର ଜୀବନ ନେଇଯାଇଛନ୍ତି । ଏମିତି କିଛି କହିଛନ୍ତି ପ୍ରାଣ ହାରିଥିବା ମହିଳାଙ୍କ ବଡ ଭଉଣୀ । ବାହାଘରର ୭ ବର୍ଷ ପରେ ଗର୍ଭବତୀ ହୋଇଥିଲେ ସସ୍ମିତା ବେହେରା । ଏହି ଖବର…

ଚିକିତ୍ସା ଅବହେଳା ପାଇଁ ଚାଲିଗଲା ଗର୍ଭବତୀ ମହିଳାଙ୍କ ଜୀବନ, ନ୍ୟାୟ ପାଇଁ ପରିବାର ଲୋକଙ୍କ ଦାବି

ଭଦ୍ରକ (କେନ୍ୟୁଜ): ଅବହେଳା କାରଣରୁ ଚାଲିଗଲା ଦୁଇ ଦୁଇଟା ନୀରିହ ଜୀବନ । ଚିକିତ୍ସା ଅବହେଳା ପାଇଁ ଜଣେ ଗର୍ଭବତୀ ମହିଳାଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ଆଉ ଦିନ କେଇଟା ଯାଇଥିଲେ ଘରେ ଖୁସିର ମାହୋଲ ହୋଇଥାନ୍ତା । କିନ୍ତୁ ସବୁ ଖୁସି କ୍ଷଣିକରେ ଶେଷ ହୋଇଗଲା । ଡାକ୍ତରଖାନା…

ଭାରତୀୟ ସେନା ସାଜିଲେ ଦେବଦୂତ, ତୁଷାରପାତରେ ଫସି ରହିଥିବା ଜଣେ ଗର୍ଭବତୀ ମହିଳାଙ୍କୁ ପହଞ୍ଚାଇଲେ ହସ୍ପିଟାଲ

ଜାମ୍ମୁ କାଶ୍ମୀର : ଉତ୍ତର କାଶ୍ମୀରର ମୋନାବଲ (କୁପୱାଡ଼ା) ରେ ଗୁରୁବାର ଦିନ ସେନାର ୩୦ ଆରଆର ଯବାନ ତୁଷାରପାତ ସମୟରେ ଡକ୍ତରଖାନା ନେଇ ଗର୍ଭବତୀ ମହିଳା ଏବଂ ତାଙ୍କ ଶିଶୁର ଜୀବନ ରକ୍ଷା କରିଛନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ, ତୁଷାରପାତ ହେତୁ କୁପୱାଡାର ଆଭ୍ୟନ୍ତରୀଣ ଅଞ୍ଚଳର…

ଅବିବାହିତ ଝିଅ ଗର୍ଭବତୀ ହେବାରୁ ଜଙ୍ଗଲ ନେଇଗଲା ମା’; ପୁଅ ସହିତ ମିଶି ପେଟ୍ରୋଲ ଢାଳି ଲଗାଇ ଦେଲା ନିଆଁ

ଉତ୍ତର ପ୍ରଦେଶର ହାପୁଡ଼ରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଗର୍ଭବତୀ ଯୁବତୀଙ୍କୁ ତାଙ୍କ ମା’ ଓ ଭାଇ ମିଶି ଜିଅନ୍ତା ଜାଳି ଦେଇଛନ୍ତି। ଏଥିରେ ଯୁବତୀଙ୍କ ଶରୀରର ୭୦ ପ୍ରତିଶତ ପୋଡ଼ିଯାଇଛି। ପୋଲିସ ସୂଚନା ଅନୁସାରେ, ଅବିବାହିତ ଝିଅ ଗର୍ଭବତୀ ଥିବା ନେଇ ଜଣେ ମହିଳାଙ୍କୁ ଖବର…

ମାନବିକତାର ପରିଚୟ ଦେଲେ ଥାନା ଅଧିକାରୀ : ଅସହାୟ ଗର୍ଭବତୀ ମହିଳାଙ୍କୁ ନେଲେ ମେଡ଼ିକାଲ୍

ମୋହନା (କେନ୍ୟୁଜ): ଗଜପତି ଜିଲ୍ଲା ମୋହନା ଥାନା ଅଧିକାରୀଙ୍କ ମହାନତା। ଜଣେ ଅସହାୟ ଗର୍ଭବତୀ ମହିଳାଙ୍କୁ ସାହାଯ୍ୟ କରି ମାନବିକତାର ପରିଚୟ ଦେଇଛନ୍ତି ଥାନା ଅଧିକାରୀ ପ୍ରଶାନ୍ତ ନିଶିକା । ସୂଚନା ପ୍ରକାରେ ମୋହନା ଥାନା ଅଧୀନରେ ଥିବା କର୍ଚ୍ଚବାଡି ଗ୍ରାମର ଲତା ବେହେରାଙ୍କୁ ଶ୍ୱଶୁର ଘର…

ଗର୍ଭବତୀ ବୋଲି ଜଣାଇବାରୁ ଚାକିରିରୁ ବିଦା କରିଦେଲେ ବସ୍‌; କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ! ଏବେ ୧୫ ଲକ୍ଷ ଗଣିବ…

ଜଣେ ମହିଳା ଗର୍ଭବତୀ ଥିବାରୁ ତାଙ୍କୁ ଚାକିରିରୁ ବହିଷ୍କାର କରି ଦିଆଯାଇଛି। ଏହି ଘଟଣାରେ କୋର୍ଟ ସମ୍ପୃକ୍ତ ମହିଳାଙ୍କୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଆଦେଶ ଦେଇଛନ୍ତି। ଏକ ରିପୋର୍ଟ ମୁତାବକ, ପ୍ରଶାସିନକ ବିଭାଗରେ କାର୍ଯ୍ୟ କରୁଥିବା ଜଣେ ମହିଳା ଗର୍ଭବତୀ ଥିବା ନେଇ ନିଜ ବସ୍‌ଙ୍କୁ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାରପିଟ୍‌, ମହିଳାଙ୍କ ଗର୍ଭପାତ ଅଭିଯୋଗ

ଭୁବନେଶ୍ୱର(କେନ୍ୟୁଜ୍): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାରପିଟ୍‌ । ମାରପିଟ୍‌ରେ ମହିଳାଙ୍କ ଗର୍ଭପାତ ଅଭିଯୋଗ । ଭୁବନେଶ୍ୱର ପାହଳ ଥାନା ବାଙ୍ଗୁଆରି ଗାଁରୁ ଆସିଛି ଏପରି ଅଭିଯୋଗ । ଗତ ୨ ତାରିଖରେ ସୋନାଲି ପଣ୍ଡା, ଏବଂ ତାଙ୍କ ପରିବାର ଲୋକଙ୍କୁ କିଛି ଲୋକ ମାରପିଟ କରିଥିଲେ । ଏଥିରେ…

ଗର୍ଭବତୀ ବୋହୂ ସହ ହୋଇଥିଲା ଗଣଦୁଷ୍କର୍ମ; ଗର୍ଭପାତ ପରେ ମୃତ ଭ୍ରୁଣକୁ ଡବାରେ ପୂରାଇ ଶାଶୁ ପହଞ୍ଚିଲା ଏସ୍‌ପି ଅଫିସ୍‌

ଉତ୍ତର ପ୍ରଦେଶର ବରେଲୀରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଗର୍ଭବତୀ ମହିଳାଙ୍କ ସହ ଗଣଦୁଷ୍କର୍ମ ହୋଇଛି। ଦୁଃଖର କଥା, ଏହି ଦୁଷ୍କର୍ମ କାରଣରୁ ମହିଳାଙ୍କ ଗର୍ଭପାତ ହୋଇଯାଇଛି। ଖବରରୁ ଜଣାପଡ଼ିଛି ଯେ ମହିଳା ଜଣକ ୩ ମାସର ଗର୍ଭବତୀ ଥିଲେ। ଘଟଣା ପରେ ପୀଡ଼ିତା ମହିଳାଙ୍କ…

୮ ମାସର ଗର୍ଭବତୀ ମହିଳାଙ୍କ ଉପରେ ଚଢ଼ିଗଲା ବାଲି ବୋଝେଇ ଟ୍ରକ୍‌, ପେଟରୁ ବାହାରି ପଡ଼ିଲା ଜୀବନ୍ତ ଶିଶୁ

ନୂଆଦିଲ୍ଲୀ : ବୁଧବାର ଫିରୋଜାବାଦର ନରଖୀ ପୋଲିସ ଷ୍ଟେସନ ପରିସରରେ ଏକ ଯନ୍ତ୍ରଣାଦାୟକ ଘଟଣା ଘଟିଛି । ​​ଯେଉଁଥିରେ ଲୋକଙ୍କ ଛାତି ଥରି ଉଠିଛି। ଏକ ବାଲି ଭର୍ତ୍ତି ଡମ୍ପର ଚାପାରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏହି ସମୟରେ ପେଟରୁ ଆଶ୍ଚର୍ଯ୍ୟଜନକ ଭାବେ ଜୀବନ୍ତ ଅବସ୍ଥାରେ…

ଉପାନ୍ତ ଅଞ୍ଚଳର ବିକଳ ଚିତ୍ର: ଖରାପ ରାସ୍ତା ଯୋଗୁଁ ଆସିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ଗର୍ଭବତୀ

ଉମରକୋଟ (କେନ୍ୟୁଜ): ଗାଁକୁ ରାସ୍ତା ନଥିବା ସହ ନଦୀରେ ପୋଲ ନିର୍ମାଣ ହୋଇପାରିନି। ତେଣୁ ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ମହିଳାଙ୍କୁ ୧କିଲୋମିଟର ଖଟିଆରେ ବୋହିବା ସହ ନଦୀ ପାର କରାଇଛନ୍ତି ସଂପର୍କୀୟ। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ…

ଅସ୍ତ୍ରଶସ୍ତ୍ର ଧରି ଘରେ ପଶିଗଲେ ୫ ଦୁର୍ବୃତ୍ତ, ସ୍ୱାମୀ ସାମ୍ନାରେ ଗର୍ଭବତୀ ସ୍ତ୍ରୀକୁ କଲେ ଗଣଦୁଷ୍କର୍ମ!

ପାକିସ୍ତାନର ପଞ୍ଜାବ ପ୍ରଦେଶରୁ ଆସିଛି ଏକ ହୃଦୟବିଦାରକ ଘଟଣା। ଏଠାରେ ଜଣେ ଗର୍ଭବତୀ ମହିଳାଙ୍କ ସହ ଗଣଦୁଷ୍କର୍ମ ହୋଇଛି। ୫ ଜଣ ଦୁର୍ବୃତ୍ତ ଘରେ ପଶି ତାଙ୍କୁ ସମୂହ ଦୁଷ୍କର୍ମ କରିଛନ୍ତି। ରିପୋର୍ଟ ମୁତାବକ, ଝେଲମ୍‌ ସହରରେ ୫ ଜଣ ଦୁର୍ବୃତ୍ତ ଅସ୍ତ୍ରଶସ୍ତ୍ର ଧରି ଜଣେ ମହିଳାଙ୍କ ଘର ଭିତରେ…