ପ୍ରେମିକା ନୁହେଁ ସମଲିଙ୍ଗୀ ପ୍ରେମିକ ପାଇଁ ଗର୍ଭବତୀ ସ୍ତ୍ରୀକୁ ମାରିଥିଲା ସ୍ବାମୀ !
ଗର୍ଭବତୀ ମହିଳାଙ୍କ ହତ୍ୟା ଘଟଣାରେ ଆସିଲା ନୂଆ ମୋଡ଼ । ପ୍ରେମିକା ପାଇଁ ସ୍ତ୍ରୀକୁ ସ୍ବାମୀ ମାରିଥିଲା ବୋଲି ଚାଲିଥିଲା ଚର୍ଚ୍ଚା । କିନ୍ତୁ ଏବେ ଏହି ହତ୍ୟା କାଣ୍ଡରେ ଯେଉଁ କଥା ସାମ୍ନାକୁ ଆସିଛି ତାହା ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ କରିବ । ପ୍ରେମିକା ନୁହେଁ ସମଲିଙ୍ଗୀ ପ୍ରେମିକ ପାଇଁ…