ମା’ ହେବେ କ୍ୟାଟ୍ରିନା କେଫ୍, ଖୁସି ଖବରକୁ ସୋସିଆଲ ମିଡିଆରେ କଲେ ସେୟାର
ଖୁସି ଖବର ଦେଲେ କ୍ୟାଟ୍ରିନା କେଫ୍ । ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଳ ପିତାମାତା ହେବାକୁ ଯାଉଛନ୍ତି । ବହୁତ ଦିନ ଧରି ଏହି ଖବର ଚର୍ଚ୍ଚାରେ ଥିବାବେଳେ ଏବେ ଅଭିନେତ୍ରୀଙ୍କ ସ୍ବାମୀ ଏହା ଘୋଷଣା କରିଛନ୍ତି । ଏହାରି ମଧ୍ୟରେ ସେ ଦୁହେଁ ସୋସିଆଲ ଏକ ଫଟୋ ସେୟାର କରିଛନ୍ତି ।…