Airtel ନିଜ ଗ୍ରାହକଙ୍କ ପାଇଁ ଆଣିଛି ୩ଟି ନୂଆ ପ୍ଲାନ, ଅନଲିମିଟେଡ କଲ୍ ସହ ପାଇବେ ଏତିକି ଡାଟା
ଦେଶର ସବୁଠାରୁ ଲୋକପ୍ରିୟ ଟେଲିକମ୍ କମ୍ପାନୀମାନଙ୍କ ମଧ୍ୟରୁ ଏୟାରଟେଲ୍ ନିଜ ଗ୍ରାହକଙ୍କ ପାଇଁ ଅନେକ ପ୍ରିପେଡ୍ ପ୍ଲାନ୍ ଦେଇଥାଏ । ଯଦି ଆପଣ ଜଣେ ଏୟାରଟେଲ୍ ୟୁଜର ତେବେ ଆପଣଙ୍କ ପାଇଁ ଆସିଛି ଏକ ଖୁସି ଖବର । କମ୍ପାନୀ ନିଜର ପୋର୍ଟଫୋଲିଓରେ ୩ଟି ନୂଆ ପ୍ରପେଡ ପ୍ଲାନ୍ ଯୋଡ଼ିଛି । ନୂଆ…