ଦିନକ ପରେ ବିଘ୍ନରାଜ ଗଣେଷଙ୍କ ପୂଜା, ଏନେଇ ଚଳଚଞ୍ଚଳ ଗାଁ ଠୁ ସହର
ଦିନକ ପରେ ବିଘ୍ନରାଜ ଗଣେଷଙ୍କ ପୂଜା । ଏନେଇ ଚଳଚଞ୍ଚଳ ହୋଇ ଉଠିଲାଣି ଗାଁ ଠୁ ସହର । ମୂର୍ତ୍ତି କାରିଗରମାନେ ମୂର୍ତ୍ତିରେ ଶେଷ ସ୍ପର୍ଷ ଦେଉଥିବା ବେଳେ, ଦିନ ରାତି ଏକ କରିଦେଇଛନ୍ତି ତୋରଣ କାରିଗରମାନେ । କାରିଗର ହାତ ସ୍ପର୍ଶରେ ଜୀବନ୍ତ ହେଉଛି ମୂର୍ତ୍ତି । ଆଉ ଦିନକ ପରେ ଗଜାନନ ଗଣେଷଙ୍କ…