Browsing Tag

president

ଯାଜପୁରରେ ମହାମହିମ, ନାଭିଗୟାରେ ପିଣ୍ଡଦାନ କଲେ ରାଷ୍ଟ୍ରପତି

ଯାଜପୁର : ଯାଜପୁର ବିରଜା ମନ୍ଦିରରେ ପୂଜାର୍ଚ୍ଚନା ପରେ ନାଭିଗୟାରେ ପିଣ୍ଡଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୬ଜଣ ବ୍ରାହ୍ମଣଙ୍କ ବ୍ୟତୀତ ୩୨ଜଣ ସେବାୟତଙ୍କ ଉପସ୍ଥିତିରେ ମାଙ୍କୁ ଦର୍ଶନ , ପୂଜାର୍ଚ୍ଚନା କରିବା ସହ ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି । ପ୍ରଥମ ଥର…

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି,ମୁତୟନ ହେବେ ୩୦ ପ୍ଲାଟୁନ ପୋଲିସ ଫୋର୍ସ

ପୁରୀ : ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି । ମୁତୟନ ହେବେ ୩୦ ପ୍ଲାଟୁନ ପୋଲିସ ଫୋର୍ସ । ରୁଟ ପ୍ଲାନିଂ ଶେଷ ହୋଇଛି । ବ୍ଲୁ ବୁକ୍ ସୁରକ୍ଷା ଅନୁଯାୟୀ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ୩ ତାରିଖ ଅପରାହ୍ନ ୫ ଟାରେ ରାଷ୍ଟ୍ରପତି ପୁରୀରେ ପହଞ୍ଚି ଲୋକଭବନ ଯିବେ…

ଆସନ୍ତାକାଲି ମା’ ବିରଜାଙ୍କ ଦର୍ଶନ କରିବେ ରାଷ୍ଟ୍ରପତି, ସୀମିତ ମାତ୍ରାରେ ସେବାୟତ ପ୍ରବେଶକୁ ବିରୋଧ

ଯାଜପୁର: ଆସନ୍ତାକାଲି ଯାଜପୁର ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୋପଦି ମୁର୍ମୁ ।  ଯାଜପୁରରେ ପହଂଚିବା ପରେ ରାଷ୍ଟ୍ରପତି ମା ବିରଜାଙ୍କ ଦର୍ଶନ କରିବା ସହ ପିଣ୍ଡଦାନ କାର୍ଯ୍ୟକ୍ରମ ରହିଛି । ତେବେ ରାଷ୍ଟ୍ରପତିଙ୍କ ଆଗମନ ପୂର୍ବରୁ ସେବାୟତଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । ସୀମିତ…

ରାଷ୍ଟ୍ରପତିଙ୍କ ଗସ୍ତ ନିମନ୍ତେ ପର୍ଯ୍ୟଟକଙ୍କ ପାଇଁ ୩ ଦିନ ଶିମିଳିପାଳ ବନ୍ଦ

ଶିମିଳିପାଳ: ରାଷ୍ଟ୍ରପତି ଗସ୍ତ ନିମନ୍ତେ ପର୍ଯ୍ୟଟକଙ୍କ ପାଇଁ ୩ଦିନ କଟକଣା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶିମିଳିପାଳ ଅଭୟାରଣ୍ୟ ଗସ୍ତ କାର୍ଯ୍ୟକ୍ରମକୁ ନେଇ ୩ଦିନ ଶିମିଳିପାଳ ପର୍ଯ୍ୟଟକଙ୍କ ନିମନ୍ତେ କଟକଣା ଜାରି କରାଯାଇଛି । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର…

ନୂଆବର୍ଷର ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଆଜିଠାରୁ ଆରମ୍ଭ ହୋଇଛି ନବବର୍ଷ । ସାରା ଦେଶ ଓ ବିଶ୍ୱରେ ପାଳନ ହେଉଛି ନୂତନ ବର୍ଷ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାବାସୀଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇଛନ୍ତି । ସୋସିଆଲ ମିଡିଆ ‘ଏକ୍ସ’ରେ ସେ ଟୁଇଟ୍‌ କରି ଲେଖିଛନ୍ତି, ଇଂରାଜୀ ନବବର୍ଷ ୨୦୨୬ ଉପଲକ୍ଷେ ଓଡ଼ିଶାର…

ମହାମହିମଙ୍କ ଗସ୍ତର ୩ୟ ଦିନ, ଆଜି OUAT ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ

ଭୁବନେଶ୍ୱର : ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ-ଓୟୁଏଟିର ୪୦ ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଏଥିପାଇଁ ସଜେଇ ହୋଇଛି କ୍ୟାମ୍ପସ । ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ତୃତୀୟ ଦିନ । ଆଜି ଦିନ ତମାମ ଭୁବନେଶ୍ବରରେ ରହିଛି…

ଦେଶବାସୀଙ୍କୁ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ସମ୍ବୋଧନ

ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ । ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ସମ୍ବୋଧନ । ଦେଶବାସୀଙ୍କୁ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ସମ୍ବୋଧନ । ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ସ୍ମରଣ କଲେ । ଲଷ୍ମଣ ନାଏକ,ବିର୍ଷା ମୁଣ୍ଡାଙ୍କୁ ମନେ ପକାଇଲେ ରାଷ୍ଟ୍ରପତି । ଭାରତ ଖୁବ ଶିଘ୍ର…

ଉପ-ରାଷ୍ଟ୍ରପତିଙ୍କ ମିମିକ୍ରିକୁ ଘୋର ନିନ୍ଦା କଲେ ରାଷ୍ଟ୍ରପତି ; ପ୍ରଧାନମନ୍ତ୍ରୀ କହିଲେ, ମୁଁ ବି ୨୦ ବର୍ଷ ହେବ…

ନୂଆଦିଲ୍ଲୀ : ସଂସଦ ପରିସରରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଟିଏମସି ସାଂସଦ ମିମିକ୍ରି ଘଟଣାକୁ ନିନ୍ଦା । ଗଭୀର ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସଂସଦ ପରିସରରେ ଉପ ରାଷ୍ଟ୍ରପତିଙ୍କୁ ଅସମ୍ମାନ କଷ୍ଟ ଦେଇଛି ବୋଲି କହିଛନ୍ତି । ଘଟଣାକୁ ରାଷ୍ଟ୍ରପତି ନିନ୍ଦା କରିବା…

ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି: ପ୍ରାତଃ ଭୋଜନରେ ପରଷା ଯାଇଛି ଏହି ସବୁ ଖାଣ୍ଟି ଓଡ଼ିଆ ଖାଦ୍ୟ

ମୟୂରଭଞ୍ଜ (କେନ୍ୟୁଜ): ଓଡ଼ିଶା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପରିବାର ଲୋକଙ୍କ ସହ ରାଇରଙ୍ଗପୁରରେ ରାତ୍ରିଯାପନ କରିଥିଲେ। ଗତକାଲି ରାତିରେ ମହୁଲଡ଼ିହା ସ୍ଥିତ ନିଜ ବାସଭବନରେ ରାତ୍ରିଯାପନ କରିଥିଲେ । ଏଠାରେ ମହାମହିମ ରାତ୍ରି ଭୋଜନରେ ପରିବା ସୁପ , ବନ୍ଧାକୋବି ତରକାରୀ ,…

ଦେଶର ପ୍ରଥମ ନାଗରିକ ଅନ୍ଧାରରେ ଭାଷଣ ଦେବାକୁ ନେଇ ଚାରିଆଡ଼େ ଚର୍ଚ୍ଚା, ହେବକି କାର୍ଯ୍ୟାନୁଷ୍ଠାନ

କେନ୍ୟୁଜ୍(ବ୍ୟୁରୋ): ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ବିଦ୍ୟୁତ ବିଭ୍ରାଟ ହେଲା କେମିତି ? କେଉଁ ପରିସ୍ଥିତିରେ ଏତେବଡ଼ ଅବ୍ୟବସ୍ଥା ? ଯଦି ଲାଇଟ୍‌ କଟିଗଲା ଏସି ଓ ମାଇକ୍ରୋଫୋନ୍‌ ଚାଲୁଥିଲା କେମିତି ? ପ୍ରକୃତ ସମସ୍ୟା କେଉଁଠି ରହିଲା ? ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କର । ନା ବିତରଣ…

ଆସନ୍ତା ୪ରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୩ ଦିନିଆ ଓଡ଼ିଶା ଗସ୍ତ: ଶିମିଳିପାଳ ଅଭୟାରଣ୍ୟ ଯିବେ

କେନ୍ୟୁଜ୍(ବ୍ୟୁରୋ): ଶିମିଳିପାଳ ଅଭୟାରଣ୍ୟ ଯିବେ ରାଷ୍ଟ୍ରପତି । ଆସନ୍ତା ୪ରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୩ ଦିନିଆ ଓଡ଼ିଶା ଗସ୍ତ । ୫ ତାରିଖରେ ଶିମିଳିପାଳ ଅଭୟାରଣ୍ୟ ଗସ୍ତ କରିବେ ରାଷ୍ଟ୍ରପତି । ୬ରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଯିବେ । ବିଶ୍ୱବିଦ୍ୟାଳୟ…

ସାଧାରଣତନ୍ତ୍ର ଦିବସ ଅବ୍ୟାହତ ପୂର୍ବରୁ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: କୃଷକ, ଶ୍ରମିକ,…

କେନ୍ୟୁଜ୍(ବ୍ୟୁରୋ): ଦେଶର ପ୍ରଗତିରେ ଦେଶବାସୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ନିଜ କ୍ଷମତାର ଭରପୁର ଉପଯୋଗ କରି ଦେଶକୁ ଆଗେଇ ନେଇଥିବା ଦେଶବାସୀଙ୍କୁ ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦେଶକୁ ସଶକ୍ତ ଓ କ୍ଷମତାସଂପନ୍ନ କରାଇପାରିଥିବା କୃଷକ, ଶ୍ରମିକ, ବୈଜ୍ଞାନିକ ଓ…