ବସ୍ତୁବାଦୀ ପରିବର୍ତ୍ତନ ମଣିଷକୁ ସୁଖ ଦିଏ, ଶାନ୍ତି ନୁହେଁ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
କେନ୍ୟୁଜ୍(ବ୍ୟୁରୋ): ମାନସିକ ଶାନ୍ତି ହିଁ ମଣିଷକୁ ସୁଖୀ ରଖେ । ଭୁବନେଶ୍ୱର ତମାଣ୍ଡୋ ବ୍ରହ୍ମାକୁମାରୀ ଆଶ୍ରମରେ ଉଦ୍ବୋଧନ ଦେଇ ଏହା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବସ୍ତୁବାଦୀ ପରିବର୍ତ୍ତନ ମଣିଷକୁ ସୁଖ ଦିଏ; ଶାନ୍ତି ନୁହେଁ। ମାନସିକ ଶାନ୍ତି ପାଇଲେ ହିଁ ମଣିଷ ସୁଖୀ…