Browsing Tag

president

ଉପ-ରାଷ୍ଟ୍ରପତିଙ୍କ ମିମିକ୍ରିକୁ ଘୋର ନିନ୍ଦା କଲେ ରାଷ୍ଟ୍ରପତି ; ପ୍ରଧାନମନ୍ତ୍ରୀ କହିଲେ, ମୁଁ ବି ୨୦ ବର୍ଷ ହେବ…

ନୂଆଦିଲ୍ଲୀ : ସଂସଦ ପରିସରରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଟିଏମସି ସାଂସଦ ମିମିକ୍ରି ଘଟଣାକୁ ନିନ୍ଦା । ଗଭୀର ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସଂସଦ ପରିସରରେ ଉପ ରାଷ୍ଟ୍ରପତିଙ୍କୁ ଅସମ୍ମାନ କଷ୍ଟ ଦେଇଛି ବୋଲି କହିଛନ୍ତି । ଘଟଣାକୁ ରାଷ୍ଟ୍ରପତି ନିନ୍ଦା କରିବା…

ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି: ପ୍ରାତଃ ଭୋଜନରେ ପରଷା ଯାଇଛି ଏହି ସବୁ ଖାଣ୍ଟି ଓଡ଼ିଆ ଖାଦ୍ୟ

ମୟୂରଭଞ୍ଜ (କେନ୍ୟୁଜ): ଓଡ଼ିଶା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପରିବାର ଲୋକଙ୍କ ସହ ରାଇରଙ୍ଗପୁରରେ ରାତ୍ରିଯାପନ କରିଥିଲେ। ଗତକାଲି ରାତିରେ ମହୁଲଡ଼ିହା ସ୍ଥିତ ନିଜ ବାସଭବନରେ ରାତ୍ରିଯାପନ କରିଥିଲେ । ଏଠାରେ ମହାମହିମ ରାତ୍ରି ଭୋଜନରେ ପରିବା ସୁପ , ବନ୍ଧାକୋବି ତରକାରୀ ,…

ଦେଶର ପ୍ରଥମ ନାଗରିକ ଅନ୍ଧାରରେ ଭାଷଣ ଦେବାକୁ ନେଇ ଚାରିଆଡ଼େ ଚର୍ଚ୍ଚା, ହେବକି କାର୍ଯ୍ୟାନୁଷ୍ଠାନ

କେନ୍ୟୁଜ୍(ବ୍ୟୁରୋ): ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ବିଦ୍ୟୁତ ବିଭ୍ରାଟ ହେଲା କେମିତି ? କେଉଁ ପରିସ୍ଥିତିରେ ଏତେବଡ଼ ଅବ୍ୟବସ୍ଥା ? ଯଦି ଲାଇଟ୍‌ କଟିଗଲା ଏସି ଓ ମାଇକ୍ରୋଫୋନ୍‌ ଚାଲୁଥିଲା କେମିତି ? ପ୍ରକୃତ ସମସ୍ୟା କେଉଁଠି ରହିଲା ? ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କର । ନା ବିତରଣ…

ଆସନ୍ତା ୪ରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୩ ଦିନିଆ ଓଡ଼ିଶା ଗସ୍ତ: ଶିମିଳିପାଳ ଅଭୟାରଣ୍ୟ ଯିବେ

କେନ୍ୟୁଜ୍(ବ୍ୟୁରୋ): ଶିମିଳିପାଳ ଅଭୟାରଣ୍ୟ ଯିବେ ରାଷ୍ଟ୍ରପତି । ଆସନ୍ତା ୪ରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୩ ଦିନିଆ ଓଡ଼ିଶା ଗସ୍ତ । ୫ ତାରିଖରେ ଶିମିଳିପାଳ ଅଭୟାରଣ୍ୟ ଗସ୍ତ କରିବେ ରାଷ୍ଟ୍ରପତି । ୬ରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଯିବେ । ବିଶ୍ୱବିଦ୍ୟାଳୟ…

ସାଧାରଣତନ୍ତ୍ର ଦିବସ ଅବ୍ୟାହତ ପୂର୍ବରୁ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: କୃଷକ, ଶ୍ରମିକ,…

କେନ୍ୟୁଜ୍(ବ୍ୟୁରୋ): ଦେଶର ପ୍ରଗତିରେ ଦେଶବାସୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ନିଜ କ୍ଷମତାର ଭରପୁର ଉପଯୋଗ କରି ଦେଶକୁ ଆଗେଇ ନେଇଥିବା ଦେଶବାସୀଙ୍କୁ ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦେଶକୁ ସଶକ୍ତ ଓ କ୍ଷମତାସଂପନ୍ନ କରାଇପାରିଥିବା କୃଷକ, ଶ୍ରମିକ, ବୈଜ୍ଞାନିକ ଓ…

ରାଷ୍ଟ୍ରପତିଙ୍କୁ ଚିଠି ଲେଖି କ୍ଷମା ମାଗିଲେ ଅଧୀର ରଞ୍ଜନ ଚୌଧୁରୀ

ରାଷ୍ଟ୍ରପତିଙ୍କୁ ଚିଠି ଲେଖି କ୍ଷମା ମାଗିଲେ ଅଧୀର । ଆପତ୍ତିଜନକ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ଅଧୀର । କହିଛନ୍ତିକି ଭୁଲବଶତଃ ତାଙ୍କ ପାଟିରୁ "ରାଷ୍ଟ୍ରପତ୍ନୀ" ବାହାରି ଯାଇଥିବା ଜଣାଯାଇଛି । ମୁଁ କ୍ଷମା ମାଗୁଛି, ଆପଣଙ୍କୁ ଗ୍ରହଣ କରିବାକୁ ଅନୁରୋଧ ବୋଲି କହିଛନ୍ତି ଅଧୀର । କହିରଖିବା…

ରାଷ୍ଟ୍ରପତି ହେଉଛନ୍ତି ଦେଶର ପ୍ରଥମ ନାଗରିକ, ତାହାଲେ ଆପଣଙ୍କ ସ୍ଥାନ କେଉଁଠି ?

ରାଷ୍ଟ୍ରପତି ଭାବରେ ନିଜ ସମୟକାଳ ଶେଷ ହେବା ପରେ ପଦରୁ ଇସ୍ତଫା ଦେଇଛନ୍ତି ରାମନାଥ କୋବିନ୍ଦ । ତେଣୁ ଏବେ ଦେଶର ୧୫ତମ ରାଷ୍ଟ୍ରପତି ପାଇଁ ଚାଳିଛି ନିର୍ବାଚନ । ଗୋଟିଏ ପଟେ ଏନଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଥିବା ବେଳେ ତାଙ୍କ ବିପକ୍ଷରେ ରହିଛନ୍ତି ଯଶୋବନ୍ତ ସିହ୍ନା । ତେବେ ପଦବୀରେ କିଏ…

ଓଡ଼ିଶା ଇତିହାସରେ ପ୍ରଥମ ଥର ଦୁଇ ଓଡ଼ିଆ ସହିଦଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଆମ ପାଇଁ ଗର୍ବ ଓ ଗୌରବ ଦେଶ ପାଇଁ ଜୀବନ ଦେଇଥିବା ସହିଦ ବୀର ସୈନିକ । ସେଇ ବୀରଙ୍କ ବୀରତ୍ୱକୁ ସମ୍ମାନ ଜଣାଇ ପ୍ରଦାନ କରାଯାଇଛି ମରଣୋତ୍ତର ଶୌର୍ଯ୍ୟଚକ୍ର ପୁରସ୍କାର । ସେମାନେ ହେଲେ ସହିଦ ଦେବାଶିଷ ସେଠୀ ଓ ସୁଧିର କୁମାର ଟୁଡୁ। ସହିଦ ଦେବାଶିଷଙ୍କ ବାପା ସନାତନ ସେଠୀ ଓ ମା’…

ଅନାସ୍ଥା ପ୍ରସ୍ତାବ ପୂର୍ବରୁ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଗୋଟିଚାଳନା, ଗଠନ କଲେ ନୂଆ ମନ୍ତ୍ରିମଣ୍ଡଳ

ଶ୍ରୀଲଙ୍କା: ଅର୍ଥନୈତିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କାରେ ଗଠନ ହେଲା ନୂଆ ମନ୍ତ୍ରିମଣ୍ଡଳ। ଅନାସ୍ଥା ପ୍ରସ୍ତାବ ପୂର୍ବରୁ ଗୋଟି ଚାଳନା କଲେ ରାଷ୍ଟ୍ରପତି। ୧୭ ଜଣ ମନ୍ତ୍ରୀଙ୍କୁ ନେଇ ନୂଆ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ। ଆସନ୍ତାକାଲି ସଂସଦରେ ରାଷ୍ଟ୍ରପତି…

ଓଡ଼ିଶାରେ ନୂଆ ଇତିହାସ ; ୩୦ରୁ ୩୦ ଜିଲ୍ଲାରେ ବିଜେଡି ବିଜୟୀ

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ରାଜନୀତିରେ ନୂଆ ଇତିହାସ ସୃଷ୍ଟି କଲା ବିଜେଡି। ୩୦ରୁ ୩୦ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କଲା ଦଳ। ୭୦ ପ୍ରତିଶତ ଜିଲ୍ଲାରେ ମହିଳା ଅଧ୍ୟକ୍ଷା ହୋଇଛନ୍ତି। ରାଜ୍ୟର ସବୁ ଜିଲ୍ଲାରେ ଗୋଟିଏ ଦଳ ଜିଲ୍ଲା ପରିଷଦ ଗଠନ କରିବା ପ୍ରଥମ। କେବଳ ସେତିକି ନୁହଁ ଯୁବ,…

ବିଶ୍ଵ ବୈଷ୍ଣବ ସମ୍ମିଳନୀକୁ ଉଦଘାଟନ କରିବେ ରାଷ୍ଟ୍ରପତି, ୧୦ଟା ୩୫ରେ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠ କରିବେ ପରିଦର୍ଶନ

ପୁରୀ(କେନ୍ୟୁଜ୍): ଓଡିଶା ଗସ୍ତରେ ଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସକାଳ ୧୦ଟା ୩୫ରେ ପୁରୀ ବଡ଼ଦାଣ୍ଡ ସ୍ଥିତ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠ ପରିଦର୍ଶନରେ ଯିବେ । ୧୧ଟାରେ ଶରଧାବାଲିରେ ହେବାକୁ ଥିବା ବିଶ୍ଵ ବୈଷ୍ଣବ ସମ୍ମିଳନୀରେ ଯୋଗ ଦେବେ । ପ୍ରାୟ ଏକ ଘଣ୍ଟା ରହିବା ପରେ ୧୨ଟା ବେଳେ…

ପ୍ରଥମ ଥର ପାଇଁ ପୁରୀ ରାଜଭବନରେ ରହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ,ଆଲୋକସଜ୍ଜା ସାଙ୍ଗକୁ ସୌଖିନ ଖଟ ଓ ସୋଫା…

ପୁରୀ(କେନ୍ୟୁଜ୍):  ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଥମ ଥର ପାଇଁ ପୁରୀ ରାଜଭବନରେ ରହିଛନ୍ତି । ପୂର୍ବରୁ ୨୦୧୮ ଓ ୨୦୨୧ରେ ଦୁଇଥର ପୁରୀ ଗସ୍ତରେ ଆସିଥିଲେ ମଧ୍ୟ ସେ ପୁରୀ ରାଜଭବନରେ ରହିନଥିଲେ । ୨୦୧୮ରେ ସ୍ୱତନ୍ତ୍ର ସର୍କିଟ ହାଉସରେ ରହିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେତେବେଳେ…