ରାଜ୍ୟରେ ଦରଦାମ ବୃଦ୍ଧି ନେଇ ବର୍ଷିଲା ବିରୋଧୀ ବିଜେଡି, ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପ୍ରମିଳା
ଭୁବନେଶ୍ୱର : ଦର ନକମିଲେ ଆନ୍ଦୋଳନ । ଲୋକଙ୍କୁ କଲବଲ କଲାଣି ଆକାଶଛୁଆଁ ଦରବୃଦ୍ଧି । ଦିନକୁ ଦିନ ହୁ ହୁ ହୋଇ ବଢିଚାଲିଛି ପନିପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ । ୫୦ ଉପରେ ସବୁ ପରିବା । ଏହାକୁ ନେଇ ଅତିଷ୍ଠ ହୋଇପଡିଲେଣି ଲୋକେ। ଦରଦାମ୍ ନିୟନ୍ତ୍ରଣ କରି ରାଜ୍ୟ ସରକାର ଲୋକଙ୍କୁ…