କ’ଣ କରୋନାକୁ ରୋକିବାରେ ଭାଙ୍ଗ ପ୍ରଭାବଶାଳୀ? ଅନୁସନ୍ଧାନରୁ ମିଳିଲା ଏହି ପ୍ରଶ୍ନର ଉତ୍ତର…
କରୋନାକୁ ଶେଷ କରିବା ପାଇଁ ଅନେକ ପ୍ରକାରର ଗବେଷଣା କରାଯାଉଛି। ଆମେରିକାରେ ହୋଇଥିବା ଏକ ଅନୁସନ୍ଧାନରେ କୁହାଯାଇଛି କି, ଭାଙ୍ଗରେ ମିଳୁଥିବା ଏକ ସକ୍ରିୟ ଉପାଦାନ କାନବିଡିଓଲ (CBD) କୋଭିଡ୍-୧୯ ଭାଇରସ୍ର ସଂକ୍ରମଣକୁ ରୋକିବାରେ ସହାୟକ ହୋଇ ପାରେ। ଅନୁସନ୍ଧାନକାରୀଙ୍କ ମୁତାବକ, ଲ୍ୟାବ…