Browsing Tag

prevent question paper leaks

ପ୍ରଶ୍ନପତ୍ର ଲିକ୍ ରୋକିବ ଡିଜିଟାଲ ଲକ, ଶିକ୍ଷକ ଯୋଗ୍ୟତା ପରୀକ୍ଷାରେ ପ୍ରଥମ ଥର ହେବ ବ୍ୟବହାର

କଟକ : ପ୍ରଶ୍ନପତ୍ର ଲିକ୍ ରୋକିବ ଡିଜିଟାଲ ଲକ । ଡିଜିଟାଲ ଲକ ବ୍ୟବସ୍ତା ଆରମ୍ଭ କଲା ମାଧ୍ୟମିକ ଶିକ୍ଷା ପରିଷଦ । ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ମଧ୍ୟ ବ୍ୟବହାର ହେବ । ୧୮୩ଟି ପରୀକ୍ଷା କେନ୍ଦ୍ରକୁ ଯିବାକୁ ଥିବା ପ୍ରଶ୍ନପତ୍ର ବକ୍ସରେ ଲାଗିବ ଡିଜିଟାଲ ଲକର୍ ।…