Browsing Tag

price and specification

ଲଞ୍ଚ ହେଲା Honor 600 Lite, ୟୁଜର୍ସଙ୍କୁ ମିଳିବ ବଢ଼ିଆ ଫାଇଦା

ସ୍ମାର୍ଟଫୋନ୍ ପ୍ରୋମୀଙ୍କ ପାଇଁ ଆସିଲା ଖୁସି ଖବର । ଲଞ୍ଚ ହେଲା Honor ର ପାୱାରଫୁଲ୍ ସ୍ମାର୍ଟଫୋନ୍ । ଫିଚର୍ସ ରହିଛି ଜବରଦସ୍ତ । ଏହି ଫୋନରେ ଫଟୋ ଉଠାଇବାର ମଜା କିଛି ଅଲଗା, କାରଣ ଏଥିରେ ଭଲ ଫଟୋ ଉଠିଥାଏ । ତେବେ ଆସନ୍ତୁ ଜାଣିବା ଏହି ଦମଦାର୍ ସ୍ମାର୍ଟଫୋନର ସମ୍ପୂର୍ଣ୍ଣ ଡିଟେଲ୍ସ ।…

Itel ଲଞ୍ଚ କରିଛି ଏକ ପାୱାରଫୁଲ୍ ସ୍ମାର୍ଟଫୋନ୍, ପ୍ରାଇସ୍ କମ୍ ହେଲେ ଫିଚର୍ସ ଜବରଦସ୍ତ

ସ୍ମାର୍ଟଫୋନ୍ ଲର୍ଭସମାନଙ୍କ ପାଇଁ ଆସିଲା ଗୁଡ୍ ନ୍ୟୁଜ୍ । Itel ଲଞ୍ଚ କଲା ଏକ ଜବରଦସ୍ତ ସ୍ମାର୍ଟଫୋନ୍ । ଯାହାର ନାମ ହେଉଛି- Itel Zeno 20 Max । ଏହାର ପ୍ରାଇସ୍ ବହୁତ୍ କମ୍ ହେଲେ ଫିଚର୍ସ ରହିଛି ଜବରଦସ୍ତ । ତେଣୁ ଆସନ୍ତୁ ଜାଣିବା ଏହି ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନର ସମ୍ପୂର୍ଣ୍ଣ…

ଆଜିଠାରୁ ଭାରତରେ Realme Narzo 90x 5G ର ସେଲ୍ ଆରମ୍ଭ, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ

Realme Narzo 90x 5G ଆଜି, ଅର୍ଥାତ୍ ଡସେମ୍ବର ୨୩ରୁ ଭାରତରେ ସେଲ୍ ପାଇଁ ଉପଲବ୍ଧ ହେବ । ଏହି ହ୍ୟାଣ୍ଡସେଟ୍ ଡିସ୍ବେର ୧୬ ତାରିଖରେ Realme Narzo 90x 5G ସହିତ ଲଞ୍ଚ ହୋଇଥିଲା । ଏହା MediaTek Dimensity 6300 ଚିପସେଟ୍ ଦ୍ବାରା ପରିଚାଳିତ । ଏଥିସହ ୮GB ପର୍ଯ୍ୟନ୍ତ LPDDR4x RAM ଏବଂ…

୬୫୦୦mAh ବ୍ୟାଟେରୀ ସହ ଲଞ୍ଚ ହେଲା Oppo Reno 15c, ମିଳିବ ଅନେକ ଦମଦାର ଫିଚର୍ସ

ଗ୍ରାହକଙ୍କ ପାଇଁ ଲଞ୍ଚ କରାଯାଇଛି Oppo Reno 15c । ଫିଚର ବିଷୟରେ କହିବାକୁ ଗଲେ ଏହି ଫୋନରେ ସ୍ନାପଡ୍ରାଗନ୍ ପ୍ରୋସେସର, ୧୨ ଜିବି ରାମ୍, ୫୧୨ ଜିବି ଷ୍ଟୋରେଜ୍, ୧୨୦ ହର୍ଜ ରିଫ୍ରେସ୍ ରେଟ୍ ଏବଂ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ରହିଛି । ସେଲଫି ଲଭର୍ସଙ୍କ ପାଇଁ ଏହି ଓପୋ ସ୍ମାର୍ଟଫୋନରେ…

ଭାରତରେ ଲଞ୍ଚ ହେଲା Mini Cooper Convertible S, ଜାଣନ୍ତୁ ବୁକିଂ ଡିଟେଲ୍ସ

ଲଗଜୁରି କାର୍ ବ୍ରାଣ୍ଡ୍ ମିନି ଭାରତରେ ଏହାର ନୂଆ ଜେନେରେସନର Cooper Convertible S ଲଞ୍ଚ କରିଛି । ଏହି କାରର ଏକ୍ସ-ଶୋରୁମ୍ ମୂଲ୍ୟ ୫୮.୫୦ ଲକ୍ଷ ଟଙ୍କା ରଖାଯାଇଛି । ଏହାର ବୁକିଂ ମିନିର ଶୋ'ରୁମରେ ଆରମ୍ଭ ହୋଇଛି ଏବଂ କମ୍ପାନୀ ତୁରନ୍ତ ଏହାର ଡେଲିଭରି ମଧ୍ୟ ଆରମ୍ଭ କରିଛି । ଏହି କାର୍…

ଲଞ୍ଚ ହେବାକୁ ଯାଉଛି Xiaomi Redmi Note 15 5G, ଦମଦାର ବ୍ୟାଟେରୀ ସହ ମିଳିବ ବଢିଆ ଫିଚର୍ସ

ରେଡମି ଖୁବ୍ ଶୀଘ୍ର ୧୦୮MP କ୍ୟାମେରା ଏବଂ ଦମଦାର ଫିଚର୍ସ ସହିତ ଏକ ଫୋନ୍ ଲଞ୍ଚ କରିବାକୁ ଯାଉଛି । ସାଓମିର ଏହି ଫୋନ ଖୁବ୍ ଶୀଘ୍ର ଭାରତରେ Xiaomi Redmi Note 15 5G ନାମରେ ଲଞ୍ଚ ହେବ । ଏହି ଫୋନକୁ ନିକଟରେ ଚାଇନାର ବଜାରରେ ଲଞ୍ଚ କରାଯାଇଛି । ରେଡମିର ଏହି ଆଗାମୀ ଫୋନ୍ ବ୍ୟତୀତ କମ୍ପାନୀ…

ସିମ୍ ସ୍ଲଟ୍ ବିନା ଆସିବ ଆପଲ୍ ର ପ୍ରଥମ ଫୋଲ୍ଡେବଲ୍ ଆଇଫୋନ୍, ଅନଲାଇନ୍ ଡିଟେଲ୍ସ ଲିକ୍

ଆପଲ୍ ଫୋଲଡେବଲ୍ ଆଇଫୋନ୍ ବିଷୟରେ ଏକ ନୂଆ ଖୁଲାସା ଆସିଛି । ଚାଇନାର ଏକ ରିପୋର୍ଟ ଅନୁଯାୟୀ, କମ୍ପାନୀ ଏହାର ପ୍ରଥମ ଫୋଲଡେବଲ୍ ମଡେଲରେ ଫିଜିକାଲ୍ ସିମ୍ ଟ୍ରେକୁ ସମ୍ପୂର୍ଣ୍ଣ ରୂପେ ହଟାଇବାକୁ ପ୍ରସ୍ତୁତ ହେଉଛି । ଅର୍ଥାତ୍ ଆଗାମୀ ଆଇଫୋନ୍ ଫୋଲ୍ଡ କେବଳ ଇ-ସିମ୍ ରେ ଚାଲିବ । ଏହି ପଦକ୍ଷେପ…

ଆସିବାକୁ ଯାଉଛି Tata Punch Facelift, ଟେଷ୍ଟିଙ୍ଗ ସମୟରେ ନଜର ଆସିଲା ନୂଆ ଲୁକ୍

ଟାଟା ମୋଟର୍ସ ଏହାର ଲୋକପ୍ରିୟ ଏସୟୁଭି Tata Punchକୁ ଏକ ନୂଆ ଫେସଲିଫ୍ଟ ମଡେଲରେ ଆଣିବାକୁ ପ୍ରସ୍ତୁତ ହେଉଛି । ଏହା ୨୦୨୬ ରେ ଲଞ୍ଚ ହେବ ବୋଲି ଆଶା କରାଯାଉଛି । ନିକଟରେ Punch Facelift ପୁଣି ଥରେ ଟେଷ୍ଟିଙ୍ଗ ସମୟରେ ରାସ୍ତାରେ ଦେଖିବାକୁ ମିଳିଥିଲା । ଯାହାପରେ ଏହା ସ୍ପଷ୍ଟ ଯେ ପଞ୍ଚର…

ପ୍ରତିଦିନ ଅଫିସ ଯିବା ଆସିବା ପାଇଁ ବେଷ୍ଟ ଏହି ସ୍କୁଟର, ଫୁଲ୍ ଟ୍ୟାଙ୍କରେ ଚାଲିବ ୨୩୮ କିଲୋମିଟର

ଯଦି ଆପଣ ଦୈନନ୍ଦିନ ଅଫିସକୁ ଯିବା ପାଇଁ ଏକ ନିର୍ଭରଯୋଗ୍ୟ ଏବଂ ଭଲ ମାଇଲେଜ୍ ସ୍କୁଟର ଖୋଜୁଛନ୍ତି, ତେବେ ଆପଣ ଭାରତର ସବୁଠାରୁ ଲୋକପ୍ରିୟ ସ୍କୁଟର ହୋଣ୍ଡା ଆକ୍ଟିଭାକୁ ପସନ୍ଦ କରିପାରନ୍ତି । କେବଳ ସଡ଼କରେ ନୁହେଁ, ବର୍ଷ ବର୍ଷ ଧରି ଏହି ସ୍କୁଟର ଲୋକଙ୍କ ହୃଦୟରେ ମଧ୍ୟ ରାଜ କରିଆସୁଛି ।…

୨୦୨୬ରେ ଏକ ନୂଆ ଅବତାରରେ ଆସିବ Scorpio N ! ମହିନ୍ଦ୍ରା ଏସୟୁଭିକୁ ଦେବ ଏକ ନୂଆ ଲୁକ୍

୨୦୨୬ରେ ଏକ ନୂଆ ଅବତାରରେ ଆସିବ Scorpio N ଏବଂ XUV700 । ଏହାକୁ ନେଇ କିଛି ଅପଡେଟ୍ ହେବାକୁ ଯାଉଛି । ଅପଡେଟ୍ ହୋଇଥିବା ମହିନ୍ଦ୍ରା XUV700 ପ୍ରଥମ ୩ ମାସରେ ସେଲ୍ ହେବ, ଯେତେବେଳେ କି Scorpio N Facelift ବର୍ଷର ଦ୍ୱିତୀୟାର୍ଦ୍ଧରେ ଆସିବ ବୋଲି ଆଶା କରାଯାଉଛି । ଉଭୟ ମଡେଲ୍ ପୂର୍ବ ଭଳି…

ନୂଆ ଷ୍ଟାଇଲିସ୍ ଲୁକରେ ଆସିବ Harley Davidson X440, ଜାଣନ୍ତୁ କେତେ ରହିବ ଦାମ୍?

ହିରୋ ଏବଂ ହାର୍ଲି ମଧ୍ୟରେ ଦୁଇ ବର୍ଷରୁ ଅଧିକ ସମୟ ଧରି ସହଭାଗୀତା ଚାଲିଛି ଏବଂ ଏହି ସହଭାଗୀତାରେ X440 ବାଇକ୍ ଲଞ୍ଚ କରାଯାଇଥିଲା । ବର୍ତ୍ତମାନ ଏହି ମୋଟରବାଇକ୍ ର ନୂଆ ମଡେଲ୍ X440 T ଭାରତୀୟ ବଜାରରେ ଏଣ୍ଟ୍ରି କରିବା ପାଇଁ ପ୍ରସ୍ତୁତ । Harley Davidson X440 T ଏକ ନୂଆ ଏବଂ…

ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Motorola Edge 70 Ultra, ମିଳିବ ଦମଦାର ଫିଚର୍ସ

ମୋଟୋରୋଲା ଖୁବ୍ ଶୀଘ୍ର ଏହାର ଫ୍ଲାଗସିପ୍ ଫୋନ୍ Edge 70 Ultra ଲଞ୍ଚ କରିବାକୁ ଯାଉଛି । ନିକଟରେ ମୋଟୋରୋଲାର ଏହି ଫ୍ଲାଗସିପ୍ ଫୋନର ଡିଟେଲସ ପ୍ରକାଶ ପାଇଛି । ଫୋନର ରାମ୍ ସମେତ ଅନେକ ଫିଚର ଅନଲାଇନରେ ଲିକ୍ ହୋଇଛି । ଏହି ଫୋନ୍ ବିଷୟରେ କିଛି ସମୟ ଧରି ଅନେକ ସୂଚନା ସାମ୍ନାକୁ ଆସୁଛି । ଏହା…