Xiaomi Mi 11 ଗ୍ଲୋବାଲ ମାର୍କେଟରେ ହେଲା ଲଞ୍ଚ, ଜାଣନ୍ତୁ କ’ଣ ରହିଛି ଦାମ୍ ଏବଂ ଫିଚର୍ସ
ଚାଇନିଜ ସ୍ମାର୍ଟଫୋନ କମ୍ପାନୀ ସାଓମୀ ନିଜର ଫ୍ଲାଗସିପ୍ ସ୍ମାର୍ଟଫୋନ Xiaomi Mi 11କୁ ଭରର୍ଚୁଆଲ ଲଞ୍ଚ କରାଯାଇଛି। ଏହା ପୂର୍ବରୁ ଏହି ଫୋନକୁ ଚୀନ ମାର୍କେଟରେ ଲଞ୍ଚ କରାଯାଇଥିଲା। ଏହାସହିତ କମ୍ପାନୀ Xiaomi Mi 11ର ସ୍ପେଶାଲ ଏଡିସନକୁ ଲଞ୍ଚ କରାଯାଇଛି। ଯାହାର ଦାମ ୬୫,୭୨୮ ଟଙ୍କା ରହିଛି।…