ଫ୍ଳିପକାର୍ଟର ଏହି ସେଲରେ ଶସ୍ତା ଦାମରେ ମିଳୁଛି ଦାମିକିଆ AC, ଶୀଘ୍ର କିଣନ୍ତୁ
ଖରା ଦିନ ଆରମ୍ଭ ହେଲାଣି। ଆଉ ଏହାରି ମଧ୍ୟରେ ସମସ୍ତେ ଗରମରୁ ରକ୍ଷା ପାଇବା ପାଇଁ ଏସି ଆଉ କୁଲର ଉପରେ ନିର୍ଭ କରୁଛନ୍ତି । ତେବେ ଅନେକ ଅଛନ୍ତି ଏସବୁ ର ଦାମ ଅଧିକ ହେବା କାରଣରୁ କିଣିବାକୁ ପସନ୍ଦ କରୁନଥିବା ବେଳେ ଏଭଳି ଗ୍ରାହକଙ୍କୁ ଖୁସି କଲା ଭଳି ଅଫର ନେଇ ଆସିଛି ଫ୍ଲିପକାର୍ଟ।…