ସ୍ଥିର ରହିଛି ପେଟ୍ରୋଲ ଓ ଡିଜେଲ ଦାମ୍, ଏଠାରେ ଯାଞ୍ଚ କରନ୍ତୁ ଆଜିର ଅପଡେଟ୍
ଦେଶରେ ଏବଂ ରାଜ୍ୟରେ ତେଲ ଦାମ୍ କମିବା ପରେ ଗ୍ରାହକଙ୍କ ସାମାନ୍ୟ ଆଶ୍ୱସ୍ତି ମିଳିଛି। କ୍ରମାଗତ ଭାବେ ୧୭ ଦିନ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦାମ୍ ସ୍ଥିର ରହିଛି। କେନ୍ଦ୍ର ସରକାର ପେଟ୍ରୋଲ ୫ ଟଙ୍କା ଏବଂ ଡିଜେଲ ଦାମ୍ ୧୦ ଟଙ୍କା କମାଇଥିଲେ। ଏହା ପରେ ବିଭିନ୍ନ ରାଜ୍ୟ ସରକାର ମଧ୍ୟ କିଛି…