Browsing Tag

prince tucy

ବାବରଙ୍କ ନାଁରେ ଲାଗିଥିବା କଳଙ୍କକୁ ପୋଛିବେ ତାଙ୍କ ବଂଶଜ, ରାମ ମନ୍ଦିରକୁ ଦେବେ ଏତେ ଟଙ୍କାର ସୁନା ଇଟା

ଅଯୋଧ୍ୟାରେ ଅଗଷ୍ଟ ୫ରେ ଭବ୍ୟ ରାମ ମନ୍ଦିରର ଭୂମି ପୂଜନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଅଯୋଧ୍ୟାରେ ଭୂମିପୂଜନ ପ୍ରସ୍ତୁତି ମଧ୍ୟରେ ଏବେ ପୁଣିଥରେ ମୋଗଲ ବାଦଶାହ ବାବରଙ୍କ ବଂଶଜ ପ୍ରିନ୍ସ ହବିବୁଦ୍ଦିନ ତୁସୀ ଭୂମିପୂଜନ ପାଇଁ ସୁନା ଇଟା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି।…