ପ୍ରଧାନ ଶିକ୍ଷୟିତ୍ରୀ ହେବ ତ ଏମିତି, ନିଜ ଦରମା ଟଙ୍କାରେ ସ୍କୁଲ ପାଇଁ ତିଆରି କରୁଛନ୍ତି ପାଚେରୀ
ଚାନ୍ଦବାଲି(କେନ୍ୟୁଜ):ତହସିଲ ଠାରୁ ଆରମ୍ଭ କରି ଜିଲ୍ଲାପାଳ। ଏମିତିକି ହାଇକୋର୍ଟରେ ଦୀର୍ଘ ବର୍ଷର ସଂଘର୍ଷ କରି ନିଜ ସ୍କୁଲର ଖେଳ ପଡିଆକୁ ଜବର ଦଖଲ ମୁକ୍ତ କରିବା ସହ ନିଜର ଦରମା ଟଙ୍କାରେ ପିଲାଙ୍କ ସୁରକ୍ଷା ପାଇଁ ନିର୍ମାଣ କରୁଛନ୍ତି ବିରାଟକାୟ ପାଚେରୀ। ତେଣୁ ନିଜର ମାଟି ଓ ନିଜର ସ୍କୁଲ…