Browsing Tag

Prithvi Shaw

ମୋଟା ହୋଇଗଲେଣି ଫର୍ମ ବି ନାହିଁ, ମୁମ୍ବାଇ ରଣଜୀ ଦଳରୁ ବିଦା ହେଲେ ପୃଥ୍ଵୀ ସ

ମୁମ୍ବାଇ : ଦିନେ ସେ ଭାରତୀୟ କ୍ରିକେଟର ଭବିଷ୍ୟତ, ଧୁରନ୍ଧର ଓପ୍ନର ଭାବେ ଅନ୍ତର୍ଜାତୀୟ କ୍ରିକେଟ୍ ଦୃଶ୍ୟପଟକୁ ଆସିଥିଲେ । ହେଲେ ଏବେ ସେ କେଉଁଠି ଓ କେମିତି ଅଛନ୍ତି ସେକଥା ମଧ୍ୟ କ୍ରିକେଟ୍ ପ୍ରେମୀ ବି ପଚାରୁ ନାହାନ୍ତି । ଯେଉଁ ଖେଳାଳିଙ୍କ କଥା ଆମେ କହୁଛୁ ସେ ହେଉଛନ୍ତି ଓପନର ପୃଥ୍ଵୀ ସ…

ପୃଥ୍ଵୀ ଶ’ ପାଇଁ ବଢିଲା ମୁସ୍କିଲ, ଲିଗାମେଣ୍ଟରେ ଆଘାତ ଯୋଗୁଁ ୪ ମାସ କ୍ରିକେଟରୁ ଦୂରେଇ ରହିବେ

ଭାରତୀୟ କ୍ରିକେଟ ଟିମର ଖେଳାଳି ପୃଥ୍ୱୀ ଶ’ ଦୀର୍ଘ ଦିନ ଧରି ଆନ୍ତର୍ଜାତୀୟ କ୍ରିକେଟ୍ ଠାରୁ ଦୂରରେ ରହିଛନ୍ତି । କିନ୍ତୁ ଘରୋଇ କ୍ରିକେଟରେ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି । ପୃଥ୍ଵୀ ଇଂଲଣ୍ଡର ଘରୋଇ କ୍ରିକେଟରେ ଭଲ ଖେଳିଥିଲେ। ସେ ନର୍ଥମ୍ପଟାୟଶାୟର୍ ପାଇଁ କ୍ରିକେଟ ଖେଳିଥିଲେ। ଏହି ସମୟରେ…

ଇଂଲଣ୍ଡରେ ଦ୍ୱିଶତକ ମାରି ରେକର୍ଡ କଲେ ପୃଥ୍ଵୀ ଶ’, ଭାଙ୍ଗିଲେ ପୂଜାରାଙ୍କ ରେକର୍ଡ

ଟିମ୍‌ ଇଣ୍ଡିଆରୁ ବାଦ୍‌ ପଡିଥିବା ଖେଳାଳି ପୃଥ୍ଵୀ ଶ’ ଇଂଲଣ୍ଡରେ ଚାଲିଥିବା ଏକଦିବସୀୟ କପରେ ଦ୍ୱିଶତକ ହାସଲ କରି ରେକର୍ଡ କରିଛନ୍ତି । ପୃଥ୍ୱୀ ନର୍ଥମଟନସେୟାର ପାଇଁ ଖେଳି ସରସେଟ୍ ବିପକ୍ଷରେ ମାତ୍ର ୧୨୯ ବଲର ସାମ୍ନା କରି ନିଜର ଦ୍ୱିଶତକ ପୂରଣ କରିଛନ୍ତି । ସେ ୧୫୩ ବଲରେ ୨୪୪ ରନ୍‌…

ଅର୍ଦ୍ଧଶତକ ମାରିବା ପରେ ପୃଥ୍ଵୀ ଶ’ ଦେଖା କରିବାକୁ ଯାଇଥିବା ଯୁବତୀ କିଏ ? ଫଟୋ ଭାଇରଲ

ଆଇପିଏଲ୍‌ ସିଜିନ ଆରମ୍ଭରୁ ଖରାପ ଫର୍ମରେ ରହିଥିବା ପୃଥ୍ଵୀ ପୁଣିଥରେ ଟ୍ରାକକୁ ଫେରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର ବ୍ୟାଟର ପୃଥ୍ଵୀ ଶ ଅର୍ଦ୍ଧଶତକ ପାଳି ଖେଳିଛନ୍ତି । ଆଉ ଅର୍ଦ୍ଧଶତକ ହାସଲ କରିବା ପରେ…

ସେଲଫିକୁ ନେଇ ମାରପିଟ୍‌ ବିବାଦ ପରେ ପୁଣି ଚର୍ଚ୍ଚାରେ ପୃଥ୍ଵୀ ଶ’, ସାଉଥ ଖଳନାୟକଙ୍କ ସହିତ ଆସିଲେ ନଜର

ଭାରତୀୟ କ୍ରିକେଟ ଟିମର ଯୁବ ଖେଳାଳି ପୃଥ୍ଵୀ ଶ’ ଗତକିଛିଦିନ ହେଲାଣି ବିବାଦରେ ରହିଛନ୍ତି। ରଣଜୀ ଟ୍ରଫିରେ ଟ୍ରିପଲ ଶତକ ମାରିଥିବା ଓପନର ପୃଥ୍ଵୀ ଶ’ଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା। ଯେଉଁଥିରେ ସେ ମାରପିଟ୍‌ କରୁଥିବାର ନଜର ଆସିଥିଲେ । ଆଉ ଏହି ମାମଲା ଥାନାରେ…

ପୃଥ୍ଵୀ ଶ’ଙ୍କୁ ଆକ୍ରମଣ ଘଟଣାରେ ସପନା ଗିଲଙ୍କ ଦାବି, ‘ମୋ ପାଖରେ ଏମିତି ଭିଡିଓ ଅଛି, ଯାହା ପୃଥ୍ଵୀଙ୍କ ଗୁମର ଖୋଲିଦେବ…

ଭାରତୀୟ କ୍ରିକେଟ ଟିମର ଷ୍ଟାର ଓପନର ପୃଥ୍ଵୀ ଶ’ଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ପୃଥ୍ଵୀ ଏବଂ ସପନାଙ୍କ ମଧ୍ୟରେ ବିବାଦ ମାମଲା ଏବେ କୋର୍ଟରେ ପହଞ୍ଚିଛି । ସପନା ଗିଲଙ୍କ ଓକିଲ ଦାବି କରିଛନ୍ତି, ତାଙ୍କ ପାଖରେ ଏମିତି ଏକ ଭିଡିଓ ରହିଛି, ଯାହା ଦ୍ୱାରା ପୃଥ୍ଵୀଙ୍କ ଦୁର୍ବ୍ୟବହାର ପଦାରେ…

ପୃଥ୍ଵୀ ଶ’ଙ୍କୁ ଆକ୍ରମଣ ଘଟଣା: ‘ମୁଁ କୌଣସି ର୍ଦୁବ୍ୟବହାର କରିନି, ବରଂ ପୃଥ୍ଵୀ ମୋ ପ୍ରାଇଭେଟ ପାର୍ଟକୁ ମାରିଥିଲେ’;…

ଭାରତୀୟ କ୍ରିକେଟର ପୃଥ୍ଵୀ ଶ’ଙ୍କ ଉପରେ ଆକ୍ରମଣ କରି ଗିରଫ ହୋଇଥିଲେ ୟୁଟ୍ୟୁବର ସପନା ଗିଲ୍‌ । ଆଉ ଜାମିନରେ ଫେରିବା ପରେ ପୃଥ୍ଵୀଙ୍କ ବିରୋଧରେ ମାମଲା ଦାଏର କରି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସପନା କହିଛନ୍ତି, ମୁଁ ର୍ଦୁବ୍ୟବହାର କରିନି । ବରଂ ପୃଥ୍ଵୀ ମୋ ପ୍ରାଇଭେଟ ପାର୍ଟକୁ…

ସ୍ୱପ୍ନା ଗିଲଙ୍କୁ ମିଳିଲା ଜାମିନ, ଜେଲରୁ ଫେରି ପୃଥ୍ଵୀ ଶ’ଙ୍କ ଉପରେ କଲେ କେସ୍‌

ଟିମ୍‌ ଇଣ୍ଡିଆର ଯୁବ ଖେଳାଳି ପୃଥ୍ଵୀ ଶ’ଙ୍କ ୟୁଟ୍ୟୁବର ସ୍ୱପ୍ନା ଗିଲ୍‌ ଆକ୍ରମଣ କରି ଗିରଫ ହୋଇଥିଲେ । ଏବେ ତାଙ୍କୁ ଜାମିନ ମିଳିଯାଇଛି । ତେବେ ଜାମିନ ମିଳିବା ପରେ ସ୍ୱପ୍ନା ପୃଥ୍ଵୀ ଏବଂ ତାଙ୍କ ସାଙ୍ଗ ଆଶିଷ ଯାଦବଙ୍କ ବିରୋଧରେ ମୁମ୍ବାଇ ଏୟାରପୋର୍ଟ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ।…

ପୃଥ୍ଵୀ ଶ’ଙ୍କୁ ଆକ୍ରମଣ କରିବା ଘଟଣାରେ ୟୁଟ୍ୟୁବର ସ୍ୱପ୍ନା ଗିଲ୍‌ ଗିରଫ, ୨୦ ଫେବୃଆରୀ ପର୍ଯ୍ୟନ୍ତ ଜେଲରେ ରହିବେ

ଟିମ୍‌ ଇଣ୍ଡିଆର କ୍ରିକେଟର ପୃଥ୍ୱୀ ଶ’ଙ୍କ ସହ ସେଲଫି ପାଇଁ ଗଣ୍ଡଗୋଳ କରିବା ମାମଲାରେ ଲୋକପ୍ରିୟ ୟୁଟ୍ୟୁବର ଇନ୍ସଫ୍ଲୁଏନ୍ସର ସ୍ୱପ୍ନା ଗିଲଙ୍କୁ ମହଙ୍ଗା ପଡ଼ିଛି। ସ୍ୱପ୍ନାଙ୍କୁ ଶୁକ୍ରବାର ଗିରଫ କରାଯିବା ପରେ ଆଜି କୋର୍ଟ ଚାଲାଣ କରାଯାଇଥିଲା। ଫଳରେ ତାଙ୍କୁ ଫେବୃଆରୀ ୨୦ ତାରିଖ ଯାଏଁ ପୋଲିସ…

ଟିମ୍‌ ଇଣ୍ଡିଆର ଖେଳାଳି ପୃଥ୍ଵୀ ଶ’ଙ୍କ କାରକୁ ଆକ୍ରମଣ, ସେଲଫି ନେବାକୁ ମନା କରିବାରୁ ଆକ୍ରମଣ ହୋଇଥିବା ସୂଚନା

ଟିମ୍‌ ଇଣ୍ଡିଆର ଖେଳାଳି ପୃଥ୍ଵୀ ଶ’ଙ୍କ ଉପରେ ଆକ୍ରମଣ । ପୃଥ୍ଵୀଙ୍କ କାରକୁ ମୁମ୍ବାଇରେ ଆକ୍ରମଣ ହୋଇଛି । ଆକ୍ରମଣ ସମୟରେ କାରରେ ପୃଥ୍ଵୀ ଶ’ ଏବଂ ତାଙ୍କର ଜଣେ ସାଙ୍ଗ କାରରେ ବସିଥିଲେ । ସେଲଫି ନେବା ପାଇଁ କିଛି ଲୋକ ତାଙ୍କୁ କହିଥିଲେ । ସେ ମନା କରିବାରୁ ତାଙ୍କ ଉପରେ ଆକ୍ରମଣ କରିଥିଲେ ।…

ଭାଲେଣ୍ଟାଇନ୍ସ ଡେ’ରେ ‘ସ୍ତ୍ରୀ’କୁ କିସ୍‌ କଲେ ପୃଥ୍ଵୀ ଶ’! ଏବେ ବୟାନ ଜାରି କରି କହିଲେ ଏମିତି କଥା

ଟିମ୍ ଇଣ୍ଡିଆ କ୍ରିକେଟର ପୃଥ୍ଵୀ ଶ’ ମଙ୍ଗଳବାର ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ବୟାନ ଜାରି କରିଛନ୍ତି। ସୋସିଆଲ ମିଡିଆରେ ଏକ ଫଟୋ କ୍ରମାଗତ ଭାବରେ ଭାଇରାଲ ହେଉଥିଲା, ଯେଉଁଥିରେ ପୃଥ୍ଵୀ ଶ’ ଜଣେ ଯୁବତୀଙ୍କ ସହିତ ଦେଖାଯାଇଥିଲେ ଏବଂ ତାଙ୍କୁ ହ୍ୟାପି ଭାଲେଣ୍ଟାଇନ୍ ଓ୍ଵିସ୍‌ କରୁଥିଲେ। ଶ’ ନିଜ…

ରଣଜୀ ଟ୍ରଫିରେ ରେକର୍ଡ କଲେ ପୃଥ୍ଵୀ ଶ, ୩୭୯ ରନ୍‌ କରି ଭାଙ୍ଗିଲେ ସଞ୍ଜୟ ମଞ୍ଜେରକରଙ୍କ ରେକର୍ଡ

ଷ୍ଟାର କ୍ରିକେଟର ପୃଥ୍ଵୀ ଶ ଦୀର୍ଘଦିନରୁ ଟିମ୍‌ ଇଣ୍ଡିଆରୁ ବାଦ୍‌ ପଡିଛନ୍ତି। ଭଲ ଫର୍ମରେ ଥିବା ସତ୍ତ୍ୱେ ତାଙ୍କୁ ଟିମ୍‌ରେ ସ୍ଥାନ ମିଳୁନି । ଚୟନକର୍ତ୍ତା ଟିମ୍‌ ତାଙ୍କୁ ଦଳରେ ସ୍ଥାନ ଦେବାକୁ ଅରାଜି ରହିଛନ୍ତି। କିନ୍ତୁ ଏବେ ପୃଥ୍ଵୀ ଶ ଏମିତି ପ୍ରଦର୍ଶନ କରି ଆଲୋଚକଙ୍କୁ ମୁହଁତୋଡ ଜବାବ…