Browsing Tag

Private bus

ହଟିଲା ଆନ୍ଦୋଳନ, ରାଜ୍ୟରେ ପୁଣି ଗଡ଼ିଲା ଘରୋଇ ବସ

ଭୁବନେଶ୍ୱର (କେନ୍ୟୁଜ): ହଟିଲା ଆନ୍ଦୋଳନ, ଗଡ଼ିଲା ବସ୍। ରାଜ୍ୟରେ ସ୍ଥଗିତ ରହିଲା ଘରୋଇ ବସ ଧର୍ମଘଟ। ଅକ୍ଟୋବର ୩୧ତାରିଖ ଯାଏ ବସ ଧର୍ମଘଟ ସ୍ଥଗିତ ରଖିଛି ସଂଘ। ପାର୍ବଣକୁ ଦୃଷ୍ଟିରେ ରଖି ଓ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ବସ ଧର୍ମଘଟ ସ୍ଥଗିତ ରହିଛି। ରାଜ୍ୟ ସରକାର ଓ ଘରୋଇ ମାଲିକ ସଂଘର…

ଲକ୍ଷ୍ମୀ ଯୋଜନାକୁ ବିରୋଧ: ଗଡ଼ୁନି ଘରୋଇ ବସ୍ , ଜିଦ୍‌ରେ ଅଟଳ ସଂଘ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଗଡ଼ୁନି ଘରୋଇ ବସ୍। ସକାଳ ୬ଟାରୁ ବସ୍ ଚଳାଚଳ ବନ୍ଦ ରହିଛି। ଜିଦରେ ଅଟଳ ଘରୋଇ ବସ ମାଲିକ ସଂଘ। ପୂର୍ବ ଘୋଷଣା ଅନୁଯାୟୀ ବସ ଧର୍ମଘଟକୁ ଓହ୍ଲାଇଛି ସଂଘ। ସରକାର ଲିଖିତ ପ୍ରତିଶ୍ରୁତି ନଦେବାରୁ ଧର୍ମଘଟକୁ ଓହ୍ଲାଇଛି ଘରୋଇ ବସ୍ ମାଲିକ ସଂଘ। ରାଜ୍ୟ ସରକାରଙ୍କ…

ରାଜପଥ ମରାମତି ଦାବିରେ ଆଜି ଅନୁଗୁଳ ଓ ତାଳଚେରରୁ କଟକ-ଭୁନେଶ୍ୱରକୁ ଗଡିବନି ବସ୍‌, ୧୨ଘଣ୍ଟିଆ ବନ୍ଦ ଡାକରା

ଅନୁଗୁଳ/ତାଳଚେର(କେନ୍ଯୁଜ୍): ଆଜି ଅନୁଗୁଳ ଓ ତାଳଚେରରୁ କଟକ -ଭୁନେଶ୍ୱରକୁ ଗଡିବନି ବସ୍‌। ୧୨ଘଣ୍ଟିଆ ବସ୍‌ ଚଳାଚଳ ବନ୍ଦ ଡାକରା ଦେଇଛନ୍ତି ଭୁବନେଶ୍ୱର, କଟକ, ଢେଙ୍କନାଳ, ଅନୁଗୁଳ ଓ ତାଳଚେର ବସ୍‌ ମାଲିକ ସଂଘ। ଏହାଫଳରେ ଗଡିବନି ପ୍ରାୟ ୩ଶହ ବସ୍‌। ୫୫ ନମ୍ବର ଜାତୀୟ ରାଜପଥ ମରାମତି ଦାବିରେ…

ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ କନ୍ଧମାଳରେ ଗଡିଲା ଘରୋଇ ବସ୍

କନ୍ଧମାଳ(କେନ୍ଯୁଜ୍): କନ୍ଧମାଳ ବାଲିଗୁଡାରେ ଦୁଇମାସ ପରେ ଗଡିଛି ଘରୋଇ ବସ। ପରିବହନ ମନ୍ତ୍ରୀଙ୍କ ସହ ଘରୋଇ ବସ ସଘଂର ଆଲୋଚନା ପରେ ବସ ଚଳାଚଳ ବାଲିଗୁଡାରେ ଆରମ୍ଭ ହୋଇଛି। ବସ ଚଳାଇବା ନେଇ ସମସ୍ତ ନିୟମକୁ କଡାକଡି ପାଳନ କରାଯିବ ବୋଲି ବାଲିଗୁଡା ବସ୍ ୟୁନିଅନ ପକ୍ଷରୁ କୁହାଯାଇଛି।…

ରାଜ୍ୟରେ କାଲିଠାରୁ ଚାଲିବ ଘରୋଇ ବସ୍, ସୂଚନା ଦେଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ କାଲିଠାରୁ ଚାଲିବ ଘରୋଇ ବସ୍ । ଆସନ୍ତା କାଲିଠାରୁ ରାଜ୍ୟରେ ଘରୋଇ ବସ୍‌ ଗଡ଼ିବ ବୋଲି ବୁଧବାର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ତେବେ ଏନେଇ ଘରୋଇ ମାଲିକ ସଂଘ ସହ ଆଲୋଚନ କରାଯାଇଥିଲା ଏବଂ ଆଜି ଘରୋଇ ବସ୍‌ ମାଲିକ ସଂଘର ବୈଠକରେ…