Browsing Tag

privatization

ଅତିଶୀଘ୍ର ଦେଶର ୫୦ଟି ରେଳଷ୍ଟେସନ ଓ ୧୫୦ଟି ଟ୍ରେନର ହେବ ଘରୋଇକରଣ

ତେଜସ ପରେ କେନ୍ଦ୍ର ସରକାର ଦେଶର ରେଳ ଷ୍ଟେସନ ଓ ଟ୍ରେନ ଗୁଡିକର ଘରୋଇକରଣ ପ୍ରକ୍ରିୟା ଉପରେ ପ୍ରାଧାନ୍ୟ ଦେଇଛନ୍ତି । ଖୁବ ଶୀଘ୍ର ଦେଶର ୫୦ଟି ରେଳଷ୍ଟେସନ ଓ ୧୫୦ଟି ଟ୍ରେନର ଘରୋଇକରଣ ଖୁବ ଶୀଘ୍ର କରାଯିବ । କିଛି ଦିନ ପୂର୍ବରୁ ଦେଶର ଅନ୍ୟ ଏକ ସେମି ହାଇ ସ୍ପିଡ଼ ଟ୍ରେନ 'ତେଜସ' କୁ ଉତ୍ତର…