ଭାଇରାଲ ହେଉଛି ମାଲତୀଙ୍କ କ୍ୟୁଟ୍ ଫଟୋ, ଝିଅ ସହ କ୍ବାଲିଟି ଟାଇମ୍ ସ୍ପେଣ୍ଟ କରୁଛନ୍ତି ପ୍ରିୟଙ୍କା
ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ହଲିଉଡରେ ନିଜ କଳାକୁ ଦେଖାଇବାରେ ବ୍ୟସ୍ତ ଅଛନ୍ତି । ବ୍ୟସ୍ତ ଥାଇ ମଧ୍ୟ ଅଭିନେତ୍ରୀ ନିଜ ଝିଅ ମାଲତି ମ୍ୟାରି ଜୋନାସଙ୍କ ସହିତ କ୍ବାଲିଟି ଟାଇମ୍ ସ୍ପେଣ୍ଟ କରୁଥିବା ଦେଖିବାକୁ ମିଳିଛି । ପ୍ରିୟଙ୍କା ସୋସିଆଲ ମିଡିଆରେ ଅନେକ ଫଟୋ ସେୟାର କରିଛନ୍ତି…