Browsing Tag

priyanka chopra baby

ଝିଅ ମାଳତିର ପ୍ରଥମ ରଙ୍ଗୋଲି ସେୟାର କଲେ ପ୍ରିୟଙ୍କା, ଜଣାଇଲେ ଦୀପାବଳି ଶୁଭକାମନା

ବଲିଉଡର ଦେଶୀ ଗର୍ଲ ଅର୍ଥାତ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ହୁଏତ ଏବେ ବିଦେଶରେ ବସବାସ କରିଛନ୍ତି, କିନ୍ତୁ ସେଠାରେ ସେ ପ୍ରତ୍ୟେକ ପର୍ବକୁ ବହୁତ ବଡ଼ ଉତ୍ସବରେ ପାଳନ କରନ୍ତି । ବର୍ତ୍ତମାନ ଅଭିନେତ୍ରୀ ଦୀପାବଳି ଉତ୍ସବରେ ପଳନ କରିବାରେ ବ୍ୟସ୍ତ ଅଛନ୍ତି । କିଛି ଦିନ ପୂର୍ବରୁ ସେ ସୋସିଆଲ…

ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ପ୍ରିୟଙ୍କାଙ୍କ ଝିଅ ମାଳତୀର ଫଟୋ, ଅବିକଳ ନିକ ଜୋନାସଙ୍କ ଭଳି ଦେଖାଯାଉଛନ୍ତି ଝିଅ

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ଝିଅ ମାଳତୀର ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି। କିନ୍ତୁ କବେ ଝିଅର ମୁହଁକୁ ରିଭିଲ କରିନଥିଲେ । କିନ୍ତୁ ଏବେ ପ୍ରିୟଙ୍କା ପ୍ରଥମଥର ପାଇଁ ଝିଅ ମାଳତୀରେ ଚେହେରା ଦେଖାଇଛନ୍ତି । ପୂର୍ବରୁ ଝିଅ ସହ ବହୁ ଭିଡିଓ ଓ ଫଟୋ ସେୟାର କରିଥିଲେ ମଧ୍ୟ…

ପ୍ରିୟଙ୍କା ଚୋପ୍ରା ସେୟାର କଲେ ଝିଅ ‘ମାଳତୀ’ର ଫଟୋ, ଆଈ କୋଳରେ ଶୋଇଥିବାର ଆସିଲା ନଜର…

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆଜିକାଲି ବେଶ୍‌ ଚର୍ଚ୍ଚାରେ ରହୁଛନ୍ତି। କିଛି ଦିନ ତଳେ ସେ ନିଜର ବୋଲ୍ଡ ଅନ୍ଦାଜରେ ଫ୍ୟାନମାନଙ୍କୁ ମତୁଆଲା କରି ଦେଇଥିଲେ। ଆଉ ଏବେ ପ୍ରିୟଙ୍କା ସୋସିଆଲ ମିଡିଆରେ ନିଜ ଝିଅର ଫଟୋ ସେୟାର କରିଛନ୍ତି। ଏହି ଫଟୋ ସାମ୍ନାକୁ ଆସିବା ପରେ ଫ୍ୟାନମାନଙ୍କ ଖୁସି କହିଲେ…

୧୦୦ ଦିନ ହସ୍ପିଟାଲରେ ରହିବା ପରେ ଘରକୁ ଆସିଲା ପ୍ରିୟଙ୍କା ଚୋପ୍ରାଙ୍କ ଝିଅ ‘ମାଳତୀ’, ଉଭୟ ବାପା-ମା’ ସେୟାର କଲେ…

ପ୍ରଥମ ଥର ପାଇଁ ମା’ ବନି ଥିବା ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଘରକୁ କୁନି ପରୀ ଆସିଛି। ଜନ୍ମର ପାଖାପାଖି ୧୦୦ ଦିନ ଯାଏଁ ଝିଅ ହସ୍ପିଟାଲରେ ରହିଥିଲା। ଏବେ ୧୦୦ ଦିନ ପରେ ପ୍ରିୟଙ୍କା ଓ ନିକ୍‌ କୁନି ଝିଅକୁ ଘରକୁ ଆଣିଛନ୍ତି। ଝିଅର ଗୃହ ପ୍ରବେଶ ବେଳର ପ୍ରଥମ ଫଟୋକୁ ପ୍ରିୟଙ୍କା ନିଜ…

ପ୍ରିୟଙ୍କା ଚୋପ୍ରାଙ୍କର ଝିଅ ହୋଇଛି ନା ପୁଅ? ଶେଷରେ ସାମ୍ନାକୁ ଆସିଲା ପ୍ରକୃତ ସତ

ବଲିଉଡ୍‌ ଓ ହଲିଉଡ୍‌ର ପାଓ୍ଵାର କପଲ ତଥା ଲୋକପ୍ରିୟ ଅଭିନେତ୍ରୀ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନ୍‌ସ ନିକଟରେ ମାତା ପିତା ବନିଛନ୍ତି। ଫଳରେ ପ୍ରିୟଙ୍କା ଚୋପ୍ରା ମଧ୍ୟ ଅଭିଭାବକ କ୍ଲବ୍‌ରେ ସାମିଲ ହୋଇଛନ୍ତି। ଶୁକ୍ରବାର ପ୍ରିୟଙ୍କା ସୋସିଆଲ ମିଡିଆରେ ପୋଷ୍ଟ ଜରିଆରେ ମା’…