ସୁଟିଂ ସେଟରେ ଲହୁଲୁହାଣ ହେଲେ ପ୍ରିୟଙ୍କା ଚୋପ୍ରା, ଫଟୋ ଦେଖି ଆଶ୍ଚର୍ଯ୍ୟ ହେଲେ ଫ୍ୟାନ୍ସ
ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଅପକମିଂ ୱେବସିରିଜ citadel ର ସୁଟିଂକୁ ନେଇ ବ୍ୟସ୍ତ ରହିଛନ୍ତି। ଠିକ୍ ଏହିସମୟରେ ପ୍ରିୟଙ୍କା ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଅପଡେଟ୍ ଦେଇଛନ୍ତି। କିଛିଦିନ ତଳେ ପ୍ରିୟଙ୍କା ସେଟରୁ ଏକ ଫଟୋ ସେୟାର କରିଥିଲେ। ଯେଉଁଥିରେ ଏକ ଲାଲ…