Browsing Tag

priyanka chopra nick jonas

ଏକାଠି ଭାଲେଣ୍ଟାଇନ୍‌ ଡେ’ ପାଳିଲେ ପ୍ରିୟଙ୍କା-ନିକ୍‌, ରୋମାଣ୍ଟିକ୍‌ ଅନ୍ଦାଜରେ କଲେ ଜବରଦସ୍ତ ଡ୍ୟାନ୍ସ; ଦେଖନ୍ତୁ…

ବଲିଉଡ୍‌ର ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଓ ସ୍ୱାମୀ ନିକ୍‌ ଜୋନସ୍‌ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି। ଯେକୌଣସି ଉତ୍ସବ ହେଉ ବା ସ୍ପେଶାଲ ଡେ’ ସେମାନେ କିଛି ନା କିଛି ପୋଷ୍ଟ କରିଥାନ୍ତି। ଏଭଳି ସ୍ଥିତିରେ ଭାଲେଣ୍ଟାଇନ୍‌ ଡେ’ରେ ବା ସେମାନେ କେମିତି ଚୁପ୍‌ ରହିଥାନ୍ତେ!…

ନିକ୍‌ଙ୍କ ସହ ମିଶି କ୍ରିସ୍‌ମାସ୍‌ରେ କୁକିଜ୍‌ ବନାଇଲେ ପ୍ରିୟଙ୍କା, ଦେଖନ୍ତୁ ଭାଇରାଲ ଭିଡିଓ

କ୍ରିସ୍‌ମାସ୍‌ ସମସ୍ତଙ୍କ ପାଇଁ ଖୁବ୍‌ ଖାସ୍‌ ହୋଇଥାଏ। ଏ ଅବସରରେ ପିଲାଠୁ ବୁଢ଼ା ଯାଏଁ ପରସ୍ପରକୁ ଉପହାର ଦେଇଥାନ୍ତି। କେବଳ ଉପହାର ଆଦାନପ୍ରଦାନ ନୁହେଁ ଭଲ ଭଲ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରି ନିଜେ ଖାଇବା ସହ ଅନ୍ୟମାନଙ୍କୁ ଖୁଆଇଥାନ୍ତି। କ୍ରିସମାସ୍‌ରେ ଖାସ୍‌ କରି କେକ୍‌ କୁକିଜ୍‌ ଭଳି ମିଠା…

ପ୍ରିୟଙ୍କା-ନିକ୍‌ ଜୋନସ୍‌ ଲସ୍‌ ଏଞ୍ଜେଲସ୍‌ରେ କିଣିଲେ ନୂଆ ଘର, ଖର୍ଚ୍ଚ କଲେ ୨୦ ମିଲିୟନ୍‌ ଡଲାର!

ପ୍ରିୟଙ୍କା ଏବଂ ତାଙ୍କ ସ୍ୱାମୀ ନିକ୍‌ ଜୋନସ୍‌ ଆମେରିକାର ଲସ୍‌ ଏଞ୍ଜେଲସ୍‌ଠାରେ ଏକ ନୂଆ ଘର କିଣିଛନ୍ତି, ଯାହାର ମୂଲ୍ୟ ଶୁଣି ଆପଣ ନିଶ୍ଚିତ କହିବେ ‘ଓ ମାଇଁ ଗଡ୍‌’! ଏକ ଜର୍ନାଲ ମୁତାବକ, ନିକ୍‌ ଏବଂ ପ୍ରିୟଙ୍କା ଲସ୍‌ ଏଞ୍ଜେଲସ୍‌ଠାରେ ୨୦,୦୦୦ ବର୍ଗ ଫୁଟର ସମ୍ପତ୍ତି କିଣିଛନ୍ତି,…

ପ୍ରିୟଙ୍କାଙ୍କ ବିବାହକୁ ଦୁଇ ସପ୍ତାହ ବି ପୂରିନାହିଁ କିନ୍ତୁ ବାପା ହେବାକୁ ଚାହିଁଲେଣି ନିକ୍ !

ପ୍ରିୟଙ୍କା ଏବଂ ନିକ୍ ଜୋନାସଙ୍କ ବିବାହ ଚଳିତ ମାସ ଦୁଇ ତାରିଖରେ ହୋଇଥିଲା। ବିବାହକୁ ଦୁଇ ସପ୍ତାହ ବି ପୂରିନଥିବା ବେଳେ ସେମାନଙ୍କ ବାପା-ମା ହେବାର ଚର୍ଚ୍ଚା ଆରମ୍ଭ ହେଲାଣି। ସବୁଠୁ ବଡ କଥା ହେଉଛି ଦୁଇଜଣ ଖୋଲିକି ଏହି କଥା କହିବାକୁ ଲାଜ କରୁନାହାନ୍ତି। ପ୍ରିୟଙ୍କା ପୂର୍ବରୁ ଏକ…