Odisha News
Browsing Tag

priyanka chopra

ଟ୍ରୋଲ ହେଲେ ପ୍ରିୟଙ୍କା, ସୋସିଆଲ ମିଡିଆରେ ଏଭଳି କମେଣ୍ଟ ଦେଲେ ଦର୍ଶକ

ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କେବଳ ବଲିଉଡ୍‌ ନୁହେଁ ହଲିଉଡ୍‌ରେ ମଧ୍ୟ ନିଜର ନାଁ ରୋସନ୍‌ କରିସାରିଛନ୍ତି। ତାଙ୍କର ଅଭିୟନ ଏବଂ ଫ୍ୟାସନ ଶୈଳୀ ଉଭୟ ନିଆରା। କିନ୍ତୁ ବର୍ତ୍ତମାନ ପ୍ରିୟଙ୍କା ନିଜର ଏକ ଡ୍ରେସ୍‌ କାରଣରୁ ଟ୍ରୋଲ ହୋଇଛନ୍ତି। ସୂଚନା ମୁତାବକ ପ୍ରିୟଙ୍କା kukhareva ର…

ସମସ୍ତଙ୍କ ସାମ୍ନାରେ ନିକ୍‌ଙ୍କୁ ଲିପ୍‌ କିସ୍‌ କରିବା ସହ ଓଠରୁ ଲିପ୍‌ଷ୍ଟିକ୍‌ ବି ପୋଛିଲେ ପ୍ରିୟଙ୍କା ଚୋପ୍ରା,…

ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନସ୍‌ ନିଜ ବୈବାହିକ ଜୀବନକୁ ମନଭରି ଉପଭୋଗ କରୁଛନ୍ତି। କେବଳ ଫ୍ୟାମିଲି ଲାଇଫ୍‌ ନୁହେଁ ଏହି ଯୋଡ଼ି ନିଜ କାମ ଉପରେ ମଧ୍ୟ ପୂରା ଧ୍ୟାନ ଦେଉଛନ୍ତି। ଉଭୟଙ୍କ ଫଟୋ ଓ ଭିଡିଓ ପ୍ରାୟ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ନିକଟରେ ଏହି କପଲ ସିନେମା ଜଗତର…

ପ୍ରିୟଙ୍କା ଚୋପ୍ରାଙ୍କୁ କପି କଲେ ଏହି ପାକିସ୍ତାନୀ ଅଭିନେତ୍ରୀ, ୟୁଜର କଲେ ଟ୍ରୋଲ

ପ୍ରିୟଙ୍କା ଚୋପ୍ରା ନା କେବଳ ଦେଶରେ, ବରଂ ବିଦେଶରେ ବି ବହୁତ ଲୋକପ୍ରିୟ ହୋଇଯାଇଛନ୍ତି। ପଡ଼ିଶା ଦେଶ ପାକିସ୍ତାନରେ ମଧ୍ୟ ତାଙ୍କର ଅନେକ ଫ୍ୟାନ୍‌ ଅଛନ୍ତି। ସେଥିପାଇଁ ଜଣେ ପାକିସ୍ତାନୀ ଅଭିନେତ୍ରୀ ପ୍ରିୟଙ୍କାଙ୍କ ବିବାହ ଲେହେଙ୍ଗାକୁ କପି କରିଥିବାର ନଜର ଆସିଛନ୍ତି। ପାକିସ୍ତାନୀ…

କ୍ୟାଟ୍ରିନା-ପ୍ରିୟଙ୍କାଙ୍କୁ ନାଗିନ୍‌ କରିବାକୁ ଚାହୁଁଥିଲେ ଏକତା କପୁର, କିନ୍ତୁ ସେମାନେ ମଜାକ୍‌ ଭାବି କରିଥିଲେ ମନା

ଛୋଟ ପରଦାରେ ସିରିୟଲ୍‌ କ୍ୱିନ୍‌ ଭାବେ ପରିଚିତ ପ୍ରଯୋଜିକା ଏକତା କପୁର ସବୁବେଳେ ସୁପରହିଟ୍‌ ସିରିୟଲ ଦେଖାଇ ଦର୍ଶକଙ୍କ ମନୋରଞ୍ଜନ କରିଥାନ୍ତି। ସେ ହମ୍‌ ପାଞ୍ଚ, କାହାନୀ ଘର ଘର କି, କ୍ୟୁକି ଶାଶ୍‌ ଭି କଭି ବୋହୂ ଥି, କସୌଟି ଜିନ୍ଦେଗୀ କି ଭଳି ସୁପରହିଟ୍‌ ସିରିୟଲ୍‌ରେ ପ୍ରଯୋଜନା ଦାୟିତ୍ୱ…

ନ୍ୟୁୟର୍କ ଷ୍ଟ୍ରିଟରେ ଦିଅର ସହ ନଜର ଆସିଲେ ପ୍ରିୟଙ୍କା ଚୋପ୍ରା

ବର୍ତ୍ତମାନ ସମୟରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସ୍ୱାମୀ ନିକ ଜୋନାସଙ୍କ ସହ ନ୍ୟୁୟର୍କରେ ସମୟ କାଟୁଛନ୍ତି । କିଛି ଦିନ ହେବ ନ୍ୟୁୟର୍କ ସଡ଼କରେ ମଧ୍ୟ ତାଙ୍କୁ ୱେଷ୍ଟର୍ନ ଲୁକରେ ଚାଲୁଥିବାର ଦେଖାଯାଉଛି । ନିକଟରେ ପ୍ରିୟଙ୍କା ନିଜ ପତିଙ୍କ ସାନ ଭାଇ ବା ଦିଅର ସହ ନ୍ୟୁୟର୍କ ଷ୍ଟ୍ରିଟରେ…

ମାରାକେଚ ଫିଲ୍ମ ଫେଷ୍ଟିଭାଲରେ ସମ୍ମାନିତ ହେଲେ ଦେଶୀ ଗାର୍ଲ, ପତି ନିକ୍‌ ଦେଲେ ଏଭଳି ମେସେଜ୍‌

ବଲିଉଡର ଦେଶୀ ଗାର୍ଲଙ୍କୁ ପୁଣି ମିଳିଛି ଏକ ସଫଳତା। ୟୁନିସେଫ୍‌ ଦ୍ୱାରା ଡାନି କାୟେ ହ୍ୟୁମାନିଟାରିୟାନ ଆଓ୍ଵାର୍ଡ ପାଇଥିବା ପ୍ରିୟଙ୍କା ପୁଣିଥରେ ୨୦୧୯ର ମାରାକେଚ ଫିଲ୍ମ ଫେଷ୍ଟିଭାଲରେ ସମ୍ମାନିତ ହୋଇଛନ୍ତି। ଫିଲ୍ମରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି। ଏହି ଗ୍ଲୋବାଲ…

ପ୍ରିୟଙ୍କା ଗାନ୍ଧୀ ବଦଳରେ ପ୍ରିୟଙ୍କା ଚୋପ୍ରା ଜିନ୍ଦାବାଦ ନାରା ଦେଲେ କର୍ମୀ, ଭିଡିଓ ଦେଖିଲେ ରୋକିପାରିବେନି ହସ

କଂଗ୍ରେସ ପାର୍ଟିର ଏକ ଜନସଭାର ଭିଡିଓ ଏବେ ସୋସିଆଲ ମିଡିଆରେ ଖବ୍‌ ଭାଇରାଲ ହେଉଛି। ଭିଡିଓଟି ଏତେ ମଜାଳିଆ ଯେ ଦେଖିଲେ ଆପଣ ବି ନିଜ ହସ ରୋକିପାରିବେନି। ରିପୋର୍ଟ ମୁତାବକ ଭିଡିଓଟି କଂଗ୍ରେସର ଏକ ଜନସଭାର। ସଭାରେ ଜଣେ ଦଳୀୟ କର୍ମୀ କଂଗ୍ରେସ ଦଳର ବର୍ତ୍ତମାନର ମୁଖ୍ୟ ପୁରୋଧା ଯଥା ସୋନିଆ…

ପ୍ରଥମ ବିବାହ ବାର୍ଷିକୀ ପୂର୍ବରୁ ପ୍ରିୟଙ୍କା-ନିକ୍‌ଙ୍କ ଘରକୁ ଆସିଲା ଏହି କୁନି ଅତିଥି

ବଲିଉଡ୍‌ର ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଓ ନିକ୍‌ଙ୍କ ବିବାହକୁ ବର୍ଷେ ପୂରିନଥିବା ବେଳେ ତାଙ୍କ ଘରକୁ ଏବେ ନୂଆ ଅତିଥି ଆସିଥିବା ଜଣାପଡ଼ିଛି। ଏହି ଅତିଥି ଆଉ କେହି ନୁହେଁ ବରଂ ଏକ କ୍ୟୁଟ୍‌ ପପି। ପ୍ରିୟଙ୍କା ନିକ୍‌ଙ୍କୁ ଏକ ଜର୍ମାନ ସଫ୍ଟ ପପି ଉପହାର ସ୍ୱରୂପ ଦେଇଛନ୍ତି। ପତ୍ନୀଙ୍କଠାରୁ…

ସନ୍ନି ଲିଓନି ଏବଂ ଦୀପିକା ପାଦୁକନଙ୍କୁ ହରାଇ ପ୍ରିୟଙ୍କା ଜିତିନେଲେ ଏହି ଟାଇଟିଲ

ବଲିଉଡର ଦେଶୀ ଗାର୍ଲ ବର୍ତ୍ତମାନ କେବଳ ଭାରତର ଝିଅ ନୁହନ୍ତି ବରଂ ସାରା ଦୁନିଆର ଫେବରେଟ ଭାରତୀୟ ସେଲେବ୍ରିଟି ଅଟନ୍ତି ।ବଲିଉଡଠୁ ନେଇ ହଲିଉଡ଼ ପର୍ଯ୍ୟନ୍ତ ତାଙ୍କର ଚର୍ଚ୍ଚା ଚାଲିଛି । ଏହି ଚର୍ଚ୍ଚା ସହିତ ପ୍ରିୟଙ୍କା ବଲିଉଡର ବେବିଡଲ ଓ ମସ୍ତାନୀଙ୍କୁ ପଛରେ ପକାଇ ଟପ ଇଣ୍ଡିଆନ ଆକ୍ଟ୍ରେସର…

ଭାରତୀୟ ପରମ୍ପରା ଢଙ୍ଗରେ ଦୀପାବଳି ପାଳିଲେ ପ୍ରିୟଙ୍କା, ଏଭଳି ଜଣାଇଲେ ପ୍ରଶଂସକଙ୍କୁ ଶୁଭେଚ୍ଛା

ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ବିବାହ ପରେ ଆମେରିକାରେ ରହୁଛନ୍ତି । ହେଲେ ଏବେବି ସେ ତାଙ୍କ ନିଜ ଦେଶର ପରମ୍ପରାକୁ ଭୁଲି ପାରି ନାହାଁନ୍ତି। ରବିବାର ସାରା ଭାରତରେ ଆଲୋକର ପର୍ବ ଦୀପାବଳି ପାଳନ କରାଯାଉଥିବା ବେଳେ ପ୍ରିୟଙ୍କା ମଧ୍ୟ ସୁଦୂର ଆମେରିକାରେ ସ୍ବାମୀ ନିକ୍ ଜୋନସଙ୍କ ସହ…

ନିକ୍‌ଙ୍କ ପାଇଁ କରଓ୍ଵା ଚୌଥ କଲେ ପ୍ରିୟଙ୍କା, ଫଟୋ ସେୟାର ପରେ ଏମିତି କହିଲେ ୟୁଜର

ପ୍ରିୟଙ୍କା ଚୋପ୍ରା ଏବେ ବିଦେଶରେ। ଚଳିତବର୍ଷ ସେ ବିଦେଶରେ ହିଁ କରଓ୍ଵା ଚୌଥ ପାଳନ କରିଛନ୍ତି। ଗତବର୍ଷ ମଧ୍ୟ ସେ ନିକ୍‌ଙ୍କ ପାଇଁ ବ୍ରତ ରଖିଥିଲେ। ବିବାହ ପରେ ଏହା ପ୍ରିୟଙ୍କାର ପ୍ରଥମ କରଓ୍ଵା ଚୌଥ ଥିଲା। ଏ ଅବସରରେ ସେ ଲାଲ୍‌ ରଙ୍ଗର ଶାଢ଼ି ଓ ଚୂଡା ପିନ୍ଧିଥିଲେ। ସେ ନିକ୍‌ଙ୍କ ନାଁରେ…

ପ୍ରଥମ ଥର ପାଇଁ ଫିଲ୍ମ ‘ଫ୍ରୋଜେନ-୨’ରେ ଏକାଠି ନଜର ଆସିବେ ପ୍ରିୟଙ୍କାଙ୍କ ସହ ପରିଣୀତି ଚୋପ୍ରା

ବଲିଉଡ୍‌ର ହଟ୍‌ ଆକ୍ଟ୍ରେସ୍‌ ପ୍ରିୟଙ୍କା ଚୋପ୍ରା ଏବଂ ପରିଣୀତି ଚୋପ୍ରା ବହୁତ ଜଲଦି ହଲିଉଡ୍‌ ଫିଲ୍ମ ‘ଫ୍ରୋଜେନ-୨’ ରେ ଅଭିନୟ କରିବାର ନଜର ଆସିବେ। ଆଜ୍ଞା ହଁ ଏହି ଦୁଇ ଜର ଅଭିନେତ୍ରୀ ଫ୍ରୋଜନ-୨ ର ହିନ୍ଦୀ ଭର୍ସନରେ କାମ କରିବାକୁ ଯାଉଛନ୍ତି। ଏହି ଫିଲ୍ମ ସମ୍ପର୍କରେ ପ୍ରିୟଙ୍କା ନିଜେ…