Browsing Tag

priyanka chopra

ଅନଲାଇନରେ ଦାମୀ କଂସା ବାସନ ବିକ୍ରି କରୁଛନ୍ତି ପ୍ରିୟଙ୍କା ଚୋପ୍ରା, ଯାହା ପାଇଁ ହେଉଛନ୍ତି ଟ୍ରୋଲ

ପ୍ରିୟଙ୍କା ଚୋପ୍ରା କେବଳ ବଲିଉଡ ନୁହେଁ ବରଂ ହଲିଉଡରେ ମଧ୍ୟ ନିଜର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି। କିନ୍ତୁ ନିଜର କଳାକୁ ପ୍ରିୟଙ୍କା କେବଳ ଅଭିନୟ ମଧ୍ୟରେ ସୀମିତ ରଖିବାକୁ ଚାହୁଁନାହାନ୍ତି, ତେଣୁ ରେଷ୍ଟୁରାଣ୍ଟ ମଧ୍ୟ ଖୋଲିଛନ୍ତି। ଯାହାର ନାମ ‘ସୋନ’ ରଖିଛନ୍ତି। ଏହାପରେ ଏବେ ପ୍ରିୟଙ୍କା…

ପ୍ରିୟଙ୍କା ଚୋପ୍ରା ସେୟାର କଲେ ଝିଅ ‘ମାଳତୀ’ର ଫଟୋ, ଆଈ କୋଳରେ ଶୋଇଥିବାର ଆସିଲା ନଜର…

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆଜିକାଲି ବେଶ୍‌ ଚର୍ଚ୍ଚାରେ ରହୁଛନ୍ତି। କିଛି ଦିନ ତଳେ ସେ ନିଜର ବୋଲ୍ଡ ଅନ୍ଦାଜରେ ଫ୍ୟାନମାନଙ୍କୁ ମତୁଆଲା କରି ଦେଇଥିଲେ। ଆଉ ଏବେ ପ୍ରିୟଙ୍କା ସୋସିଆଲ ମିଡିଆରେ ନିଜ ଝିଅର ଫଟୋ ସେୟାର କରିଛନ୍ତି। ଏହି ଫଟୋ ସାମ୍ନାକୁ ଆସିବା ପରେ ଫ୍ୟାନମାନଙ୍କ ଖୁସି କହିଲେ…

ପିଲାଙ୍କ ସୁରକ୍ଷା ପାଇଁ ଭାବବିହ୍ଵଳ ହୋଇ ସାହାଯ୍ୟ ମାଗିଲେ ପ୍ରିୟଙ୍କା, ସେୟାର କଲେ ପୋଷ୍ଟ

ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ତାଙ୍କ ପାଇଁ କୌଣସି ସ୍ୱତନ୍ତ୍ର ପରିଚୟର ଆବଶ୍ୟକତା ନାହିଁ। ଏବେ ପ୍ରିୟଙ୍କା ସ୍ୱାମୀ ନିକଙ୍କ ସହିତ ବ୍ୟସ୍ତ ରହିଛନ୍ତି। ନିକଟରେ ପ୍ରିୟଙ୍କାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ…

ସୁଟିଂ ସେଟରେ ଲହୁଲୁହାଣ ହେଲେ ପ୍ରିୟଙ୍କା ଚୋପ୍ରା, ଫଟୋ ଦେଖି ଆଶ୍ଚର୍ଯ୍ୟ ହେଲେ ଫ୍ୟାନ୍ସ

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଅପକମିଂ ୱେବସିରିଜ citadel ର ସୁଟିଂକୁ ନେଇ ବ୍ୟସ୍ତ ରହିଛନ୍ତି। ଠିକ୍‌ ଏହିସମୟରେ ପ୍ରିୟଙ୍କା ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଅପଡେଟ୍‌ ଦେଇଛନ୍ତି। କିଛିଦିନ ତଳେ ପ୍ରିୟଙ୍କା ସେଟରୁ ଏକ ଫଟୋ ସେୟାର କରିଥିଲେ। ଯେଉଁଥିରେ ଏକ ଲାଲ…

୧୦୦ ଦିନ ହସ୍ପିଟାଲରେ ରହିବା ପରେ ଘରକୁ ଆସିଲା ପ୍ରିୟଙ୍କା ଚୋପ୍ରାଙ୍କ ଝିଅ ‘ମାଳତୀ’, ଉଭୟ ବାପା-ମା’ ସେୟାର କଲେ…

ପ୍ରଥମ ଥର ପାଇଁ ମା’ ବନି ଥିବା ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଘରକୁ କୁନି ପରୀ ଆସିଛି। ଜନ୍ମର ପାଖାପାଖି ୧୦୦ ଦିନ ଯାଏଁ ଝିଅ ହସ୍ପିଟାଲରେ ରହିଥିଲା। ଏବେ ୧୦୦ ଦିନ ପରେ ପ୍ରିୟଙ୍କା ଓ ନିକ୍‌ କୁନି ଝିଅକୁ ଘରକୁ ଆଣିଛନ୍ତି। ଝିଅର ଗୃହ ପ୍ରବେଶ ବେଳର ପ୍ରଥମ ଫଟୋକୁ ପ୍ରିୟଙ୍କା ନିଜ…

ବିଶ୍ୱର ବଡ଼ ନେତାଙ୍କୁ ପ୍ରିୟଙ୍କା ଚୋପ୍ରାଙ୍କ ଅପିଲ, ୟୁକ୍ରେନ୍‌ ଶରଣାର୍ଥୀଙ୍କ ପାଇଁ ମାଗିଲେ ସହାୟତା; ଭିଡିଓ ଭାଇରାଲ

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ହଲିଉଡ୍‌ରେ କାମ କରୁଛନ୍ତି। ଅଭିନୟ ସହ ସେ ଅନେକ ସଚେତନତାମୂଳକ କାର୍ଯ୍ୟକ୍ରମ ବି କରୁଛନ୍ତି। ସେ କେବଳ ଜଣେ ଅଭିନେତ୍ରୀ ନୁହେଁ, ଜଣେ ଭଲ ହୋଷ୍ଟ ଓ ମା’ ମଧ୍ୟ। ସୋସିଆଲ ମିଡିଆରେ ପ୍ରାୟତଃ ପ୍ରିୟଙ୍କା ସମାଜରେ ଘଟୁଥିବା ବିଭିନ୍ନ ଘଟଣାକୁ ନେଇ ଫଟୋ ଓ…

ବିଦେଶ ରାସ୍ତାରେ ‘ମେଡ୍ ଇନ୍ ଇଣ୍ଡିଆ’ ପ୍ରଡକ୍ଟ ଶୋ କଲେ ପ୍ରିୟଙ୍କା ଚୋପ୍ରା, କହିଲେ ମୁଁ ଭାରତୀୟ…

ବଲିଉଡ଼ ଦେଶୀ ଗାର୍ଲ୍ ପ୍ରିୟଙ୍କା ଚୋପ୍ରା ବିବାହ କରିବା ପରେ ବର୍ତ୍ତମାନ ସେ ବିଦେଶରେ ହିଁ ରହୁଛନ୍ତି। କିନ୍ତୁ ବେଳେ ବେଳେ ସେ ତାଙ୍କର ଫିଲ୍ମ କାମ ପାଇଁ ଭାରତ ଆସନ୍ତି। ସେ ବିଦେଶରେ ରହି ମଧ୍ୟ ନିଜ ଦେଶର କୌଣସି ପୂଜା ପର୍ବ ମିସ୍ କରନ୍ତିନି। ସବୁ ପର୍ବ ଅତି ଆନନ୍ଦରେ ପାଳନ କରନ୍ତି ।…

ପ୍ରି-ମାଚ୍ୟୋର ସନ୍ତାନର ମା’ ହେବା ପରେ ବଡ଼ ନିଷ୍ପତ୍ତି ନେଲେ ପ୍ରିୟଙ୍କା; ‘ଜି ଲେ ଜାରା’ କରିବାକୁ କରି…

ଗ୍ଲୋବାଲ୍ ଷ୍ଟାର୍ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ପପ୍ ଷ୍ଟାର୍ ସ୍ୱାମୀ ନିକ ଜୋନାସ୍ ସରୋଗେସି ଜରିଆରେ ସେମାନଙ୍କ ପ୍ରଥମ ସନ୍ତାନର ପିତାମାତା ହୋଇଛନ୍ତି। ୩୯ ବର୍ଷୀୟା ପ୍ରିୟଙ୍କା ଏବଂ ୨୯ ବର୍ଷୀୟା ନିକ ୨୨ ଜାନୁଆରୀ ମଧ୍ୟରାତ୍ରିରେ ନିଜ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫ୍ୟାନମାନଙ୍କ ସହିତ…

ପ୍ରିୟଙ୍କା ଚୋପ୍ରାଙ୍କର ଝିଅ ହୋଇଛି ନା ପୁଅ? ଶେଷରେ ସାମ୍ନାକୁ ଆସିଲା ପ୍ରକୃତ ସତ

ବଲିଉଡ୍‌ ଓ ହଲିଉଡ୍‌ର ପାଓ୍ଵାର କପଲ ତଥା ଲୋକପ୍ରିୟ ଅଭିନେତ୍ରୀ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନ୍‌ସ ନିକଟରେ ମାତା ପିତା ବନିଛନ୍ତି। ଫଳରେ ପ୍ରିୟଙ୍କା ଚୋପ୍ରା ମଧ୍ୟ ଅଭିଭାବକ କ୍ଲବ୍‌ରେ ସାମିଲ ହୋଇଛନ୍ତି। ଶୁକ୍ରବାର ପ୍ରିୟଙ୍କା ସୋସିଆଲ ମିଡିଆରେ ପୋଷ୍ଟ ଜରିଆରେ ମା’…

ମାଆ ହେଲେ ପ୍ରିୟଙ୍କା ଚୋପ୍ରା, ଇନଷ୍ଟାଗ୍ରାମରେ ପୋଷ୍ଟ କରି ଦେଲେ ସୂଚନା

ବଲିଉଡ଼ର ଚର୍ଚ୍ଚିତ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ହେଲେ ମାଆ। ଏହା ସମ୍ପର୍କରେ ସେ ନିଜେ ସୂଚନା ଦେଇଛନ୍ତି। ସୋସିଆଲ ମିଡିଆ ଆକାଉଣ୍ଟରେ ସେ ଏହା ସମ୍ପର୍କରେ ପୋଷ୍ଟ କରିଛନ୍ତି। କିନ୍ତୁ ଆମେ ଆପଣଙ୍କୁ କହିଦେବାକୁ ଚାହୁଁ ଯେ ପ୍ରିୟଙ୍କା ନିଜେ ପିଲା ଜନ୍ମ କରିନାହାନ୍ତି। ମାନେ ସେ ସରୋଗେସି…

ମା’ ହେବାକୁ ଚାହୁଁଛନ୍ତି ପ୍ରିୟଙ୍କା ଚୋପ୍ରା, ଫ୍ୟାମିଲି ପ୍ଲାନିଂକୁ ନେଇ ସେୟାର କଲେ ମନ କଥା

ବଲିଉଡ୍‌ର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ନିଜ ଆକ୍ଟିଂ ତଥା ଫ୍ୟାମିଲି ଲାଇଫ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ବିବାହ ପରେ ବି ଏହି ସେଲିବ୍ରିଟି ଲାଇମ୍‌ ଲାଇଟ୍‌ରେ ଅଛନ୍ତି। ନିଜ ଠାରୁ କମ୍‌ ବୟସର ନିକ୍‌ ଜୋନସ୍‌କୁ ବିବାହ କରିବା ପରେ ଏବେ ଫ୍ୟାମିଲି ପ୍ଲାନିଂ ନେଇ ମୁହଁ…

ଏହି ଜିନିଷକୁ ସବୁବେଳେ ନିଜ ସାଥିରେ ରଖନ୍ତି ପ୍ରିୟଙ୍କା ଚୋପ୍ରା, ଖୁଲାସା କଲେ ଦେଶୀ ଗାର୍ଲ

ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ନିକ୍‌ ଜୋନାସଙ୍କୁ ବାହା ହୋଇ ବିଦେଶ ଚାଲିଯାଇଛନ୍ତି, କିନ୍ତୁ ଏବେବି ସେ ପୂରାପୁରୀ ଦେଶୀ । ତାଙ୍କର ଇନଷ୍ଟାଗ୍ରାମରେ ଏହି କଥାର ଝଲକ୍‌ ଦେଖିବାକୁ ମିଳିଯାଏ। ଏକ ଇଣ୍ଟରଭ୍ୟୁରେ ପ୍ରିୟଙ୍କା ଚୋପ୍ରା ଜଣାଇଥିଲେ ଯେ ସେ ଜମା ବି ଏହା ଅନୁଭବ କରୁନାହାଁନ୍ତି ଯେ…