ଅନଲାଇନରେ ଦାମୀ କଂସା ବାସନ ବିକ୍ରି କରୁଛନ୍ତି ପ୍ରିୟଙ୍କା ଚୋପ୍ରା, ଯାହା ପାଇଁ ହେଉଛନ୍ତି ଟ୍ରୋଲ
ପ୍ରିୟଙ୍କା ଚୋପ୍ରା କେବଳ ବଲିଉଡ ନୁହେଁ ବରଂ ହଲିଉଡରେ ମଧ୍ୟ ନିଜର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି। କିନ୍ତୁ ନିଜର କଳାକୁ ପ୍ରିୟଙ୍କା କେବଳ ଅଭିନୟ ମଧ୍ୟରେ ସୀମିତ ରଖିବାକୁ ଚାହୁଁନାହାନ୍ତି, ତେଣୁ ରେଷ୍ଟୁରାଣ୍ଟ ମଧ୍ୟ ଖୋଲିଛନ୍ତି। ଯାହାର ନାମ ‘ସୋନ’ ରଖିଛନ୍ତି। ଏହାପରେ ଏବେ ପ୍ରିୟଙ୍କା…