ଦ୍ୱିତୀୟ ଥର ପାଇଁ କରୋନାର ଶିକାର ହେଲେ ପ୍ରିୟଙ୍କା ଗାନ୍ଧୀ, ଟ୍ଵିଟ୍ କରି ଦେଲେ ସୂଚନା
କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଦ୍ୱିତୀୟ ଥର କରୋନାର ଶିକାର ହୋଇଛନ୍ତି। ସେ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ସେ ପୁଣିଥରେ କରୋନା ପଜିଟିଭ୍ ହୋଇଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି । ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି।
ସେ କହିଥିଲେ ଯେ ସେ ଘରେ ନିଜକୁ…